Breaking News

ଅଭିନେତ୍ରୀ ଉଷାସୀ ମିଶ୍ର (Usasi Mishra) କହିଲେ ତାଙ୍କ ସହ ଘଟିଥିବା କଳା ରାତିର କାହାଣୀ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହେବା ର କାରଣ ଏହା ଦର୍ଶକ ମାନ ଙ୍କ ବହୁ ପରିମାଣ ରେ ମନୋରଞ୍ଜନ କରାଇ ଆଜି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚ୍ଚିତ୍ର ପ୍ରସାରିତ ହେଉଛି ।

ଏହି ଚଳଚ୍ଚିତ୍ର ଜଗତ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ବରିଷ୍ଠ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଦୀର୍ଘ ବର୍ଷ ହେବ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବେଶ୍ ଲୋକ ପ୍ରିୟ ହୋଇ ପାରି ଛନ୍ତି ଓ ଦୀର୍ଘ ବର୍ଷ ଅଭିନୟ କରି । ଆଜି ଆମେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ।

ଆପଣ ମାନେ ଜାଣିଥିବେ ଯେ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ଅଭିନୟ ପାଇଁ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି। ଆପଣ ମାନେ ଅଭିନେତ୍ରୀ ଉସାସି ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଦୀର୍ଘ ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି ।

ଅଭିନେତ୍ରୀ ଉସାଶି ମିଶ୍ର ଯିଏ କି ନିଜ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ନାମ ଅର୍ଜନ କରିବା ସହ ଲୋକ ପ୍ରିୟ ହୋଇ ପାରିଛନ୍ତି । ଅଭିନେତ୍ରୀ ଜଣକ ବରିଷ୍ଠ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । କିଛି ବର୍ଷ ତଳେ ଏହି ଅଭିନେତ୍ରୀ ଜଣକ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସିଥିଲେ ।

ବହୁ ସାରା ଅଭିନେତା ଙ୍କ ସହ ଅଭିନୟ କରିଛନ୍ତି , ବର୍ତ୍ତମାନ ସମୟ ରେ ପ୍ରାୟ ଅଧିକ ସେ ମାଆ ଚରିତ୍ର ରେ ନଜର ଆସୁଛନ୍ତି ଓ ଅଭିନୟ ଜାରୀ ରଖିଛନ୍ତି । ବର୍ତ୍ତମାନ ସମୟ ରେ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ସେ ଅଭିନୟ କରୁଛନ୍ତି , ଯାତ୍ରା ଜଗତ ରେ ମଧ୍ୟ ନିଜ ଜବରଦସ୍ତ ଅଭିନୟ ଦେଖାଉ ଛନ୍ତି ।

ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜନକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜନକ ଏକ ସାକ୍ଷାତକାର ରେ ଆସି ନିଜ ଅତୀତ ବିଷୟ ରେ ଅନେକ କିଛି କହିଛନ୍ତି ଓ ଯାହାକି ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *