Breaking News

ଅପରାଜିତା (Aparajita) ଭିଡିଓ ଜାରି କହିଲେ ଆପଣ ଆମକୁ ସହଯୋଗ କରିଛନ୍ତି ଧନ୍ୟବାଦ, କିନ୍ତୁ ଉତ୍ତମଙ୍କ ଦେହ ଭଲ ନାହି ଆମକୁ ଟିକେ ଏକୁଟିଆ ଛାଡିଦିଅନ୍ତୁ – ଦେଖନ୍ତୁ ଭିଡିଓ

ଅଭିନେତା ବାବୁଶାନ ଓ ପ୍ରକୃତି ଙ୍କ ସହିତ ବାବୁଶାନ ଙ୍କ ପତ୍ନୀ ଝଗଡା କରୁଥିବା ଏକ ଭିଡିଓ ଭାଇରାଲ୍ ହେଇଥିଲା । ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ଏକ ଜୋର ଧରିଛି ଭାଇରାଲ ଭିଡିଓ କୁ ନେଇ। ଏ ନେଇ ସମସ୍ତେ ବହୁତ କିଛି କହିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଏହା ର ସତ୍ୟତା କିଛି ଜଣା ପଡି ନାହିଁ । କିନ୍ତୁ ଆପଣ ମାନେ ଜାଣନ୍ତି କି ଯଦି ସାଧାରଣ ଲୋକ ଏହା କରେ ତାହା ଏବେ ଖୁବ ଭାଇରାଲ ହେଉଛି ଆଉ ତାପରେ ଯଦି ଏ ସବୁ ଜଣେ ସେଲିବ୍ରିଟି କରେ ତାହେଲେ କେତେ ଭାଇରାଲ ନହେବ୍ ତାହା କହି ହେବ ନାହିଁ ।

ଆଉ ସ୍ବାମି ସ୍ତ୍ରୀ ଓ ପ୍ରକୃତି ମିଶ୍ର ଙ୍କ ବିବାଦ ରେ ଦିନ କୁ ଦିନ ଆଉ ନୂଆ ନୂଆ ବହୁତ କଥା ସାମ୍ନା କୁ ଆସୁଛି । ଆଉ ଏହାରି ଭୀତ ରେ ଆଜି କିଛି ନୂଆ କଥା ସାମ୍ନା କୁ ଆସୁଛି । ଆପଣ ମାନେ ମଧ୍ୟ ଜାଣିଥିବେ କି ଫିଲ୍ମ ରେ ଅଭିନୟ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ଙ୍କୁ ସମସ୍ତେ ବହୁତ ଭଲ ପାଆନ୍ତି ତେଣୁ ତାଙ୍କ ଲାଇଫ୍ ଷ୍ଟାଇଲ୍ ଙ୍କ ବି ମଧ୍ୟ ବହୁତ ଲୋକ ଫୋଲ୍ କରି ଥାନ୍ତି କିନ୍ତୁ ଯଦି ସେହି ଷ୍ଟାର୍ ଉପରେ କିଛି କଥା ଆସେ ଯାହା ସମାଜ କୁ ଖରାପ ପ୍ରଭାବ ପକାବ ତାହେଲେ ଏ ସବୁ ବହୁତ ଖରାପ କଥା ଆଉ ସମସ୍ତେ ଖରାପ ଭାବିବେ ତାହା ସହ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ବହୁତ ଖରାପ ରେ ଗତି କରିବେ ।

ତେବେ ଏହି ଖରାପ ପ୍ରଭାବ କେବଳ ସାଧାରଣ ଲୋକ ଙ୍କ ଉପରେ ନୁହଁ କୁ ସିନେମା ଉପରେ ନୁହେଁ ଏହା ମଧ୍ୟ କିଛି ଲୋକ ଙ୍କ ବ୍ୟକ୍ତିକତ୍ ଭାବରେ ଭି ପଡିବ । କାରଣ ବାବୁଶାନ୍ ହେଉ ପ୍ରକୃତି ଏମାନେ କେବଳ ସେଲିବ୍ରିଟି ନୁହନ୍ତି ଏମାନେ ଗୋଟିଏ ଗୋଟିଏ ପରିବାର ର ସଦସ୍ୟ ମଧ୍ୟ ଅଟନ୍ତି ତେବେ ଏବେ ସବୁ କିଛି ସମାଧାନ ହେବାକୁ ଲାଗି ଲାଣି ତେଣୁ ଏ ନେଇ ଅଧିକ ଚର୍ଚ୍ଚା ନକରିବା ପାଇଁ ଅଭିନେତ୍ରୀ ଅପରାଜିତା ଅନୁରୋଧ କରିଛନ୍ତି ଏକ ଭିଡିଓ ମାଧ୍ୟମ ରେ ।

ତେବେ ଅପରାଜିତା ମହାନ୍ତି ନିଜେ ଏକ ଭିଡିଓ ବନେଇ ସେୟାର କରିଛନ୍ତି ସୋସିଆଲ ମିଡ଼ିଆ ରେ କି ସେ ଅନୁରୋଧ କରି କହିଛନ୍ତି କି ତାଙ୍କ ସ୍ବାମି ଉତ୍ତମ ମହାନ୍ତି ଙ୍କ ଦେହ ଖରାପ ଏ ସବୁ ଶୁଣି ତାଙ୍କ ଦେହ ଅଧିକ ଖରାପ ହେଉଛି ଆଉ ଏ ସବୁ ଚର୍ଚ୍ଚା ପାଇଁ ସେ ଘର ର କବାଟ ଓ ଝରକା ବି ଖୋଲି ପାରୁ ନାହାନ୍ତି ଜୋଆଡେ ଗଲେ ଏ ସବୁ ଚର୍ଚ୍ଚା ପାଇଁ ସେ ରାସ୍ତା ରେ ଚାଲି ପାରୁ ନାହାନ୍ତି ତେଣୁ ସେ ସମସ୍ତ ଙ୍କୁ ଅନୁରୋଧ କରି କହିଛନ୍ତି କି ଏ ସବୁ ଭିଡିଓ ଆଉ ଭାଇରାଲ ନକରିବା ପାଇଁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *