Breaking News

ଅଭିନେତ୍ରୀ ତଥା ପ୍ରଯୋଜକ ଝିଲ୍ଲିକ (Jhilik) କରିଲେ ବଡ ଘୋଷଣା କହିଲେ ଓଡିଶାରେ ଖୁବଶୀଘ୍ର ହେବ ୫୦୦ କୋଟି ଟଙ୍କାର ଓଡିଆ ସିନେମା – ଦେଖନ୍ତୁ ଭିଡିଓ

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ୍ କରୁଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ସମସ୍ତ ଙ୍କ ର ବହୁ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ତାଙ୍କ ଅଭିନୟ ରେ ସବୁ ଦର୍ଶକ ମାନଙ୍କ ମନ ଙ୍କୁ କିଣି ନେଇଛନ୍ତି ।

ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଜଣେ ବଙ୍ଗାଳି ଅଭିନେତ୍ରୀ ହେଲେ ମଧ୍ୟ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଜଣେ ବଙ୍ଗାଳି ହେଲେ ମଧ୍ୟ ସମସ୍ତ ଙ୍କ ଓଡ଼ିଆ ଙ୍କ ମନ ରେ ରାଜ କରନ୍ତି । ଆଉ ତାଙ୍କ ର ସବୁ ସିନେମା ସୁପରହିଟ୍ ହୋଇ ସାରିଛି ମଧ୍ୟ ।

ସେ ଓଡ଼ିଆ ଓ ବଙ୍ଗାଳି ସିନେମା ବହୁତ କରିଛନ୍ତି । ପ୍ରଥମେ ସେ ବଙ୍ଗାଳି ସିନେମା କରିଛନ୍ତୁ ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ଓଡ଼ିଆ ସିନେମା ରେ ଅଭିନୟ କରିବା ପରେ ସେ ଓଡିଶା ରେ ରହିବାକୁ ଲଗିଥିଲେ ଆଉ ପରେ ତାଙ୍କୁ ଏ ଓଡିଶା ବାତାବରଣ ତାଙ୍କୁ ବହୁତ ଭଲ ଲାଗିଥିଲା ଆଉ ଶେଷ ରେ ଓଡିଶା ରେ ସେ ରହିଲେ ।

ଆଉ ପରେ ସେ ଏଠାରେ ବିବାହ କରି ସବୁଦିନ ପାଇଁ ଏଠାରେ ରହିବା କୁ ସ୍ଥିର ମଧ୍ୟ କଲେ । ବର୍ତ୍ତମାନ ସମୟରେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ହିରୋଇନ ହେବା ସହିତ ସେ ତାଙ୍କ ର ଏକ ପ୍ରଡକ୍ସନ୍ ଖୋଲି ସାରି ଛନ୍ତି । ଆଉ ଏହି ଓଡିଆ ଇଣ୍ଡଷ୍ଟ୍ରୀ ନିଉ ଆଗକୁ ନେବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି । ତେବେ ଏ ନେଇ କଣ କହୁଛନ୍ତି ଏହି ବିଷୟ ରେ ଜାଣିବାକୁ ହେଲେ ଆପଣ ମାନେ ପ୍ରଥମ ରୁ ଶେଷ ଯାଏ ଆମ ର ଏହି ଲେଖା ଟିକୁ ପଢନ୍ତୁ ।

ଆଉ ଆପଣ ମାନେ ଜାଣିଥିବେ ମଧ୍ୟ ଝିଲ୍ଲିକ୍ ଭଟ୍ଟଚାର୍ଯ୍ୟ ଏବେ ତାଙ୍କ ର ନିଜ ର ପ୍ରଡକ୍ସନ୍ ବି ଖୋଲି ସାରିଲାଣେ । ଆଉ ତାଙ୍କ ପ୍ରଡକ୍ସନ୍ ର ବହୁତ ଖ୍ୟାତି ମଧ୍ୟ ରହିଲାଣି ଆଉ ଏବେ ସୋସିଆଲ ମିଡ଼ିଆ ରେ ତାଙ୍କ ର ବହୁତ ଚର୍ଚ୍ଚା ରହୁଛନ୍ତି । ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଓଲିଓଡ୍ ସିନେମା ଏବେ ବହୁତ କମ୍ ଲୋକ ଦେଖୁଛନ୍ତି ଆଉ ଅଧିକ ରୁ ଅଧିକ ସାଓଥ୍ ସିନେମା କୁ ପସନ୍ଦ କରୁଛନ୍ତି । ତେବେ ଏ ନେଇ ଝିଲ୍ଲିକ୍ କଣ କହିଛନ୍ତି ଆସନ୍ତୁ ଜାଣିବା । ବର୍ତ୍ତମାନ ଆମ ଓଡ଼ିଆ ସିନେମା ହେଇ ଆମେ ନିଜେ ଓଡ଼ିଆ ହେଇ ଓଡ଼ିଆ ସିନେମା ପାଇଁ ଥେଟର୍ ମିଳୁ ନାହିଁ ।

ଆମ ଓଡ଼ିଆ ଲୋକ ସେତେବେଳେ ଦେଖିବାକୁ ଯେତେବେଳେ କାହାଣୀ ଟି ତାଙ୍କ ପାଇଁ ନୂଆ ଥିବ କିନ୍ତୁ ଏବେ ଯାହା ନଜର ରେ ଆସୁଛି ହିରୋ ହିରୋଇନ ବା ଡାଇରେକ୍ଟର୍ ଗୋଟିଏ ଭଲ ସିନେମା କଲା ପରେ ସେହି ସିନେମା ରିଲିଜ ହେଇ ନଥିବ ସେ ଗୋଟିଏ ଟେଲି ସିନେମା ର କପି କରି ଦେଉଛନ୍ତି ଯାହା କି ଦର୍ଶକ ମାନଙ୍କ ର ଇଚ୍ଛା ହେଉ ନାହିଁ ଏହି ଭଳି ସିନେମା କୁ ଦେଖିବା ପାଇଁ ।

ଆଉ ଯେଉଁ ଦିନ ଏ ସବୁ କପି ବନ୍ଦ ହେବ ତାହେଲେ ଯାଇ ଓଡ଼ିଆ ଇଣ୍ଡଷ୍ଟ୍ରୀ ଆଗକୁ ଯାଇ ପାରିବ । ତାହା ଝିଲ୍ଲିକ୍ କହିଛନ୍ତି ଯେ ଯଦି ସମସ୍ତେ ଚିନ୍ତା କରନ୍ତି ଏହା ଆଜି ର ଓଡିଶା ତାହେଲେ ତାହା ଚିନ୍ତା କରେ କାଲି ର । ଓଡିଶା ବି ସୁପରହିଟ୍ ସିନେମା ହେବ ଆଉ ଓଡିଶା ରେ ମଧ୍ୟ 500 କୋଟି କାହିଁକି 1000 କୋଟି ଟଙ୍କା ର ସିନେମା ହୋଇ ପାରିବ ।

ଯଦି ପ୍ରଡୁସର୍ ମାନଂକୁ ଭଲ ସିନେମା କରିବା ର ଅଛି ତାହେଲେ କମ୍ଫିଡେଣ୍ଟ୍ କାମ କରିବା ସହ ଯେଉଁ ହିରୋ ହିରୋଇନ ଙ୍କୁ ନେଇ ଆମେ କାମ କରୁଛେ ସେ କେବଳ ଠେଟର୍ ପାଇଁ କାମ କରିବେ ସେ ଟେଲିଫିଲ୍ମ ପାଇଁ କାମ କରି ପାରିବେ ନାହିଁ ଯଦି ସେ କରିବେ ତାହେଲେ ତାଙ୍କ ରାସ୍ତା ବାଛି ନେବା ଉଚିତ ।

କାରଣ ସାଟେଲାଇଟ କୁ ବିକ୍ରି କରିବା ବେଳେ ବହୁତ ଅସୁବିଧା ହେଉଛି ଯେତେବେଳେ ସାଟେଲାଇଟ କୁ ବିକ୍ରି କରା ହେଉଛି ସେତେବେଳେ କହୁଛନ୍ତି କେମିତି କୋଟିଏ ଟଙ୍କା ର ସିନେମା କରୁଛନ୍ତି ସେମାନେ ତ 10 ଟଙ୍କା ରେ କରି ସାରିଛନ୍ତି । ତେଣୁ ନିଜେ ଠିକ କରି ସମସ୍ତ ଙ୍କି ସୁଯୋଗ ଦେଇ ଭଲ ସିନେମା କରିବା ଦରକାର ଯାହା କୁ ହଲ୍ ସିନେମା ରିଲିଜ ହେବ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *