Breaking News

ଅଭିନେତା ପିଣ୍ଟୁ ନନ୍ଦଙ୍କ (Pintu Nand) ଙ୍କ ଏକାଦଶାହରେ ଯୋଗ ଦେଲେ ସବୁ କଳାକାର – ଦେଖନ୍ତୁ ଭିଡିଓ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କ ଏକାଦଶାହ କର୍ମ ରେ ଓଲିଉଡ଼ ସିନେମା ଜଗତ ର ସମସ୍ତ କଳାକାର ଯୋଗ ଦେଇ ଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୁପରଷ୍ଟାର ଅନୁଭବ ମହାନ୍ତି ଶ୍ରୀତମ ଦାସ୍ ଅର୍ଧେନ୍ଦୁ ଆଦି ଆଗଧାଡିର କଳାକାର ମାନେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଏକାଦଶାହ କର୍ମ ରେ ଉପସ୍ଥିତ ହୋଇଛନ୍ତି ।

ଅଭିନେତା ପିଣ୍ଟୁ ନନ୍ଦ ଓଲିଉଡ଼ ର ଜଣେ ଆଗଧାଡିର କଳାକାର ଥିଲେ । ସେ ହେଉଛନ୍ତି ଜଣେ ଭର୍ଷାଟାଇଲ୍ ଆକ୍ଟର୍। ସେ ସବୁ ପ୍ରକାର ଚରିତ୍ର କୁ ଅତି ସୁନ୍ଦର ଭାବରେ ଅଭିନୟ କରି ପାରୁ ଥିଲେ । ସେ ହିରୋ ଭିଲିଆନ୍ କମେଡିଆନ୍ ସବୁ ପ୍ରକାର ଚରିତ୍ର ରେ ଜବରଦସ୍ତ ଅଭିନୟ କରି ପାରୁଥିଲେ । ତାଙ୍କ ବିନା ଓଲିଉଡ଼ ସିନେମା ଜଗତ ଅଧୁରା ରହିଗଲା। ତାଙ୍କ ଅଭିନୟ ରେ ସେ ତାଙ୍କର ଗୋଟିଏ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଯାହା କି ଏବେ ସବୁ ଦିନ ପାଇଁ ଖାଲି ରହିଗଲା । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ଥାନ କୁ ଆଉ କେହି ବି ପୁରା କରି ପାରିବେ ନାହିଁ। ଅଭିନେତା 1996 ମସିହା ରେ କୋଇଲି ଚଳଚ୍ଚିତ୍ର ଜରିଆରେ ଓଲିଉଡ଼ ସିନେମା ଜଗତରେ ପାଦ ଦେଇଥିଲେ। ଆଉ ତା ପରେ ସେ ଅନେକ ସିନେମା ରେ ଅଭିନୟ କରିଛନ୍ତି । ସହ କଳାକାର ଭୂମିକାରେ ସେ ପ୍ରାୟତଃ ଅଭିନୟ କରିଛନ୍ତି ।


ଅଭିନେତା ପିଣ୍ଟୁ ନନ୍ଦ ଅନେକ ସୁପରହିଟ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ବେଳେ ମାତ୍ର 45 ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁ କୁ ନେଇ ଓଲିଉଡ଼ ର ସମସ୍ତ କଳାକାର ମନ୍ ଅତ୍ୟନ୍ତ ମର୍ମାହତ । ସମସ୍ତେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଝୁରି ହେଉଛନ୍ତି । ଜୀବନ ରେ ଅନେକ କଷ୍ଟ ସହି ସେ ଦର୍ଶକ ମାନଙ୍କୁ ହସାଇ ବାକୁ ଚାହିଁଛନ୍ତି । ହେଲେ ତାଙ୍କ କଷ୍ଟ କୁ କାହା ଆଗରେ ପ୍ରକାଶ କରି ନାହାନ୍ତି । ଆଉ ଆଜି ସମସ୍ତଙ୍କୁ କଷ୍ଟ ଦେଇ ସବୁ ଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି। ଭଗବାନ୍ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *