ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମେ ଓଡ଼ିଶା ବାସୀ ମନ ରେ ବାତ୍ୟା ଭୟ ଆସିଥାଏ ଯେବେ ଅକ୍ଟୋବର ମାସ ଆସେ , ଏହାରି ଭିତରେ ଅକ୍ଟୋବର ମାସ ଆସୁଛି ଓ ପୁଣି ମନ୍ ରେ ବାତ୍ୟା ଭୟ ଆସୁଛି , ବିଶେଷ କରି ଉପକୁକିଆ ଲୋକ ମାନ ଙ୍କ ମନ ରେ ଛାନିଆ । ବର୍ତ୍ତମାନ୍ ସମୟ ରେ ବାତ୍ୟା କୁ ନେଇ ପାଣି ପାଗ ବିଭାଗ ଦେଲା ବଡ ସୂଚନା ।
ତାହେଲେ ବନ୍ଧୁଗଣ ଏହି ଅକ୍ଟୋବର ମାସ ରେ ବାତ୍ୟା ଆସି ସବୁ କିଛି ନଷ୍ଟ କରି ଦେଇଥାଏ ଓ ଅନେକ କ୍ଷତି ମଧ୍ୟ କରିଥାଏ । ଏହି ମାସ ଟି କେମିତି ଭଲ ରେ କଟିବ ସେ ନେଇ ଭଗବାନ୍ ଙ୍କ ନିକଟ ରେ ପ୍ରାର୍ଥନା କରି ଥାଆନ୍ତି , ଓଡ଼ିଶା ପିଛା ଛାଡି ନାହିଁ ବାତ୍ୟା , ବର୍ତ୍ତମାନ୍ ସମୟ ରେ ପୁଣି ସେହି ଅକ୍ଟୋବର ଓ ପୁଣି ସେହି ବାତ୍ୟା ଭୟ । ବର୍ତ୍ତମାନ୍ ସମୟ ରେ ସୁଚନା ମିଳିଛି ଯେ ୧୫ ଦିନ ମଧ୍ୟ ରେ ବାତ୍ୟା ହେବା ର ଅଛି ।
ବର୍ତ୍ତମାନ୍ ସମୟ ରେ ବାତ୍ୟା କୁ ନେଇ ପ୍ରତିକ୍ରିୟା ରଖୁଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୫ ଦିନ ରେ ବଙ୍ଗୋପ ସାଗର ରେ ବାତ୍ୟା ହେବ ବୋଲି , ସାରା ରାଜ୍ୟ ରେ ଜୋର୍ ଧରିଛି ଚର୍ଚ୍ଚା । ବାତ୍ୟା ଖବର ପାଇବା ପରେ ଚିନ୍ତା ରେ ଓଡ଼ିଶା ବାସୀ । ବିଶେଷ କରି ଉପକୁଲିଆ ଅଞ୍ଚଳ ବାସୀ ଙ୍କ ମନ ରେ ଛନକା ପଶିଲାଣି । ବାତ୍ୟା ଟି କେବେ ଆସିବ ,
କେଉଁଠି ମାଡ ହେବ , ଜଣ ରହିବ ବାତ୍ୟା ର ଗତିପଥ , ଏହାକୁ ନେଇ ଅନେକ ଖବର ପ୍ରକାଶ ପାଇଲାଣି । ଓଡ଼ିଶା କୁ ବାତ୍ୟା ଆସୁ ଥିବାର ଖବର ବେଶ୍ ଚର୍ଚ୍ଚା ରେ ହେବା ପରେ , ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ରୁ ଯାହା ସୂଚନା ମିଳିଛି, ଏହି ବାତ୍ୟା ର ଖବର କୁ ସେ ଖଣ୍ଡନ କରି କହିଛନ୍ତି ବାତ୍ୟା ଆସୁ ଥିବାର ଖବର କୁ ନେଇ ଆମ ପାଖ ରେ କୌଣସି ସୂଚନା ମିଳିନାହିଁ ।
ବାତ୍ୟା କୁ ନେଇ , ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ବାତ୍ୟା କୁ ନେଇ ଆମ ପାଖ ରେ କୌଣସି ସୂଚନା ନାହିଁ । ବର୍ତ୍ତମାନ୍ ସମୟ ରେ ଭାରତୀୟ ପାଣିପାଗ ବିଭାଗ ତରଫ ରୁ କୌଣସି ସୂଚନା ମିଳିନାହିଁ ବାତ୍ୟା କୁ ନେଇ । ଦ୍ବିତୀୟ ସପ୍ତାହ ରେ ଏକ ଘୂର୍ଣୀ ବଳୟ ରହିବ ଓ ଆଗ କୁ ଯାହାବି କିଛି ସୁଚନା ମିଳିବ ନିଶ୍ଚୟ ଅପଡେଟ କରା ଯିବ ।
ବନ୍ଧୁଗଣ ଆପଣ ମାନେ ଆଦୌମ ବ୍ୟସ୍ତ ହୁଅନ୍ତୁ ନାହିଁ , ବାତ୍ୟା ହେବା କୁ ନେଇ କୌଣସି ସୂଚନା ମିଳିନାହିଁ । ଆପଣ ବାତ୍ୟା କୁ ନେଇ ଗୁଜବ ହେଉଥିବା ଖବର ଠାରୁ ଦୂରେଇ ହୋଇ ରୁହନ୍ତୁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।