ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ , ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅଭିନୟ କରିବା ପାଇଁ ଆସିଛନ୍ତି କିନ୍ତୁ ସେ ବାହାର୍ ରାଜ୍ୟ ର ।
ଅନେକ ଅଭିନେତ୍ରୀ ଆସି ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଅନେକ ପରିଚୟ ପାଇବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଛନ୍ତି । ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ସେ ମଧ୍ୟ ଦିନେ ଓଡ଼ିଶା ଆସିଥିଲେ ଅଭିନୟ କରିବା ପାଇଁ ଓ ବେଶ୍ ଲୋକ ପରିଚିତ ମଧ୍ଯ ହେଇଥିଲେ ଓ ବାସ୍ତବିକ୍ ଜୀବନ ରେ ସେ ନିଜ ଜୀବନ ସାଥୀ କୁ ବାଛିବା ସହ ବର୍ତ୍ତମାନ୍ ବହୁତ୍ ଖୁସି ରେ ଅଛନ୍ତି ।
ଏହି ଅଭିନେତ୍ରୀ ଙ୍କ ଅଭିନୟ ବର୍ତ୍ତମାନ ସମୟ ରେ ଦେଖିବାକୁ ମିଳୁନାହିଁ ସେ ବିବାହ ପରଠାରୁ ଅଭିନୟ ଦୁନିଆ ରୁ ଦୂରେଇ ହୋଇରହିଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ । ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ଓ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡିଶା ର ଘର ଘରେ ପରିଚିତ।
ଅଭିନେତ୍ରୀ ଝିଲ୍ଲିକ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ ଓ ତାଙ୍କ ଘର୍ ପଶ୍ଚିମ ବଙ୍ଗ କିନ୍ତୁ ସେ ଓଡିଶା ଆସିଥିଲେ ଅଭିନୟ କରିବା ପାଇଁ । ଅଭିନୟ ପାଇଁ ସେ ବହୁତ୍ ସାରା ଭଲ ପାଇବା ପାଇଥିଲେ ଓଡିଆ ଇଣ୍ଡଷ୍ଟ୍ରି ରୁ ଓ ବାସ୍ତବିକ୍ ଜୀବନ ରେ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିଥିଲେ । ବିବାହ ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଥିଲେ ନିଜ ଶାଶୂ ଶଶୁର ଙ୍କ ସେବା କରୁଥଲେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ଙ୍କ ଦାୟିତ୍ଵ ଆହୁରି ବଢି ଯାଇଛି । ହଁ ବନ୍ଧୁ ଆପଣ ଜାଣିଥିବେ ଗତ କିଛି ମାସ ତଳେ ଝିଲ୍ଲିକ ଦୁଇ ଯାଆଁଳା କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ ଓ ବର୍ତ୍ତମାନ ସମୟ ରେ ନିଜ ଦୁଇ ଝିଅ କୁ ପାଇ ସେ ବହୁତ୍ ଖୁସି । ଝିଲ୍ଲିକ ଦୁଇ ଝିଅ ଙ୍କ ନାମ ହେଉଛି lahoma manny gharei , lahomie banny gharei ।
ନିଜ ଦୁଇ ଝିଅ ଙ୍କୁ ଧରି ବେଳେ ବେଳେ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ରହୁଛନ୍ତି । ବର୍ତ୍ତମାନ ସମୟ ରେ ନିଜ ଦୁଇ ଝିଅ ଙ୍କ ସହ ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଆପଣ ମାନେ ଏହି ଦୃଶ୍ୟ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।