ବନ୍ଧୁଗଣ ଆଜି ଆମେ ଆପଣ ମାନଂକୁ ଯାହାଙ୍କ ବିସୟ ରେ ଆମେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି ଆଉ ସେ ସବୁ ଦର୍ଶକ ମାନଙ୍କ ର ପ୍ରିୟ ଅଭିନେତା । ସେ କେବଳ ଅଭିନେତା ନୁହନ୍ତି ସେ ଅଭିନେତା ହେବା ସହ ସହ ସେ ଭଲ ଅଙ୍କରିଙ୍ଗ୍ କରନ୍ତି ଭଲ ଗୀତ ବି ଗାଆନ୍ତି ସେ ହେଉଛନ୍ତି ଆପଣ ମାନଙ୍କ ର ପ୍ରିୟ ଆମ ସମସ୍ତ ଙ୍କ ର ପ୍ରିୟ ସୁକାନ୍ତ ରଥ । ଏହି ବିଷୟ ରେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁ ଥିଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ସୁକାନ୍ତ ରଥ ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସେ ବହୁତ ସିରିଏଲ ଆଉ ସିନେମା ରେ ଅଭିନୟ କରି ସାରିଛନ୍ତି ଆଉ ତାଙ୍କ ଅଭିନୟ କୁ ସମସ୍ତେ ବହୁତ ଭଲ ମଧ୍ୟ ପାଆନ୍ତି । ତେବେ ସେ ଏକ ସିରିଏଲ କରିଥିଲେ ଯାହାର ନାଁ ଥିଲା ସଂସ୍କାର । ଏହି ସିରିଏଲ ଟି ସେହି ସମୟ ରେ ବହୁତ ଭଲ ଲୋକପ୍ରିୟ ହୋଇ ଥିଲା ।
ଆଉ ଏହି ସିରିଏଲ ରେ ଶ୍ରୀକାନ୍ତ ରଥ 3 ତା କ୍ୟାରକ୍ଟର ନଜର ରେ ଆସିଥିଲେ । ଆଉ ସେହି କ୍ୟାରକ୍ଟର ଙ୍କ ଭିତ ରୁ ଗୋଟିଏ କ୍ୟାରକ୍ଟର ଅଟୋ ବାଲା ଆଉ ଏହି ଭୂମିକା ରେ ସେ ଏକ ପୁରୀ ବାସିନ୍ଦା ଙ୍କ ଭଳି ଏକ ଡାଇଲଗ ମଧ୍ୟ କହିଥିଲେ ଯାହା କି ବହୁତ ଦର୍ଶକ ମାନଙ୍କ ମନ କୁ ଛୁଇଁ ଥିଲା ।ଅଭିନୟ ସେ ପିଲା ଦିନ ରୁ କରି ଆସୁ ଥିଲେ ।
ସେ ବହୁତ ନାଟକ ରେ ମଧ୍ୟ ଅଭିନୟ କରିଛନ୍ତି । ଆଉ ସେହି ସମୟ ରୁ ସେ ସିନେମା ରେ ଅଭିନୟ କରିବେ ବୋଲି ସବୁବେଳେ ଭାବୁ ଥିଲେ । ଆଉ ସେ ପ୍ରଥମ କରି ଅଭିନୟ କରିଥିଲେ ସିରିଏଲ ରେ ଦୂର ଦର୍ଶନ ରେ । ଆଉ ସେହି ସିରିଏଲ ରେ ନାଁ ଥିଲା ମୁଁ ଭଲପାଏ । ଆଉ ସେହି ସମୟ ରେ କେବଳ ଦୂର ଦର୍ଶନ ଚ୍ୟାନେଲ୍ ହିଁ ଥିଲା । ଆଉ ସେ ଏବେ ଯାଏ 24 ବର୍ଷ ହୋଇ ଗଲାଣି ଅଭିନୟ କରିବା ର ।
ଆପଣ ମାନେ ଜାଣି ଥିବେ ତାଙ୍କ ବୟସ ହେଲା ପରେ ମଧ୍ୟ ସେ ଏବେ ବି ଫିଟ୍ ନେସ ଦେଖା ଜାଆନ୍ତି ଆଉ ଏହାର କାରଣ ରେ ସେ କହିଛନ୍ତି ଯେ ସେ କେବେ ବି ଫାଷ୍ଟ ଫୁଡ୍ ଖାଅନ୍ତି ନାହିଁ । ଆଉ ସବୁ ବେଳେ ପ୍ରଣାୟାମ୍ କରନ୍ତି ଆଉ ସପିସେଣ୍ଟ୍ ପାଣି ପିଅନ୍ତି ଆଉ ସବୁ ଠାରୁ ବିଶେଷତା ହେଉଛି ମନ କୁ ସ୍ବସ୍ଥ ରଖିବା ଦରକାର ଯାହା ଦ୍ବାରା ସମସ୍ତେ ଭଲ ରେ ରହି ପାରିବେ ।
ଶ୍ରୀକାନ୍ତ ରଥ ଙ୍କ ବହୁତ ବଡ଼ ସ୍ବପ୍ନ୍ ଥିଲା ଯେ ସେ ସିନେମା ରେ ହିରୋ ହେବେ ଆଉ ଏହା ତାଙ୍କ ର ବହୁତ ବଡ଼ ସ୍ବପ୍ନ୍ ଥିଲା କିନ୍ତୁ ଜଣେ ସୁପରଷ୍ଟାର ତାଙ୍କୁ ମନା କରି ଦେଇଥିଲେ ସିନେମା ରେ ହିରୋ କରିବା ପାଇଁ ଏହା ବହୁତ କଷ୍ଟ ଦେଇଥିଲା କିନ୍ତୁ ଏହା କୁ ସେ ଅପମାନ ନ ଭାବି ନଥିଲେ ସେ ଭାବି ଥିଲେ ଆଉ ଏକ ବାଟ ତାଙ୍କ ପାଇଁ ନିଶ୍ଚିତ ଖୋଲିବ । ଆଉ ସେ ସିନେମା ରେ ହିରୋ ନ ହେଇ ସିରିଏଲ ର ହିରୋ ହେଇ ବିଭିନ୍ନ ଭୂମିକା କୁ ଲିଭେଇ ଅଭିନୟ କରି ଦର୍ଶକ ମାନଙ୍କ ପାଖ କୁ ପହଞ୍ଚି ପାରିଲେ ଆଉ ଦର୍ଶକ ମାନଙ୍କ ର ପ୍ରିୟ ଅଭିନେତା ସାଜି ଗଲେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।