ନିକଟରେ ସୋସିଆଲ ମିଡିଆରେ ଏକ ଖବର ଚର୍ଚ୍ଚା ହେଉଛି । ଓଲିଉଡ଼ ର ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ଉପରକୁ ପଥର ମାଡ଼ ହୋଇଛି। ଭାଗ୍ୟ ବଶତଃ ପଥର ଟି ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ଦେହରେ ବାଜିନି ।କିନ୍ତୁ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ପଛରେ ଥିବା ଜଣେ ଯୁବତୀ ଙ୍କ ଦେହରେ ବାଜିଛି।ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ପଥର ମାରିବା କୁ ନେଇ ଏ ଯାଏ ପପୁ ପମପମ୍ ଙ୍କ ଠାରୁ କୌଣସି ପ୍ରତି କ୍ରିୟା ନିଆ ଯାଇ ନାହିଁ। ଏବଂ କାହିଁକି ଜଣେ ଦର୍ଶକ ଏ ଭଳି ପଥର ମଦ କରିଛନ୍ତି ସେ ନେଇ ମଧ୍ୟ କିଛି ଜଣା ପଡିନାହିଁ।
ତେବେ ଘଟଣା ଟି ହେଉଛି ଯେ ଗତ କାଲି ମହା ଶିବରାତ୍ରୀ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୁରାଳ ଗ୍ରାମ ଏକ ଷ୍ଟେଜ ସୋ ର ଆୟୋଜନ କରା ଯାଇଥିଲା। ଏବଂ ସେହି ପ୍ରୋଗ୍ରାମ କୁ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ଗେଷ୍ଟ ଭାବରେ ନିମନ୍ତ୍ରଣ କରା ଯାଇଥିଲା। ଏବଂ ନିମନ୍ତ୍ରଣ ରକ୍ଷା କରି ହାସ୍ୟ ଅଭିନେତା ପପୁ ପମପମ୍ ଯୋଗ ଦେଇଥିଲେ।ସେ ପ୍ରଥମେ ଷ୍ଟେଜ କୁ ଆସିବା ପରେ ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ କରିଥିଲେ । ଏବଂ ସୁରଳ ଗ୍ରାମ ବିଷୟରେ ଅନେକ ଭଲ କଥା କହିଥିଲେ।
ହାସ୍ୟ ଅଭିନେତା ପପୁ ପମପମ୍ ସୁରଳ ଗ୍ରାମ ବାସୀ ଙ୍କୁ ସରଳ ଓ ନିଷ୍କପଟ ବୋଲି ମଧ୍ୟ କହିଥିଲେ ।ହେଲେ ସେହି ସମୟରେ ଦର୍ଶକ ମାନଙ୍କ ଭିତରୁ କେହି ଜଣେ ତାଙ୍କ ଉପରକୁ ପଥର ଫୋପାଡି ଥିଲେ ।ଆଉ ପଥର ଟି ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ଦେହରେ ନ ବାଜି ତାଙ୍କ ପଛ ପଟେ ଥିବା ଜଣେ ଯୁବତୀ ଙ୍କ ଦେହରେ ବାଜିଥିଲା।ଏବଂ ସେ ଯୁବତୀ ଜଣଙ୍କ କହିଥିଲେ ଯେ ତାଙ୍କ ଦେହରେ ପଥର ବାଜିଛି। ଏବଂ ହାସ୍ୟ ଅଭିନେତା ପପୁ ପମପମ୍ ମଞ୍ଚ ଉପରେ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ ଏ ପରି ନ କରିବା ପାଇଁ।
ଆଉ ଶୀଘ୍ର ସେ ମଞ୍ଚ ଛାଡ଼ି ଚାଲି ଯାଇଥିଲେ।ୟ ପୂର୍ବରୁ ମଧ୍ୟ ଅନେକ ଜାଗାରେ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ବହୁତ୍ କିଛି ଗାଳି ଶୁଣିବାକୁ ପଡ଼ିଛି।ଆଉ ଏବେ ସୁରଳ ଗ୍ରାମ ରେ ମଧ୍ଯ ତାଙ୍କୁ ଅପମାନିତ କରା ଯାଇଛି।ତାଙ୍କ ସହିତ ଅନେକ ଲୋକ ଖରାପ ବ୍ୟବହାର କରିଛନ୍ତି।କିନ୍ତୁ ହାସ୍ୟ ଅଭିନେତା ପପୁ ପମପମ୍ କେବେ କୌଣସି ଦର୍ଶକ ଙ୍କ ନାଁ ରେ ଖରାପ କଥା କହିନାହାନ୍ତି।ଆଉ କିଏ ମଞ୍ଚ ଉପରକୁ ପଥର ଫିଙ୍ଗିଛି ସେ ବିଷୟରେ ଏ ଯାଏ କିଛି ଜଣା ପଡିନାହିଁ। ଏବଂ ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।