ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପାଇଁ ଅନେକ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି । କିଛି ଦିନ ତଳେ କିଛି ଚଳଚ୍ଚିତ୍ର କୁ ଦର୍ଶକ ମାନେ ଭଲ ପାଇବା ଦେଉ ନ ଥିଲେ କାରଣ ଚଳଚ୍ଚିତ୍ର ଟି କୁ ଦର୍ଶକ ମାନେ ଦେଖି ସାରିଛନ୍ତି ଅଲଗା ଇଣ୍ଡଷ୍ଟ୍ରି ରେ ଓ ବଡ କଥା ହେଲା ଦର୍ଶକ ମାନେ ତାଙ୍କ ପ୍ରିୟ ଅଭିନେତା ମାନ ଙ୍କୁ ଦେଖିବାକୁ ପାଉ ନ ଥିଲେ ।
ବର୍ତ୍ତମାନ ସମୟ ରେ ଅତି ନିକଟ ଯେତେ ଗୋଟି ଚଳଚ୍ଚିତ୍ର ପ୍ରସାରିତ ହୋଇଛି ବା ରିଲିଜ୍ ହୋଇଛି ସମସ୍ତ ଚଳଚ୍ଚିତ୍ର ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ନେଇ ଚଳଚ୍ଚିତ୍ର ଆସିବାକୁ ଯାଉଛି । ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଚଳଚ୍ଚିତ୍ର ଦୁନିଆ ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ , ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବେଶ୍ ଇଛୁକ ଥାଆନ୍ତି । ଏହି ଅଭିନେତା ଙ୍କ ଅଭିନୟ ଆଉ ଦେଖିବକୁ ମିଳୁନାହିଁ କିନ୍ତୁ ଦର୍ଶକ ମାନେ ତାଙ୍କ ଅଭିନୟ ବହୁତ୍ ପସନ୍ଦ କରିବା ସହ ତାଙ୍କ ଅଭିନୟ ଦେଖିବାକୁ ବେଶ୍ ପସନ୍ଦ କରନ୍ତି ।
ଅତି ନିକଟ ରେ ଅଭିନେତା ଅନୁଭବ ମହାନ୍ତି ଙ୍କ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଯାହା କି ନେଇ ବର୍ତ୍ତମାନ ସମୟ ରେ କିଛି ଦର୍ଶକ ମାନେ ଏହାକୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଓ ଏହି ଚଳଚ୍ଚିତ୍ର ଟି ର ନାମ ହେଉଛି ରାବଣ । ରାବଣ ବର୍ତ୍ତମାନ ସମୟ ରେ ଟ୍ରିଜର ଆସି ଯାଇଛି ଖାଲି ବାକି ରହିଲା ରିଲିଜ୍ ହେବା ।
ଏହି ଚଳଚ୍ଚିତ୍ର ଟି କୁ ନେଇ ଜଣେ ଯୁବତୀ ଅନେକ କିଛି କଥା କହିଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା , ଚଳଚ୍ଚିତ୍ର ଆସିବା ପୂର୍ବ ରୁ ଭଲ ଡିମାଣ୍ଡ ରହିବ । ଆସନ୍ତୁ ଜାଣିବା , ରାବଣ କୁ ସମସ୍ତେ ନେଗେଟିଭ ବୋଲି କୁହନ୍ତି କିନ୍ତୁ ଏଠି ରାବଣ କୁ ପଜେଟିଭ ବୋଲି ବର୍ଣ୍ଣନା କରା ଯାଇଛି । ଯଦି କେହି ଅନୁଭବ ଖରାପ ଭାବୁଛନ୍ତି କିଛି କଥା ଶୁଣି ତାହେଲେ ତାହା ଉଚିତ୍ ନୁହଁ।
ଯେମିତି ଗୋଟେ ଝିଅ ର ମନ ଭାବନା ବୁଝି ପାରୁଛନ୍ତି ସେମିତି ଗୋଟେ ପୁଅ ରୁ ଭାବନା କୁ ବୁଝିବା ଦରକାର । ସବୁ ଝିଅ ଠିକ୍ ନୁହଁନ୍ତି , ଯାହା ବି କିଛି ହେଉ ନା କାହିଁକି ଏହି ଚଳଚ୍ଚିତ୍ର ରେ ଅନୁଭବ ଦେଖାଇବେ ଯେ ସେ ଭଲ ଥିଲେ ଓ ରାବଣ ବାଧ୍ୟ ରେ ହୋଇଛନ୍ତି । ଏହି ଭଳି ଭାବେ ତାଙ୍କ ପ୍ରଶଂସକ ଜଣକ ଅନେକ କିଛି କଥା କହିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।