Breaking News

ଅଭିନେତ୍ରୀ ଅର୍ପିତା (Arpita) କହିଲେ ଅଡିସନ ପାଇଁ ରୁମରେ ପଶିଲି ,ଖଟ ପଡିଥିଲା ..ରୁମରେ ଏକାଥିଲେ ପ୍ରଡ୍ୟୁସର ଓ ଡିରେକ୍ଟର – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଜଣେ ନବାଗତ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଅର୍ପିତା । ଏହି ଅଭିନେତ୍ରୀ ଙ୍କୁ ପ୍ରଥମେ ସମ୍ବଲପୁର ଇଣ୍ଡଷ୍ଟ୍ରି ରେ ସୁଜୋଗ ମିଳିଥିଲା , ତାଙ୍କ୍ ଘର୍ ଲୋକ ମଧ୍ୟ ସମର୍ଥନ କରିଛନ୍ତି ସେ ଅଭିନୟ କରିବା ପାଇଁ । ସେ ଅଭିନୟ କରିବା ପାଇଁ ଅନେକ ଜାଗା କୁ ଆଡିସନ୍ ଦେବା ପାଇଁ ଯାଇଛନ୍ତି ।


ସେ କହିଛନ୍ତି ସେ ଥରେ ଆଡିସନ୍ ଦେବା ପାଇଁ ଯାଇଥିଲେ , ସେ ଭାବିଥିଲେ କୌଣସି ଅଫିସ କିମ୍ବା ଷ୍ଟୁଡିଓ ରେ ତାଙ୍କ ସାକ୍ଷାତକାର ନିଆ ଯିବ ବୋଲି । ସେ ଗୋଟେ ହୋଟେଲ୍ ଆଡିସନ୍ ନେଉଥିଲେ ୪ ରୁ ୫ ଜଣ ରହିକି , ସେ ଭାବିଥିଲେ ଯେ ଏମିତି କେବେ ନି ଅଡିସନ୍ ନିଆ ଜାଏ ନାହିଁ । ଗୋଟିଏ ରୁମ ରେ ଗୋଟିଏ ବେଡ ପଡିଛି , ଖାଇବା ପିଇବା ପଡ଼ିଛି ।


ସେହି ଖଟ ଉପରେ ନିର୍ଦ୍ଦେଶକ ଏଵଂ ପ୍ରଯୋଜକ ମାନେ ବସିଛନ୍ତି । ଯାହାକୁ ନେଇ ଏହି ଅଭିନେତ୍ରୀ ଜଣକ ଖରାପ୍ ଅନୁଭବ କରିଥିଲେ । କା-ସ୍ଟିଂ କାଉଚ୍ଚ କେବଳ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନୁହେଁ ଅନେକ ଇଣ୍ଡଷ୍ଟ୍ରି ରେ ହେଉଛି ଓ ଏହା ଏବେ ନୁହେଁ ଏହ ଆଗ ରୁ ହୋଇ ଆସୁ ଅଛି । ବର୍ତ୍ତମାନ୍ ନୂତନ ଅଭିନେତ୍ରୀ ମାନେ କେମିତି ରାତାରାତି ଫେମସ ହୋଇ ଟଙ୍କା ରୋଜଗାର କରିବେ ସେ କଥା ଭାବୁଛନ୍ତି ।

ଏହି ଭଳି ଭାବେ ଏହି ଅଭିନେତ୍ରୀ ଜଣକ ଅନେକ କଥା କହିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଇଆଇସି ଧିରେନ୍ ଚଳଚ୍ଚିତ୍ର ରେ ନଜର ଆସିବା ସହ ତୁ ଗଲା ପରେ ଏକ ମ୍ୟୁଜୀକ ଭିଡିଓ କରିଥିଲେ ଯାହାକି ଅସୀମା ପଣ୍ଡା ଗାଇଛନ୍ତି । ଏହି ସାକ୍ଷାତକାର ଅଭିନେତ୍ରୀ ଜନକ ନିଜ ବିଷୟ ରେ କହିବା ସହିତ ଇଣ୍ଡଷ୍ଟ୍ରି ରେ କଣ କଣ ସବୁ ହେଉଛି ଓ ତାଙ୍କ ଜୀବନ ରେ କଣ ଘଟିଥିଲା ସେ କହିଛନ୍ତି ଓ ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *