Breaking News

ଅନାଥ ପିଲାମାନଙ୍କୁ ନେଇ ସିନେମା ଦେଖେଇଲେ ଓଡିଆ ହିରୋ ଜ୍ୟୋତି (Jyoti) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଏକ ଚଳଚ୍ଚିତ୍ର ରିଲିଜ୍ ହେବ କୁ ଯାଉଛି ଓ ଯାହାର ନାମ ହେଉଛି ତୁ ମୋର ok ଏହି ଚଳଚ୍ଚିତ୍ର ରେ ଜ୍ୟୋତି ଏବଂ ଶୀତଲ ନଜର ଆସିବା ସହ ଅନେକ କଳାକାର ମାନେ ନଜର ଆସିବେ । ଶୁକ୍ରବାର ଦିନ ଏହା ରିଲିଜ୍ ହୋଇ ଯାଇଛି ବୃନ୍ଦାବନ ରେ ଓ ରିଲିଜ୍ ହେବା ପରେ ଅଭିନେତା ଜ୍ୟୋତି ଛୋଟ ଛୋଟ ପିଲା ଙ୍କୁ ନେଇ ତାଙ୍କ ଚଳଚ୍ଚିତ୍ର ଦେଖାଇ ଛନ୍ତି ।

ଜ୍ୟୋତି କହିଛନ୍ତି ଆସନ୍ତୁ ଏହି ଚଳଚ୍ଚିତ୍ର ଟି ଦେଖନ୍ତୁ ବହୁତ ପରିଶ୍ରମ ହୋଇଛି । ଏହି ରିଲିଜ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ କଳାକାର ମାନେ ନଜର ଆସିଛନ୍ତି । ଅଭିନେତ୍ରୀ ଶୀତଲ ମଧ୍ୟ ନଜର ଆସିଛନ୍ତି ଏହି ଅଭିନେତ୍ରୀ ଜଣକ ବହୁତ୍ ଖୁସି ଅଛନ୍ତି ଓ ଛୋଟ ଛୋଟ ପିଲା ଙ୍କୁ ଦେଖି ମଧ୍ୟ ସେ ବେଶ୍ ଖୁସି ଅଛନ୍ତି ।

ଦର୍ଶକ ମାନ ଙ୍କୁ ସେ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଟି କୁ ଆସି ଦେଖିବା ପାଇଁ । ଛୋଟ ଛୋଟ ପିଲା ଙ୍କୁ ଡ଼ାକି କେକ କାଟି ପିଲା ମାନ ଙ୍କୁ ଖାଇବାକୁ ଦେଇଛନ୍ତି । ବନ୍ଧୁଗଣ ଏହି ଚଳଚ୍ଚିତ୍ର ଟି କୁ ଦେଖିବା ପାଇଁ ଆସୁଛନ୍ତି ଅଭିନେତ୍ରୀ ସୁପ୍ରିୟା ଯିଏ ଅତିଥି ଭାବେ ଆସିଛନ୍ତି । ସେ ମଧ୍ୟ କହିଛନ୍ତି ଫିଲ୍ମ ଟି ଭଲ ହୋଇଛି ।

ଜ୍ୟୋତି ଓ ଶୀତଲ ଉଭୟ ଜବରଦସ୍ତ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ଟି କୁ ଦେଖିବା ଅଭିନେତ୍ରୀ ଭୂମିକା ମଧ୍ୟ ଆସିଛନ୍ତି ଓ ସେ ମଧ୍ୟ କହିଛନ୍ତି ଯେ ଚଳଚ୍ଚିତ୍ର ଟି ଭଲ ହୋଇ ଥିବ କାରଣ ସେ ଚଳଚ୍ଚିତ୍ର ଟି କୁ ଦେଖିବାକୁ ଯାଉଛନ୍ତି । ତଥାପି ସେ ଟ୍ରେଲର ଓ ଗୀତ ହିଟ ହୋଇଛି ମାନେ ନିଶ୍ଚୟ ଚଳଚ୍ଚିତ୍ର ଟି ସୁପର ହିଟ ହେବ ବୋଲି କହିଛନ୍ତି ।

ତାହେଲେ ବନ୍ଧୁଗଣ ଠିକ୍ ସେହିପରି ଭାବେ ଏହି ଚଳଚ୍ଚିତ୍ର ଟି କୁ ଦେଖିବା ପାଇଁ ଆସିଛନ୍ତି ପୁନମ୍ । ଦେଖାଯାଉ ଏହି ଚଳଚ୍ଚିତ୍ର ଟି ଦର୍ଶକ ମାନେ କେତେ ଭଲ ପାଇବା ଦେଉଛନ୍ତି ଓ ଚଳଚ୍ଚିତ୍ର ଟି କେତେ ସୁପର ହେଉଛି । ବର୍ତ୍ତମାନ୍ ସମୟ ରେ ଯେଉଁ ଭଳି ଦର୍ଶକ ମାନେ ଓଡ଼ିଆ ଚଳଚ୍ଚିତ୍ର କୁ ଆଉ ଭଲ ପାଇବା ଦେଉ ନାହାଁନ୍ତି କାରଣ ମନୋରଂଜନ କଲା ଭଳି କିଛି ଦେଖିବାକୁ ମିଳୁନାହିଁ ।

ସେଥିପାଇଁ ଏକ ଭଲ ଚଳଚ୍ଚିତ୍ର ଦର୍ଶକ ମାନ ଙ୍କ ପାଇଁ ନେଇ ଆସିଛନ୍ତି ଯାହାର ନାମ ହେଉଛି ତୁ ମୋର ok । ଏହା ରିଲିଜ୍ ହୋଇ ସାରିଛି ଖାଲି ଦେଖିବାକୁ ବାକି ରହିଲା ଲୋକ ମାନେ ଏହାକୁ କେତେ ପସନ୍ଦ କରୁଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *