ଅଭିନେତ୍ରୀ ରାନୀ ଚାଟାର୍ଜୀ ଙ୍କୁ ଭୋଜପୁରୀ ଇଣ୍ଡଷ୍ଟ୍ରୀ ର ରାଣୀ କହିଲେ କିଛି ବି ଭୁଲ ହେବ ନାହିଁ । ଅଭିନେତ୍ରୀ କେବଳ ନିଜର ସୌନ୍ଦର୍ୟ୍ଯ କୁ ନେଇ ନୁହଁ ବରଂ ତାଙ୍କ ର ଅଭିନୟ ପାଇଁ ତାଙ୍କ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ବତନ୍ତ୍ର୍ ସ୍ଥାନ ତିଆରି କାରି ପାରି ଥାନ୍ତି । ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଏହି କାରଣ ରୁ ତାଙ୍କ ର ସୌନ୍ଦର୍ୟ୍ଯ ର ଚର୍ଚ୍ଚା ସବୁ ଠାରେ ରହି ଆସୁଛି ।
ଏହି ଅଭିନେତ୍ରୀ ଏ ପର୍ଯ୍ୟନ୍ତ 475 ଟି ଥର କାନିଆଁ ହୋଇ ସାରିଛନ୍ତି । ବର୍ଷ ବର୍ଷ ଧରି ରାନୀ ଚାଟାର୍ଜୀ ଭୋଜପୁରୀ ଇଣ୍ଡଷ୍ଟ୍ରୀ ରେ ରାଜ କରି ଆସୁଛନ୍ତି । ଆଜିକା ଦିନ ରେ ମଧ୍ୟ ତାଙ୍କ ର ଜଲବା ଜାରି ରହି ଆସି ଅଛି । ତେବେ ରାନୀ ଚାଟାର୍ଜୀ ଙ୍କୁ ଏମିତି ଭୋଜପୁରୀ ଇଣ୍ଡଷ୍ଟ୍ରୀ ରାଣୀ କୁହାଜାଇ ନାହିଁ । ସେ ତାଙ୍କ ଲୋକ୍ସ୍ ସହ ଜବରଦସ୍ତ ଅଭିନୟ ଲୋକ ଙ୍କ ମନ କୁ କିଣି ନେଇ ଥାଏ ।
ଏହି କାରଣ ପାଇଁ ଆଜି ବି ତାଙ୍କ ର ଲକ୍ଷ ଲକ୍ଷ ପ୍ରଶଂସକ ରହି ଆସିଛନ୍ତି । ରାନୀ ଚାଟାର୍ଜୀ ଙ୍କ ନାଁ ଅନେକ ଅଭିନେତା ଙ୍କ ସହ ଯୋଡ଼ା ଯାଇ ଥିଲା । କିନ୍ତୁ ସେ ଏବେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ଯଦିଓ ତାଙ୍କ ପାଇଁ କୌଣସି ଦିୱାନା ଙ୍କ କମି ନାହିଁ କିନ୍ତୁ ବର୍ତ୍ତମାନ ସମୟରେ ଶୁଦ୍ଧା ରାନୀ ଚାଟାର୍ଜୀ ବିବାହ ଠାରୁ ଦୂରରେ ରହିଛନ୍ତି । ସେ ବାସ୍ତବ ଜୀବନ ରେ ବିବାହ କରି ନଥିବା ରାନୀ ଚାଟାର୍ଜୀ ପରଦା ରେ 475 ଥର କାନିଆଁ ହୋଇ ସାରିଛନ୍ତି ।
ରାନୀ ଚାଟାର୍ଜୀ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏହାର ସୁଚନା ସମସ୍ତ ଙ୍କୁ ଦେଇଛନ୍ତି । ଅଭିନୟ କ୍ୟାରିଅର ର ଏତେ ବର୍ଷ ମଧ୍ୟ ରେ ରାନୀ ଚାଟାର୍ଜୀ ସହ ସହ ଟିଭି ପରଦା ଉପରେ ବିବାହ କରିଥିବାର ସୁଚନା ମିଳିଛି । ଏବେ ତାଙ୍କୁ ଆଗାମୀ ଚଳଚିତ୍ର ରେ ବ୍ରାଇଡାଲ୍ ଗେଟପ୍ ରେ ଦେଖିବାକୁ ମିଳିବ । ରାନୀ ଚାଟାର୍ଜୀ ନିଜେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେ 475 ଟି ଚଳଚିତ୍ର ରେ ଅଭିନୟ କରିଛନ୍ତି ।
ସେ ଫିଲ୍ମି ଗୁଡିକ ରେ ସେ 475 ଥର ବିବାହ କରିଛନ୍ତି । ଏବେ ଗ୍ୟାଙ୍ଗଷ୍ଟାର ବିହାର ଫିଲ୍ମ୍ ରେ ମଧ୍ୟ ସେ କାନିଆଁ ବେସ୍ ନେବେ ବୋଲି ଜଣା ଗଲା । ଭୋଜପୁରୀ ଇଣ୍ଡଷ୍ଟ୍ରି ପ୍ରସିଦ୍ଧ ଅଭରାନୀ ଚାଟାର୍ଜୀଚାଟାର୍ଜୀ ଯେତେକି ଚର୍ଚ୍ଚିତ ତାଙ୍କ ପାଉଣା ବି ସେତେ ଅଧିକ । ସେ ଗୋ଼ଟିଏ ସିନେମା ରେ 10 ରୁ 12 ଲକ୍ଷ ନେଇ ଥାନ୍ତି । ଏହା ବ୍ୟତୀତ ସେ ଲୋକପ୍ରିୟତା ଖୁବ ଅଧିକ ରହିଛି ।