ଉତ୍ତମ ମହାନ୍ତି ବହୁତ ବର୍ଷ ହେଲାଣି ସେ ସୁପରଷ୍ଟାର ଓ ଦୀର୍ଘ ବର୍ଷ ହେଲାଣି ସେ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ । ଆଉ ଗୋଟିଏ ଉତ୍ତମ ନାଁ ଟି ମେ ବି ଚାଲି ପାରିନଥାନ୍ତି କି ନାହିଁ ଏହା ଥିଲା ଏକ ପ୍ରଶ୍ନ ବାଚି ହୋଇ ପଡ଼ିଥାନ୍ତା ପ୍ରଡ୍ୟୁସର ମନରେ । ଆପଣଙ୍କ ନା ଉତ୍ତମ କୁମାର୍ ଦାସ ଯାହାକି ଆପଣଙ୍କ ମା ଏହି ନା ତିକୁ ଦେଇଥିଲେ । କିନ୍ତୁ ଲୋକେ ବା ଦର୍ଶକ ମାନେ କିମ୍ବା ଆପଣ ଙ୍କର ଫ୍ୟାନ ଫଲୋସ ମାନେ ଏହା ଜାଣିନାହାନ୍ତି ଏବଂ ସେମାନ ଙ୍କର କମ୍ଫ୍ୟୁଜନ ଦୂର କରିଦିଅ ।
ଆପଣ ମାନେ ଦେଖନ୍ତୁ ଉତ୍ତମ କୁମାର୍ ଦାସ ଜେତେବେଳେ ଉତ୍ତମ କୁମାର ଙ୍କ ର ଅମାନସ ଫିଲ୍ମ୍ ରିଲିଜ୍ ହୋଇଥିଲା ତା ପରେ ପରେ ମୋର ଜନ୍ମ ହୋଇ ଥିଲା । ତେଣୁ ମା ଙ୍କର ଇଛା ଥିଲା ବାପା ଙ୍କର ଫେବ୍ରାଇଟ୍ ହିରୋ ଥିଲେ ଉତ୍ତମ କୁମାର । ତାପରେ ବି ମୋ ବଡ୍ ଭାଇ ଙ୍କ ନାମ ଥିଲା ଗୌତମ୍ ଓ ସେହି ହିସାବରେ ମୋର ନାମ ଉତ୍ତମ୍ କୁମାର ରଖିଥିଲେ ।
କିନ୍ତୁ ପରବତ୍ତି ସମୟରେ ମୁ ଜେତେ ବେଳେ ହିରୋ ହେଲି ଏବଂ ସାବିତ୍ରି ଫିଲ୍ମି ମୁଁ ପ୍ରଥମେ କଲି ସେତେବେଳେ କୁ ବିଭିନ୍ନ ନାଁ ଦେଲେ ଆଉ ବହୁତ ଚର୍ଚ୍ଚା ରେ ରହିଲେ । ଉତ୍ତମ ମହାନ୍ତି ମଧ୍ୟ ବହୁତ ବଡ଼ ଷ୍ଟ୍ରାର୍ ଥିଲେ ଓ ଦୀର୍ଘ ଦିନ ଧରି ଥିଲେ ମଧ୍ୟ । ତେଣୁ ଆଉ ଗୋଟିଏ ସେହି ନାଁ ରେ ରହିବା ଠିକ ହେବ କି ନାହିଁ ତାହା ପ୍ରଶ୍ନବାଚି ଥିଲା ।
ତାପରେ ମଧ୍ୟ ଏକ ସିନେମା ଆସିଥିଲା ଜୀବନ ସାଥି ଯେଉଁ ଥିରେ ସେ ଚନ୍ଦନ୍ ନାଁ ରେ ରଖିବାକୁ ଚାହୁଁ ଥିଲେ ଆଉ କିଛି ଜଣ ରକି ନାଁ ମଧ୍ୟ ରଖିବାକୁ ଚାହୁଁଥିଲେ । ତାପରେ ତାଙ୍କ ଘରେ ଯେହେତୁ ତାଙ୍କ ବଡ଼ ଭାଇ ଙ୍କ ନାଁ ଗୌତମ ଦାସ ଥିଲା ଆଉ ତାଙ୍କ ନାଁ ଉତ୍ତମ ଦାସ ଥିଲା ଓ ତାଙ୍କ ସାନ ଭାଇ ଙ୍କ ନାଁ ପ୍ରିତମ ଦାସ ଥିଲା ତେଣୁ ଭବିଷ୍ୟତ ରେ ଯଦି କେହି ହୁଏ ତାହାଲେ ତା ନାଁ ରଖିବ ଶ୍ରୀତମ୍ ଦାସ ନାଁ ରଖିବେ ବୋଲି କହୁଥିଲେ ।
ତାପରେ ଏହି ନାଁ ଟି ବହୁତ ଭଲ ଲାଗିଥିଲା ଆଉ ତାଙ୍କ ନାଁ ଯେହେତୁ ଉତ୍ତମ ଦାସ ଥିଲା ତେଣୁ ତା ପାଖା ପାଖି ଶ୍ରିତମ୍ ଦାସ ହେବ ବୋଲି ଅନ ସ୍କ୍ରିନ ରେ ଶ୍ରୀତମ୍ ଦାସ ରଖିଲେ । ଯେଉଁ ନାଁ ରେ ମଧ୍ୟ ତାଙ୍କୁ ବହୁତ ଭଲ ପାଇଥିଲେ ଦର୍ଶକ ମାନେ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।