ଦର୍ଶକ ବନ୍ଧୁ ଅତି ନିକଟ ରେ ନନ୍ଦ ମଉସା ବେପାର କରିବାକୁ ଯାଇ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ କିନ୍ତୁ ଅଜଗର ତାଙ୍କୁ ଗିଲିଦେଲା । ବନ ବିଭାଗ କହିଲା ଏହି ପ୍ରଜାତି ର ଅଜଗର ମଣିଷ କୁ ଗିଳି ପାରିବ ନାହିଁ । ଏହି ଖବର ଟି ମଧ୍ୟ ବେଶ୍ ଚର୍ଚ୍ଚା ରେ ଥିଲା । ଯଦି ସାପ ଗିଳି ନାହିଁ ତ ନନ୍ଦ ମଉସା ଗଲେ କେଉଁ ଆଡେ । ହଁ ବନ୍ଧୁ ନନ୍ଦ ମଉସା ଘର୍ କୁ ଫେରି ନ ଥିଲେ ।
ତାଙ୍କୁ ଖୋଜା ଖୋଜି ଚାଲିଥିଲା , ଯେଉଁ ଜଙ୍ଗଲ ବାଟ ରେ ସେ ଯାଉଥିଲେ ସେହି ଠାରୁ ସେ କେଉଁ ଆଡ଼େ ଗଲେ ତାହା ଜଣା ପଡି ନ ଥିଲା ସେହି ପାଖ ରେ ଏକ ଅଜଗର ସାପ ଗୋଟେ ବଡ ଶିକାର କରି ଥିଲା ଯାହାକୁ ଲୋକ ମାନେ କହୁଥିଲେ ସେହି ସାପ ଟି ନନ୍ଦ ମଉସା କୁ ଗୀଳିଛି କିନ୍ତୁ ବନ ବିଭାଗ ତାକୁ ମନା କରିଦେଲା ଓ ପରେ ସାପ ଟି କେଉଁ ଆଡ଼େ ଗଲା ନା ତାକୁ ଲୁଚା ହୋଇଗଲା କିଛି ବି ଜଣା ପଡି ନାହିଁ ।
ବର୍ତ୍ତମାନ୍ ସମୟ ରେ ଏହି କଥା ଟି କହିବା ର କାରଣ ହେଲା ଯେ ବର୍ତ୍ତମାନ୍ ଏକ ୧୬ ଫୁଟିଆ ଅଜଗର ସାପ ପେଟ ରୁ ଜଣେ ମୃତ ବ୍ୟକ୍ତି ଙ୍କ ଶରୀର କୁ ଉଦ୍ଧାର କରା ଯାଇଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ମହିଳା , ଏକ୧୬ ଫୁତିଆ ଅଜଗର ପେଟ ଚିରି ଜଣେ ମହିଳା ଙ୍କ ସବ କୁ ସ୍ଥାନୀୟ ଲୋକ ବାହାର୍ କରି ଦେଇଛନ୍ତି ।
ଏହି ଖବର ଟି ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି , ଏହି ଭଳି ଘଟଣା ଟି ଦେଖିବାକୁ ମିଳିଛି ଇଣ୍ଡୋନେସିଆ ର ଯାମ୍ବି ପ୍ରଦେଶ ରେ । ଯାହା ସୂଚନା ମିଳିଛି ଯେ ଘର୍ ପାଖ ରବନ୍ ବାଗାନ ରୁ ରବର ସଂଗ୍ରହ କରିବାକୁ ଯାଇଥିଲେ ମହିଳା ଜଣକ ଯାହାଙ୍କ ନାମ ହେଉଛି ହଜାରନାମି ଯାହାଙ୍କ ବୟସ ୫୨ ବର୍ଷ ବୟସ । ହଠାତ୍ ସେ ନିଖୋଜ ହୋଇଗଲେ ।
ଯେମିତି କି ନନ୍ଦ ମଉସା ନିଖୋଜ ହୋଇ ଯାଇଥିଲେ , ତା ପରେ ଅଜଗର ସାପ ଟି ର ପେଟ ଫୁଲି ଥିବାର ଦେଖିବକୁ ପାଇ ଥିଲେ । ଏହି ସୂଚନା ଜରୁରୀ ସେବା ବିଭାଗ କୁ ସୂଚନା ଦେଇଥିଲେ । ପରେ ତଲାସ ଆରମ୍ଭ ହୋଇଥିଲା , ତଲାସ୍ କାରି ମାନେ ସାପ ର ପେଟ ଫୁଲି ଥିବାର ଅଜଗର ର ସନ୍ଧାନ ପାଇଥିଲେ । ପରେ ଅଜଗର ସାପ ଟି ମାରି ଦେଇ ସାପ ପେଟ ଚିରି ହଜି ଯାଇଥିବା ମୃତ ମହିଳା ଙ୍କ ସବ କୁ ବାହାର୍ କରି ଥିଲେ ।ଏହି ଖବର ଟି ଚର୍ଚ୍ଚା ହେବା ପରେ ନନ୍ଦ ମଉସା ଙ୍କୁ ନେଇ ପୁଣି ଖବର ଆସୁଛି ଯେ ନନ୍ଦ ମଉସା ଗଲେ କେଉଁ ଆଡେ ।।