ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବହୁତ ଦିନ ଧରି ବର୍ଷା ଓ ଅନୁଭବ ଙ୍କ ପାରିବାରିକ ବାଦ ବିବାଦ ଲାଗିରହିଛି । ଆଉ ଏହା ର ଅନ୍ତ ଏ ପର୍ଯ୍ୟନ୍ତ ହେଇ ନାହିଁ । ସୋସିଆଲ ମିଫିଅ ରେ ମଧ୍ୟ ଏହାର ଚର୍ଚ୍ଚା ବହୁତ ରହି ଆସିଛି । ଅନୁଭବ ଓ ବର୍ଷା ଙ୍କ ବାଦ ବିବାଦ ଭିତ ରେ ଅନୁଭବ ଙ୍କ ବାନ୍ଧବୀ ଜାଗୃତି ଙ୍କ ନାଁ ବି ବହୁତ ଉଠିଛି । ଆଉ ବର୍ଷା ମଧ୍ୟ ଜାଗୃତି ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ।
ତେବେ ବର୍ତ୍ତମାନ ସମୟରେ ଜାଗୃତି ଓ ଅନୁଭବ ମହାନ୍ତି ଙ୍କୁ ନେଇ ଆସିଛି ବଡ଼ ଖବର ଯାହା ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ୟ୍ଯ ହେଇ ଯିବେ । ତାହେଲେ ଆପଣ ମାନେ ଏହି ବିବରଣୀ ଟିକୁ ସମ୍ପୁର୍ଣ୍ଣ ଶୁଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ପଢ଼ନ୍ତୁ । ଅନୁଭବ ଙ୍କ ସହ ସିନେମା କରିବେ ଜାଗୃତି । ଲୋକ କଲେ ଏହା ଉପରେ ପ୍ରଶ୍ନ ଆଉ ତାର ଏମିତି ଉତ୍ତର ଦେଲେ ଜାଗୃତି ।
ଅନୁଭବ ଙ୍କ ଅଭିନିତ ଫିଲ୍ମ ତାଙ୍କର ପସନ୍ଦ । ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଓ ହିରୋ ଅନୁଭବ ମହାନ୍ତି ଙ୍କ ପାରିବାରିକ ବିବାଦ କୁ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ଏହା ଭୀତ ରେ ଅନୁଭବ ଓ ବର୍ଷା ଙ୍କ ସମ୍ପର୍କ ଭୀତ ରେ ତାଙ୍କ ଦିଲ୍ଲୀ ର ବାନ୍ଧବୀ ଜାଗୃତି ଙ୍କ ନାଁ ବରମ୍ବାର ଉଠୁଛି । ପତ୍ନୀ ବର୍ଷା ଅନୁଭବ ଙ୍କ ସହ ଜାଗୃତି ଙ୍କ ର ସମ୍ପର୍କ କୁ ନେଇ ମଧ୍ୟ ବହୁତ ଅଭିଯୋଗ କରିଛନ୍ତି ।
ଯାହାକୁ ନେଇ ଅନୁଭବ ଖଣ୍ଡନ୍ କରିଛନ୍ତି । ଏବଂ ଅନୁଭବ ବହୁତ ଦିନ ଧରି ତାଙ୍କ ପରିବାର ବାଦ ବିବାଦ କୁ ନେଇ ସିନେ ଜଗତ ରୁ ଦୁରେଇ ରହିଛନ୍ତି । ଆଗାମୀ ଫିଲ୍ମ ତାଙ୍କ ର ଯେବେ ଆସିବ ସେ ନେଇ ମଧ୍ୟ କୌଣସି ସୁଚନା ଏଯାଏଁ ମିଳି ନାହିଁ । ତେବେ ଅନୁଭବ ଙ୍କ ର ସହ ତାଙ୍କର ଦିଲ୍ଲୀ ରେ ଥିବା ବାନ୍ଧବୀ ଜାଗୃତି ସୋକ୍ଲା ଫିଲ୍ମ କରିବେ ବୋଲି କିଛି ଲୋକ ତାଙ୍କୁ ଇନଷ୍ଟାଗ୍ରାମ ରେ ପ୍ରଶ୍ନ କରି ଥିବାର ନଜର ରେ ଆସିଛନ୍ତି ।
ଗତ କାଲି ଜାଗୃତି ତାଙ୍କ ଇନଷ୍ଟାଗ୍ରାମ ରେ ପ୍ରଶ୍ନ ର ଉତ୍ତର ଷ୍ଟାଟସ ରଖି ଥିବା ବେଳେ ଏଥିରେ କିଛି ଓଡିଶା ର ଲୋକ ମାନେ ଅନୁଭବ ଙ୍କ ସହ ଜାଗୃତି କେବେ ଫିଲ୍ମ କରିବେ ବୋଲି ପଚାରିଥିଲେ । ଯାହାର ଉତ୍ତର ରେ ଜାଗୃତି ଯେଉଁ ଥିରେ କାମ କରୁଛନ୍ତି ସେଥିରେ ଖୁସି ଅଛି ଆଉ ଆଗକୁ ଏଭଳି କାମ ଅଧିକ କରିବି ଚାହିଁବି ବୋଲି ଉତ୍ତର ଦେଇଛନ୍ତି ।
ଏଥି ସହିତ ଅନେକ ଲୋକ ଅନୁଭବ ଙ୍କ ବାୟୋଗ୍ରାଫି ଲେଖି ସାରିଲେଣି ବୋଲି ପ୍ରଶ୍ନ କରିଥିଲେ ଆଉ ଏଥିରେ ଉତ୍ତର ରେ ସେ କହିଥିଲେ କି ବହି ଲେଖା ସାରିଛି ବାସ୍ ପବ୍ଲିକ ସଟ୍ ରେ ତାକୁ ଛାପିବା ବାକି ଅଛି ବୋଲି କହିଲେ । ଏଠି ସହିତ ଜାଗୃତି ଙ୍କୁ କେଉଁ ଓଡ଼ିଆ ଫିଲ୍ମ ପସନ୍ଦ ବୋଲି ପଚାରିଥିଲେ ଆଉ ତାର ଉତ୍ତର ରେ ଜାଗୃତି କହିଥିଲେ ତାଙ୍କ ବେବି ସିନେମା ଓ ଅଗସ୍ତ୍ୟା ସିନେମା କୁ ଅଧିକ ପସନ୍ଦ୍ କରନ୍ତି ବୋଲି କହିଛନ୍ତି ।
ତେବେ ଏହି ଦୁଇଟି ସିନେମା ମଧ୍ୟ ଅଭିନେତା ଅନୁଭବ ମହାନ୍ତି ଙ୍କ ର ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।