Breaking News

ଅଭିନେତା ହରି ମହାପାତ୍ର (Hari Mohapatra) କହିଲେ ମୋର ଝୋଳ ବାହାରିଗଲା କାହିଁକି ଏମିତି କହିଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ନଜର ବର୍ତ୍ତମାନ୍ ସମୟ ରେ ଆମ।ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି । ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ କି ହାସ୍ୟ ଅଭିନେତା ଭାବେ ଓଡ଼ିଶା ର ଘର୍ ଘରେ ପରିଚିତ । ବର୍ତ୍ତମାନ୍ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ହାସ୍ୟ ଅଭିନେତା ଅଛନ୍ତି ।

କିଛି ବେଶ୍ ତଳେ ଗୋଟିଏ ହାସ୍ୟ ଅଭିନେତା ବେଶ୍ ଚର୍ଚ୍ଚା ରେ ଥିଲେ ଓ ଲୋକ ପ୍ରିୟ ମଧ୍ୟ ଥିଲେ ସେ ହେଉଛନ୍ତି ହରିହର । ବର୍ତ୍ତମାନ୍ ସମୟ ରେ ମଧ୍ୟ ହରିହର ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ହାସ୍ୟ ଅଭିନେତା । ଆପଣ ମାନେ ଏହି ହାସ୍ୟ ଅଭିନେତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ନିଜ ଜବରଦସ୍ତ କମେଡି ପାଇଁ ବେଶ୍ ଲୋକ ପରିଚିତ ।

ତାହେଲେ ଆପଣ ମାନେ ଜାଣିଥିବେ ଯେ ହାସ୍ୟ ଅଭିନେତା ହରିହର ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ଅନେକ ଚଳଚ୍ଚିତ୍ର ଓ ଅନେକ ସୋ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ହେଉଛନ୍ତି ଜଣେ ନିର୍ଦ୍ଦେଶକ ଯିଏ କି କିଛି ନୂଆ ନୂଆ କଳାକାର ଙ୍କୁ ନେଇ କମେଡି ନାଟକ ପ୍ରସ୍ତୁତ କରୁଛନ୍ତି ।

ନିଜେ ଅଭିନୟ କରିବା ସହ ଅଭିନୟ ଶିଖାଉଛନ୍ତି , ଆଜି ଆମେ ଜାଣିବା ଯେ ଏହାକୁ ନେଇ ସେ କଣ କହୁଛନ୍ତି । ଯେମିତି କିଛି ଦାନ କରିଦେଲେ ଖୁସି ଲାଗେ ଠିକ୍ ସେତିକି ଖୁସି ମୋତେ ଲାଗୁଛି ଯେତିକି ମୁଁ ନିଜେ ଶିଖିଛି ଓ ଅନ୍ୟ କୁ ଶିଖାଇକି । ଦୁଇ ମାସ ପରିଶ୍ରମ ମୋତେ ସିନେମା ରେ ବହୁ କମ୍ ପରିଶ୍ରମ କରିବାକୁ ପଡେ କିନ୍ତୁ ଏଠି ଏହି ନାଟକ ର ରଚନା, ନିର୍ଦ୍ଦେଶନା , ସବୁ କିଛି କରୁଛି ।

ଯାହା ଫଳ ରେ ତାଙ୍କ ଝୋଳ ବାହାରି ଗଲାଣି , ବହୁତ୍ କଷ୍ଟ ହୋଇଛି ତଥାପି ସେ ବହୁତ୍ ଖୁସି ଅଛନ୍ତି କାରଣ ୬୦ ରୁ ୭୦ ଜଣ ନୂଆ କଳାକାର ଙ୍କୁ ନେଇ ସେମାନ ଙ୍କୁ ନିର୍ଦ୍ଦେଶନା ଦେଇ ସେ ଆଜି ବହୁତ୍ ଖୁସି ଅଛନ୍ତି । ନୂଆ ନୂଆ କଳାକାର ଙ୍କୁ ନେଇ ସେମାନ ଙ୍କୁ ଅଭିନୟ ଶିଖାଇ କମେଡି ନାଟକ ପ୍ରସ୍ତୁତ କରୁଛନ୍ତି , ଏହି ଭଳି ଭାବେ ହରିହର ଅନେକ କଥା କହିଛନ୍ତି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନୟ ଜଗତ ର ହାସ୍ୟ ଅଭିନେତା ହରିହର ଯିଏ ଦୀର୍ଘ ବର୍ଷ ହେବ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି । ନିଜ ଅଭିନୟ ମାଧ୍ୟମ ରେ ସେ ଦର୍ଶକ ମାନ ଙ୍କୁ ବେଶ୍ ହସାଇ ଥାଆନ୍ତି ଓ ଲୋକ ମାନ ଙ୍କୁ ହସାଇ ସେ ବେଶ୍ ଖୁସି ହୁଅନ୍ତି ଯେମିତି କି ବର୍ତ୍ତମାନ୍ ସମୟ ରେ ଅଭିନୟ ନୂଆ ନୂଆ କଳାକାର ମାନ ଙ୍କୁ ଅଭିନୟ ଶିଖାଇ ବେଶ୍ ଖୁସି ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *