Breaking News

ଅଭିନେତ୍ରୀ ଏଲିନା ସାମନ୍ତରାୟ (Elina) ଆମେରିକାର ଜଙ୍ଗଲରେ ବୁଲିବା ସମୟରେ ତାଙ୍କ ସହ ଘଟିଲା ବଡ ଅଘଟଣ, ମୃ-ତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଗଲେ – ଦେଖନ୍ତୁ ଭିଡିଓ

ଅଭିନେତ୍ରି ଏଲିନା ସାମନ୍ତରାଏ ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ତାଙ୍କ ଅଭିନୟ କୁ ବହୁତ ସୁନ୍ଦର ଭାବରେ କରନ୍ତି । ସେ ତାଙ୍କ ଅଭିନୟ ଇସ୍କ ତୁ ହିଁ ତୁ ସିନେମା ରୁ ଆରମ୍ଭ କରିଥିଲେ । ହେଲେ ତା ପୂର୍ବ ରୁ ସେ ଏକ ରିୟାଲିଟ୍ ସୋ ରେ ଭାଗ ନେଇଥିଲେ ଯାହା କି ସେ ସେହି ସୋ ରେ ପ୍ରଥମ ହୋଇ ଥିଲେ ସେ ସୋ ନାଁ ହେଉଛି କିଏ ହେବ ମୋ ହିରୋଇନ । ଏହି ସୋ ପରେ ସେ ହିରୋଇନ ର ଅଫର ପାଇଥିଲେ ଆଉ ପରେ ପରେ ସେ ବହୁତ ସିନେମା ମଧ୍ୟ କରି ସାରିଲେଣି ।


ତେବେ ବର୍ତ୍ତମାନ ସମୟରେ ଏଲିନା ସାମନ୍ତରାଏ ଙ୍କ ସହ ଘଟିଲା ବଡ଼ ଅଘଟଣା । ଝରଣା କୁ ଯଉଠିବା ସମୟ ରେ ତାଙ୍କ ପାଦ ଖସି ଯାଇଥିଲା ଆଉ ବହୁତ୍ ଜୋରେ ପାଣି ରେ ଖସି ପଡି ଯାଇଥିଲେ ଭାଗ୍ୟ ଭଲ ଥିଲା ଯାହାକି ସେ ଏକେ ଗଛ ଡାଳ ର ସାହାରା ନେଇଥିଲେ ନହେଲେ ଆହୁରି ତାଙ୍କ ଘଟଣା ଖରାପ ହୋଇ ଯାଇଥାନ୍ତା ।

ତେବେ ଏହି ଦୁ-ର୍ଘ-ଟ-ଣା ଝରଣା ଥରେ ଦେଖିବାକୁ ମିଲିଛି ଆଉ ଏହି ଥାରେ ପଡି ଯିବା କାରଣ ରୁ ତାଙ୍କ ର ବାମ ଗୋଡ଼ ଟି ଜୋରେ ମାଡ଼ ହୋଇ ଯାଇଛି । ଏଲିନା ସାମନ୍ତରାଏ ଯାଇଥିଲେ ଆର୍ଣ୍ଟାଲିନା ବୋଲିବାକୁ ସେ ଜଙ୍ଗଲ ଭିତ ରେ ଥିବା ଝରଣା ପାଖ ରେ ବୋଲିଲା ବେଳେ ସେ ଖସି ଯାଇଥିଲା ତାଙ୍କ ଗୋଡ଼ । ଆଉ ଯାହା ଫଳ ରେ କି ସେ ପାଣି ରେ ବହୁତ ଜୋରେ ପଡି ଯାଇଥିଲେ ।

ଏବେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ସୁଚନା ମିଳିଛି ଏଲିନା ସାମନ୍ତ ରାଏ ଙ୍କ ବାମ ପାର୍ଶ୍ୱ ଜୋରେ ମାଡ଼ ହୋଇ ଯାଇଛି । ଏବଂ ଯାହା ଫଳ ରେ କି ସେ ଚଲା ବୁଲା କରିବା ରେ ସେ ବହୁତ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏଲିନା ସାମନ୍ତ ରାଏ ଏହା କୁ ଏଞ୍ଜଏ କହି କି କଥା ଟିକୁ ଆଡ଼େଇ ଦେଇଛନ୍ତି । ଏଞ୍ଜଏ କରୁଛନ୍ତି ବୋଲି କହି ସେ ଏହି ଭିଡିଓ ଟି ଇନଷ୍ଟାଗ୍ରାମ ରେ ସେୟାର କରି ଥିବାର ନଜର ରେ ଆସିଛନ୍ତି ।

ଏହି ଦୁ-ର୍ଘ-ଟ-ଣା ଟି ଆକସ୍ମିତ ଭାବରେ ହୋଇଛି । ହଠାତ୍ କି ଏ ସବୁ ହେଇ ଯାଇଥିବା ରୁ ସେ ଏ କଥା ନିଜେ ବି ଜାଣି ପାରି ନଥିଲେ ଆଉ ତାପରେ ସେ ଖସି ପଡିଲେ । ଯାହା ନଜର ରେ ଆସିଥିଲେ ଏଲିନା ସେଠାରେ ଥିବା ଗଛ ଡାଳ ସାହାଯ୍ୟ ରେ ସେଠାକୁ ଯାଇଥିଲେ । କିନ୍ତୁ ଦେଖିବା ସମୟ ରେ ସେ ହଠାତ୍ କି ଖସି ପଡ଼ିଥିଲେ । ଯାହା ଫଳ ରେ କି ଏଲିନା ଭାରସ୍ୟାମ ହରାଇ ପଡି ଯାଇଥିଲେ ଏବଂ ପଡ଼ିଯିବା ଫଳ ରେ ତାଙ୍କ ର ବାମ ପାର୍ଶ୍ୱ ମାଡ଼ ହୋଇ ଥିବାର ସୁଚନା ମିଳିଛି ।

ଏଲିନା ବାହାରେ ଅଛନ୍ତି ଆଉ ସେ ସେଠାରେ ବହୁତ ବୁଲା ବୁଲି କରୁ ଥିବାର ନଜର ରେ ଆସିଛିନ୍ତି । ବାହାରେ ବୁଲୁଥିବା ସମୟ ରେ ତାଙ୍କ ସହ ଏଭଳି ଅଘଟଣ ହୋଇଛି । ଯାହା ଫଳ ରେ କି ଏଲିନା ଚଲେ ଖସି ପଡିବା ସହିତ ତାଙ୍କ ସହ ମାଡ଼ ହୋଇ ଯାଉଛି ଗୋଡ଼ । କିନ୍ତୁ ସେ ଯାହା ବି ହେଉ ଭଗବାନ ଙ୍କ ଦୟା ରୁ ଏଲିନା ବହୁତ ଭଲ ରେ ଅଛନ୍ତି । ଆଉ ବାହାରେ ବୁଲା ବୁଲି କରି ବହୁତ ଏଞ୍ଜଏ ମଧ୍ୟ କରୁଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *