ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଉଭୟ ନିଜ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି । ବର୍ତ୍ତମାନ୍ ସମୟ ରେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାଦ ଟି ର ସମାଧାନ ହୋଇ ନାହିଁ ତାହା ବର୍ତ୍ତମାନ୍ ସମୟ ରେ କୋର୍ଟ ରେ ବିଚାରଧୀନ ରହିଛି ।
ଉଭୟ ନିଜ ବିବାଦ ର ସମାଧାନ ପାଇଁ ଥାନା କୋର୍ଟ ବାରମ୍ବାର ଆସିଛନ୍ତି , ବର୍ତ୍ତମାନ୍ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ବ୍ୟାକ୍ ଫୁଟ ରେ ରହୁଥିବା ସମୟ ରେ ଅନୁଭବ ମହାନ୍ତି ତାଙ୍କ ଠାରୁ ଆଗରେ ରହିଛନ୍ତି । ଏହି ସମୟ ରେ ଅନୁଭବ ମହାନ୍ତି ବେଶ୍ ଖୁସି ରେ ରହିବା କଥା କିନ୍ତୁ ଖୁସି ହୋଇ ପାରୁ ନାହାଁନ୍ତି । କାରଣ ଅତି ନିକଟ ରେ ତାଙ୍କ ପରିବାର ଙ୍କୁ ଏକ ବଡ ଦୁଃଖ ଖବର ଆସିଛି ।
ଆପଣ ମାନେ ଜାଣିଥିବେ ଯେ ଅନୁଭବ ଙ୍କ ବଡବାପା ଆଉ ଏହି ଦୁନିଆ ରେ ନାହାଁନ୍ତି । ଯେତେବେଳେ ବଡବାପା ନିଜ ପୁତୁରା ଅନୁଭବ ମହାନ୍ତି ଙ୍କ ସଂଘର୍ଷମୟ ଜୀବନ କୁ ଦେଖିଛନ୍ତି । ଆଲବମ୍ ଜଗତ ରୁ ସୁପର ଷ୍ଟାର୍ । ତା ପରେ ଅଭିନେତା ରୁ ରାଜନେତା ହେବା ତାହା ପୁଣି କେନ୍ଦ୍ରାପଡ଼ା ସାଂସଦ ଭାବେ । ପୁତୁରା ଏହି କାର୍ଯ୍ୟ ପାଇଁ ବଡବାପା ବେଶ୍ ଖୁସି ଥିଲେ କିନ୍ତୁ ହଠାତ ଏହି ପରିବାର ରେ ଏକ କଳା ବାଦଲ ଘୋଟି ଆସିଲା , ବର୍ଷା ଏବଂ ଅନୁଭବ ମହାନ୍ତି ଙ୍କ ବିବାଦ ।
ଏହାରି ଭିତରେ ବର୍ଷା ଙ୍କୁ ନେଇ ତାଙ୍କ ପରିବାର ରେ ଯେଉଁ ବିବାଦ ଲାଗିଥିଲା ତାହା ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ଅର୍ଥାତ୍ ଖୁବ୍ ଶୀଘ୍ର ବର୍ଷା ପ୍ରିୟଦର୍ଶିନୀ ନିଜ ଶାଶୁଘର ଛାଡ଼ୁ ଛନ୍ତି , ଏ ନେଇ ସେ କୋର୍ଟ କୁ ଜଣାଇ ସାରିଛନ୍ତି, sdjm କୋର୍ଟ ଦେଇଥିବା ନିଷ୍ପତ୍ତି କାୟମ ରହିଛି । ପୂର୍ବ ରୁ ଏ ନେଇ ଅନୁଭବ ମହାନ୍ତି ଙ୍କ ଆବେଦନ କୁ ଗ୍ରହଣ କରିଛି । ବର୍ଷା ଶାଶୁଘର ଛାଡ଼ିବା ପାଇଁ ଅନୁଭବ ମହାନ୍ତି ଙ୍କ ଆବେଦନ ଗ୍ରହଣ ହୋଇଥିଲା ଏବଂ ବର୍ଷା ଅନ୍ୟତ୍ର ରହିବା ପାଇଁ ଘର୍ ଭଡ଼ା ଦେବା ପାଇଁ କୋର୍ଟ କହିଥିଲେ ।
ମାସିକ 30 ହଜାର ଟଙ୍କା ଘର୍ ଭଡା ଦେବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ ଓ ଯାହାକୁ ନେଇ ରାଜି ଥିଲେ ଅନୁଭବ , ଟଙ୍କା ମଧ୍ଯ ଦେଇଥିଲେ । ଖୁବ୍ ଶୀଘ୍ର ବର୍ଷା ତାଙ୍କ ଶାଶୂଘର ଛାଡ଼ିବାକୁ ଯାଉଛନ୍ତି । ଯେଉଁ ସମୟ ରେ ଅନୁଭବ ଙ୍କ ପୁରା ପରିବାର ଖୁସି ରେ ରହିବା କଥା ସେ ଖୁସି ହୋଇ ପାରୁ ନାହାଁନ୍ତି କାରଣ ଅତି ନିକଟ ରେ ତାଙ୍କ ବଡବାପା ଏଇ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।