Breaking News

ଅନୁଭବଙ୍କ ଘର ଛାଡିବା ପରେ ଏବେ ବର୍ଷା (varsha) କଣ କରୁଛନ୍ତି ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ କି ବର୍ଷା ପ୍ରିୟଦର୍ଶିନୀ ଛାଡି ଦେଇଛନ୍ତି ଅନୁଭବ ମହାନ୍ତି ଙ୍କ ଘର ଆଉ ଅନୁଭବ ମହାନ୍ତି ଙ୍କ ଘର ଛାଡିବା ପରେ ନିଜ ବାପ ଘରେ ରହୁଛନ୍ତି ବର୍ଷା ପ୍ରିୟଦର୍ଶିନୀ ନା ବାପ ଘରେ ନରହି ଭଡା ଘରେ ରହୁଛନ୍ତି । ଏ ସବୁ ବିଷୟ ରେ ଜାଣିବାକୁ ହେଲେ ଆପଣ ମାନେ ଆମେ ଦେଇ ଥିବା ସମ୍ପୂର୍ଣ୍ଣ ବିବରଣୀ କୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ତେବେ ବର୍ଷା ଏବେ ରହୁଛନ୍ତି ସେ ତାଙ୍କ ଭଡା ଘରେ । ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଭଡା ଘରେ ରହି ଥିବାର କିଛି ଫଟୋ ଏବେ ଭାଇରାଲ୍ ହେବାକୁ ଲାଗୁଚି ସୋସିଆଲ୍ ମିଡ଼ିଆ ରେ । ଯେଉଁ ଫଟୋ ରେ ବର୍ଷା ପ୍ରିୟଦର୍ଶିନୀ ଗାଁ ଦାଣ୍ଡ ରେ ଏବଂ ରାସ୍ତା ରେ ଭଉଣୀ ମାନଙ୍କ ସହ ବୁଲୁ ଥିବାର ନଜର ରେ ଆସିଛନ୍ତି । ତାହା ସହ ଭୋକିଲା କୁକୁର ମାନଂକୁ ବିସ୍କୁଟ ଖାଇବା ଦେଉ ଥିବାର ମଧ୍ୟ ନଜର ରେ ଆସିଛନ୍ତି ।

ଆପଣ ମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଏବେ ସୋସିଆଲ୍ ୱାର୍କ ରେ ବ୍ୟସ୍ତ ଅଛନ୍ତି କାହିଁକି ନା ସେ ଆଗକୁ କୁଆଡେ ଇଲେକ୍ସନ ରେ ଲଢ଼ିବାକୁ ଯାଉଛନ୍ତି । ସେଥି ପାଇଁ ତ ସେ ବିଜେଡି ରୁ ଷ୍ଟାଣ୍ଡ କରିବା ପାଇଁ ସୋସିଆଲ୍ ୱାର୍କ ରେ ବେସି ମନ ବଳେଇଛନ୍ତି ଡିଭୋର୍ସ୍ ପରଠାରୁ । ଯେବେଠୁ ତାଙ୍କ୍ ର ଡିଭୋର୍ସ୍ କଥା ଉଠିଛି ସେବେ ଠାରୁ ସେ ଅଧିକ ସୋସିଆଲ୍ ୱାର୍କ ରେ ନିଜ କୁ ରଖୁଛନ୍ତି ।

ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଭୀତ ରେ ଉଠି ଥିବା ତିକ୍ତତା ପାଇଁ ବର୍ଷା ଙ୍କ ର ଏଭଳି ରୂପ ଦେଖିବାକୁ ମିଳିଛି । ବର୍ଷା ଫିଲ୍ମ ପ୍ରଡକ୍ସନ୍ କରିବା ସହିତ ଏବେ ସୋସିଆଲ୍ ୱାର୍କ ରେ ବେଶୀ ମନ କୁ ରଖୁଛନ୍ତି । ଅଧିକ ରୁ ଅଧିକ ସେ ହୋମଲେସ୍ ଓ ବୟସ୍କ ଲୋକ ପାଖ କୁ ଯାଇ ଖାଦ୍ୟ ଦେବା ସହିତ ତାଙ୍କ ସମୟ ମଧ୍ୟ ବିତେଉଛନ୍ତି ।

ଅନୁଭବ ଙ୍କ ଘର ବର୍ଷା ପ୍ରିୟଦର୍ଶିନୀ ଛାଡି ଛନ୍ତି ସହ କିନ୍ତୁ କେବେ ବି ଭୁଲି ନାହାନ୍ତି ଅନୁଭବ ଙ୍କ ଘର ଆଉ ଅନୁଭବ ଙ୍କ ସେହି ପ୍ରଥମ ଭଲ ପାଇବା । ଯେବେ ଅନୁଭବ ଙ୍କ ଘରକୁ ଯେବେ ପ୍ରଥମ ଥର ପାଇଁ ଯାଇ ଥିଲେ ବର୍ଷା ସେବେ ନିଜ ହାତ ତିଆରି ରନ୍ଧା ସମସ୍ତ ଙ୍କୁ ଦେଇ ଥିଲେ । କିନ୍ତୁ ଏବେ ବର୍ଷା ଆଉ ଅନୁଭବ ଙ୍କ ଘରେ ନାହାନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *