ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ , ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତ୍ରୀ ମାନେ ପ୍ରାୟତ ଅଧିକ ସମୟ ସୋସିଆଲ ମିଡିଆ ରେ ବେସ ସକ୍ରୀୟ ରହିବା ସହିତ ବେଳେ ବେଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାଆନ୍ତି ।
ତାହା ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ହେଉ ବା ସୁଟିଂ ସେଟ ର ଦୃଶ୍ୟ କୁ ନେଇ ହେଉ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେସ ଚର୍ଚ୍ଚା ରେ ଅଛନ୍ତି , ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ସେ ବିବାହ ପରଠାରୁ ଅଭିନୟ ଦୁନିଆ ରୁ ଦୂରେଇ ହୋଇରହିଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ।
ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ଓ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡିଶା ର ଘର ଘରେ ପରିଚିତ। ଅଭିନେତ୍ରୀ ଝିଲ୍ଲିକ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ ଓ ତାଙ୍କ ଘର୍ ପଶ୍ଚିମ ବଙ୍ଗ କିନ୍ତୁ ସେ ଓଡିଶା ଆସିଥିଲେ ଅଭିନୟ କରିବା ପାଇଁ ।
ନିଜ ଅଭିନୟ ମାଧ୍ୟମ ରେ ସେ ବେଶ୍ ଲୋକ ପରିଚିତ ହେବା ସହିତ ଓଡ଼ିଶା ର ଦର୍ଶକ ମାନେ ଝିଲ୍ଲିକ ଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ଦୁଇ ଯାଆଁଳା କନ୍ୟା ସନ୍ତାନ ର ମାଆ ହୋଇ ସାରିଛନ୍ତି । ଝିଲ୍ଲିକ ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଝିଲ୍ଲିକ ନିଜ ଦୁଇ ଝିଅ ଙ୍କ ସହ ବହୁ ସାରା ମଜା ମସ୍ତି କରୁ ଛନ୍ତି ।
ସେ ନିଜ ଦୁଇ ଝିଅ ଙ୍କ ଫଟୋ ଏବଂ କିଛି ଭିଡିଓ କୁ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରି ଥାଆନ୍ତି ଓ ବର୍ତ୍ତମାନ୍ ସମୟ ରେ ଦୁଇ ଝିଅ ଙ୍କୁ ନେଇ ଏକ ଫନି ଭିଡିଓ ପୋଷ୍ଟ କରିଛନ୍ତି ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ଝିଲ୍ଲିକ ଦୁଇ ଝିଅ ଙ୍କ ନାମ ହେଉଛି lahoma manny gharei , lahomie banny gharei ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।