ଦର୍ଶକ ବନ୍ଧୁ ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ କେନ୍ଦ୍ରାପଡ଼ା ସାଂସଦ , ଏହି ଅଭିନେତା ଜଣକ ଦିନେ ଚଳଚ୍ଚିତ୍ର ଦୁନିଆ ରେ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ । ଚଳଚ୍ଚିତ୍ର ଦୁନିଆ କୁ ଆସିବା ପୂର୍ବ ରୁ ସେ ଆଲବମ୍ ଜଗତ ରେ ଅଭିନୟ କରୁ ଥିଲେ।
ତାହେଲେ ବନ୍ଧୁଗଣ ଆଜି ଆମେ ଅନୁଭବ ଙ୍କ ଆଲବମ୍ ଦୁନିଆ ଏକ ଖବର ବିଷୟ ରେ ଜାଣିବା । ହଁ ବନ୍ଧୁ ଅବୁଝା ରୂପସୀ ଏଥି ରେ ନଜର ଆସିଥିଲେ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ଆରଜେ ଗୁଡି । ମନ ପସନ୍ଦ ର ଆଲବମ୍ ଥିଲା । ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ଗୁଡି କହିଛନ୍ତି ମୁଁ ରେଡ଼ିଓ ଚକୋଲେଟ୍ ରେ କାମ କରୁଥିଲି ଓ ସେ ଆସୁଥିଲେ ନିଜ ଚଳଚ୍ଚିତ୍ର ର ପ୍ରମୋସନ ପାଇଁ ।
ଅନୁଭବ ଙ୍କ ସହ ବର୍ଷା ମଧ୍ୟ ଆସିଥିଲେ , ଗୁଡ଼ି ଭାବି ଥିଲେ ଅନୁଭବ ତାଙ୍କୁ ଆଉ ଚିହ୍ନି ପାରିବେ ନାହିଁ କାରଣ ବହୁ ବର୍ଷ ତଳେ ସେ ତାଙ୍କ୍ ସହ ଆଲବମ୍ କରିଥିଲେ କିନ୍ତୁ ଅନୁଭବ ଦେଖିବା ପରେ ସଙ୍ଗେ ସଙ୍ଗେ ଜାଣି ଦେଇଥିଲେ ସେ ଗୁଡି ବୋଲି । ସେତେବେଳେ ଆଲବମ ସୁଟିଂ ସମୟରେ ଅନୁଭବ ଙ୍କ ବଡି ନ ଥିଲା ।
ଅବୁଝା ରୂପସୀ ଆଲବମ୍ ଟି ରାତି ରେ ହୋଇଥିଲା ଓ ସେହି ରାତି ରେ ସେମାନେ ଅନିଦ୍ରା ରହିଥିଲେ କାରଣ ସେହିଦିନ ରେ ସେହି ସ୍ଥାନ ରେ ୩ ଟି ଗୀତ ସୁଟ୍ କରିବା ର ଥିଲା । ଅନୁଭବ ଙ୍କୁ ସୁଟିଂ ସେଟ ପାଇଁ ଡକା ଯାଇଥିଲା ଓ ଅନୁଭବ ସେତେବେଳ ୧୦୩ ଜ୍ଵର ଥିଲା କିନ୍ତୁ ତାଙ୍କୁ ଦେଖିଲେ ଜଣା ପଡୁ ନ ଥିଲା । ସେତେବେଳେ ସେ ବହୁ ସାରା ମଜା ମସ୍ତି କରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ଅନେକ କଥା କହିଛନ୍ତି ଓ ସେ କହିଛନ୍ତି ସେ ତାଙ୍କ୍ ଜୀବନ ରେ ୨୦ ଟି ଆଲବମ ଗୀତ ରେ ଅଭିନୟ କରିଛନ୍ତି ଓ ସେ ଅନୁଭବ ଙ୍କ ସହ ଅଭିନୟ କରିବା ସହ ଅଭିନେତା ବବି ମିଶ୍ର ଙ୍କ ସହ ଆଲବମ୍ କରିଛନ୍ତି । ସେତେବେଳେ ଯେମିତି ଲୋକ ମାନେ ଆଲବମ୍ ଭିଡିଓ କୁ ପସନ୍ଦ କରୁଥିଲେ ବର୍ତ୍ତମାନ୍ ସମୟ ରେ ମଧ୍ୟ ସେତିକି ଭଲ ପାଇବା ଦେଉଛନ୍ତି ।
ବର୍ତ୍ତମାନ୍ ସମୟ ରେ ଆଲବମ୍ ଗୀତ ୧ ରୁ ଅଧିକ ମିଲିୟନ ଦର୍ଶକ ଦେଖିବା ସହ ଅନେକ ଲୋକ ଫଲୋ ମଧ୍ୟ କରନ୍ତି । ଏହି ଭଳି ଭାବେ ନେଇ କଥା କହିଛନ୍ତି ଆରଜେ ଗୁଡ଼ି । ଅନୁଭବ ଙ୍କ ଏନର୍ଜି ସେତେବେଳ ଯେମିତି ଥିଲା ବର୍ତ୍ତମାନ୍ ମଧ୍ୟ ସେମିତି ଅଛି । ଦେହ ରେ ୧୦୩ ଜ୍ଵର ଥିଲେ ମଧ୍ୟ ସେ ଭଲ ଭାବରେ ସୁଟିଂ କରିଥିଲେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।