ମିହିରି ଦାସ ଙ୍କ ପରେ ଚାଲି ଗଲେ ଆରପାରି ଙ୍କୁ ତାଙ୍କ ସାନ ପୁଅ । ଏ ନେଇ ଦୁଃଖ ପ୍ରକାଶ କରି ଛନ୍ତି ପିପିନ୍ଦର୍ । ମିହିରି ଦାସ ଙ୍କ ସହ ସେ ପ୍ରଥମ ସିନେମା କୁ ଅରମ୍ଭ୍ କରିଥିଲେ ଆଉ ତାଙ୍କ ସହ ବିତେଇ ଥିବା ସମୟ ଏବେ ବି ତାଙ୍କ ଆଖି ଆଗରେ ଆସି ଯାଉଛି । ପ୍ରଥମେ ମିହିରି ଦାସ ଙ୍କ ସ୍ତ୍ରୀ ଏ ଦୁନିଆ ଛାଡି ଚାଲି ଗଲେ ତା ପରେ ମିହିରି ଦାସ ଆଉ ଏବେ ତାଙ୍କ ର ସାନ ପୁଅ ମଧ୍ୟ ଏ ଦୁନିଆ ଛାଡି ଚାଲି ଗଲେ ଆର ପାରିକୁ ।
ତାଙ୍କ ସାନ ପୁଅ କୁ ମାତ୍ର 26 ବର୍ଷ ଯିଏ କି ଭଲ ରେ ଏ ଦୁନିଆ କୁ ଦେଖି ନାହିଁ ସେ ଆଜି ଏ ଦୁନିଆ ଛାଡି ଚାଲି ଗଲା । ଯେତେବେଳେ ଅମ୍ଲାନ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆସି ନଥିଲେ ସେତେବେଳେ ରମଜି ରେ ସୁଟିଂ ଚାଲୁ ଥିଲା ପିପିନ୍ଦର୍ ଙ୍କ ର । ସେତେବେଳେ ଅମ୍ଲାନ ର ଚେନ୍ନାଇ ଯିବାର ଥିଲା ପାଠ ପଢିବା ପାଇଁ ସେହି ସମୟ ମିହିର ଦାସ ଙ୍କୁ କହି ଥିଲେ ତାଙ୍କ ପାଖ ରେ ହାଇଦ୍ରାବାଦ ରେ ତାଙ୍କ ପାଖ ରେ ଅମ୍ଲାନ କୁ ରଖିବା ପାଇଁ ।
ତେବେ ତାଙ୍କ ସମ୍ପର୍କ କେବେ ଠାରୁ ମଧ୍ୟ ନିବିଡ୍ ଥିଲା । ପିପିନ୍ଦର୍ ଭଗବାନ ଙ୍କ ପାଖ ରେ ପ୍ରାର୍ଥନା କରିଛନ୍ତି କି ଅମ୍ଲାନ କୁ ଶକ୍ତି ଓ ସାହସ ଦିଅନ୍ତୁ । କାହିଁକି ନା ଏବେ ଅମ୍ଲାନ ପାଖ ରେ କେହି ନାହାନ୍ତି । ସେ ଏବେ ପୁରା ଏକା ହୋଇ ଯାଇଛନ୍ତି । ଅମ୍ଲାନ ସିନେମା ମାଧ୍ୟମ ରେ ହେଉ ପଛେ ସେ ଦର୍ଶକ ଙ୍କୁ ଖୁସି କରୁ ଆଉ ସେ ନିଜେ ଖୁସି ମଧ୍ୟ ହେଉ ।
ମିହିର ଦାସ ଯେଉଁଥି ରେ ବି ଅଭିନୟ କରିବେ ସେ ଜବରଦସ୍ତ ଅଭିନୟ ହେଇ ଯାଏ । ତେଣୁ ପିପିନ୍ଦର୍ କହିଲେ କି ଯଦି ମିହିର ଦାସ ର ଅଭିନୟ 10%ତାଙ୍କ ପାଖ ରେ ଥାଆନ୍ତା ତାହେଲେ ତାଙ୍କ ଜୀବନ ଧନ୍ୟ ହେଇ ଯାଇ ଥାନ୍ତା । ତା ପରେ ଭଦ୍ରକ ମଞ୍ଚ ରେ ତାଙ୍କୁ ଡାକି ଥିଲେ ସେଥି ପାଇଁ ତାଙ୍କୁ ମଧ୍ୟ ଧନ୍ୟଵାଦ କହି ଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।