Breaking News

ଅଭିନେତ୍ରୀ ତଥା ପ୍ରଯୋଜକ ଝିଲ୍ଲିକ (Jhilik) କହିଲେ ଏହି କଳାକାର ମାନଙ୍କୁ ସିନେମାରୁ ବ୍ୟାନ କରାଯାଉ କଣ ପାଇଁ ଏମିତି କହିଲେ – ଦେଖନ୍ତୁ ଭିଡିଓ

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ୍ କରୁଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ସମସ୍ତ ଙ୍କ ବହୁ ଲୋକପ୍ରିୟ ଅଟନ୍ତି । ସେ ତାଙ୍କ ଅଭିନୟ ରେ ସବୁ ଦର୍ଶକ ମାନଙ୍କ ମନ ଙ୍କୁ କିଣି ନେଇଛନ୍ତି ।

ତେବେ ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଜଣେ ବଙ୍ଗାଳି ଅଭିନେତ୍ରୀ ହେଲେ ମଧ୍ୟ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ସେ ଓଡ଼ିଆ ଓ ବଙ୍ଗାଳି ସିନେମା ବହୁତ କରିଛନ୍ତି । ପ୍ରଥମେ ସେ ବଙ୍ଗାଳି ସିନେମା କରି ପରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ପରେ ସେ ଓଡ଼ିଆ ସିନେମା ରେ ଅଭିନୟ କରି ସେ ଓଡିଶା କୁ ବହୁତ ଭଲ ପାଇବାକୁ ଲାଗିଲେ ଆଉ ଶେଷ ରେ ଓଡିଶା ରେ ରହିଲେ ।

ତେବେ ଏ ବିଷୟ ରେ ଜାଣିବାକୁ ହେଲେ ଆପଣ ମାନେ ପ୍ରଥମ ରୁ ଶେଷ ଯାଏ ଆମ ର ଏହି ଲେଖା ଟିକୁ ପଢନ୍ତୁ । ଆଉ ଆପଣ ମାନେ ଜାଣିଥିବେ ମଧ୍ୟ ଝିଲ୍ଲିକ୍ ଭଟ୍ଟଚାର୍ଯ୍ୟ ଏବେ ତାଙ୍କ ର ନିଜ ର ପ୍ରଡକ୍ସନ୍ ବି ଖୋଲି ସରିଲାଣେ । ଆଉ ତାଙ୍କ ପ୍ରଡକ୍ସନ୍ ର ବହୁତ ଖ୍ୟାତି ମଧ୍ୟ ରହିଲାଣି ଆଉ ଏବେ ସୋସିଆଲ ମିଡ଼ିଆ ରେ ତାଙ୍କ ର ବହୁତ ଚର୍ଚ୍ଚା ରହୁଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଓଲିଓଡ୍ ସିନେମା ଏବେ ବହୁତ କମ୍ ଲୋକ ଦେଖୁଛନ୍ତି ଆଉ ଅଧିକ ରୁ ଅଧିକ ସାଓଥ୍ ସିନେମା କୁ ପସନ୍ଦ କରୁଛନ୍ତି । ତେବେ ଏ ନେଇ ଝିଲ୍ଲିକ୍ କଣ କହିଛନ୍ତି ଆସନ୍ତୁ ଜାଣିବା । ବର୍ତ୍ତମାନ ଆମ ଓଡ଼ିଆ ସିନେମା ହେଇ ଆମେ ନିଜେ ଓଡ଼ିଆ ହେଇ ଓଡ଼ିଆ ସିନେମା ପାଇଁ ଥେଟର୍ ମିଳୁ ନାହିଁ ।

ଆମ ଓଡ଼ିଆ ଲୋକ ସେତେବେଳେ ଦେଖିବାକୁ ଯେତେବେଳେ କାହାଣୀ ଟି ତାଙ୍କ ପାଇଁ ନୂଆ ଥିବ କିନ୍ତୁ ଏବେ ଯାହା ନଜର ରେ ଆସୁଛି ହିରୋ ହିରୋଇନ ବା ଡାଇରେକ୍ଟର୍ ଗୋଟିଏ ଭଲ ସିନେମା କଲା ପରେ ସେହି ସିନେମା ରିଲିଜ ହେଇ ନଥିବ ସେ ଗୋଟିଏ ଟେଲି ସିନେମା ର କପି କରି ଦେଉଛନ୍ତି ଯାହା କି ଦର୍ଶକ ମାନଙ୍କ ର ଇଚ୍ଛା ହେଉ ନାହିଁ ଏହି ଭଳି ସିନେମା କୁ ଦେଖିବା ପାଇଁ । ଆଉ ଯେଉଁ ଦିନ ଏ ସବୁ କପି ବନ୍ଦ ହେବ ତାହେଲେ ଯାଇ ଓଡ଼ିଆ ଇଣ୍ଡଷ୍ଟ୍ରୀ ଆଗକୁ ଯାଇ ପାରିବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *