Breaking News

ଅଭିନେତ୍ରୀ ତିଳୋତ୍ତମା (Tilottama) ଙ୍କ ଦୁଇ ଝିଅ ମା ଙ୍କୁ ମନେ ପକାଇ ଏମିତି ପୋଷ୍ଟ କରିଲେ ଦେଖିଲେ ଆଖି ଓଦା ହୋଇଯିବ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ୍ ହେବାକୁ ଲାଗୁଚି । ଏହି ବିଷୟ ରେ ଆପଣ ମାନଂକୁ ବହୁତ ଭଲ ଭାବରେ ଜାଣିଥିବେ । କାହିଁକି ନା ଯାହାର ଏ ଭିଡିଓ ଟି ଭାଇରାଲ୍ ହେଉଛି ତାଙ୍କୁ ସାରା ଓଡିଶା ବାସୀ ବହୁତ ଭଲ ଭାବରେ ଜାଣି ଥିବେ । ସାରା ଓଡିଶା ବାସୀ ଙ୍କ ବହୁ ପ୍ରିୟ ମଧ୍ୟ ଥିଲେ ।

ତେବେ ବନ୍ଧୁଗଣ ତିଳୋତ୍ତମା ଖୁଣ୍ଟିଆ ଏବେ ଏହି ଦୁନିଆ ରେ ଆଉ ନାହାନ୍ତି । ଯାହା ଓଡ଼ିଆ ଇଣ୍ଡଷ୍ଟ୍ରି ଓ ସାରା ଓଡିଶା ବାସୀ ଙ୍କ ପାଇଁ ବହୁତ ବଡ଼ ଦୁଃଖ ଖବର । ସେ ଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ସୁଣା ଅଭିନେତ୍ରୀ । ମୃତ୍ଯୁ ପୂର୍ବ ରୁ ବୋଧଏ ତାଙ୍କ ସ୍ବାମି କୁ କହି ଥିବେ ମୋ ଝିଅ ଦୁଇଟି ତୁମ କୁ ଲାଗିଲେ । ତୁମେ ତାଙ୍କୁ ବହୁତ ଭଲ ପାଇବା ଦେବ ମୋର ଅଭାବ କେବେ ବି ରଖିବ ନାହିଁ ।

ତୁମେ ତାଙ୍କ ର ବହୁତ ଯତ୍ନ ନେବ । କାହିଁକି ନା ମୁଁ ଝିଅ ଦୁହିଁ ଙ୍କୁ ବହୁତ ଗେହ୍ଲା ରେ ବଢ଼େଇଚି । ହଁ ନିଶ୍ଚିତ ଭାବରେ ଏମିତି କିଛି କହି ଥିବେ ତିଳୋତ୍ତମା ଖୁଣ୍ଟିଆ । କାହିଁକି ନା ଦୁଇ ଝିଅ ଅରୁନ୍ଧତି ଓ ଅନୁଭୂତି କୁ ବେସ୍ ଭଲ ପାଆନ୍ତି ତିଳୋତ୍ତମା ଖୁଣ୍ଟିଆ । ଦୁଇ ଜଣକୁ ନିଜ ହାତ ରେ ଗଢି ତୁଳିଛନ୍ତି । ତାଙ୍କ ଦୁଇ ଝିଅ କୁ ତାଙ୍କ ଲାଇନ ରେ ଛାଡି ଥିଲେ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ।

ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବେ ତିଳୋତ୍ତମା ଙ୍କ ଦୁଇ ଝିଅ ମଧ୍ୟ ଓଡ଼ିଆ ସିରିଏଲ ଜଗତ ରେ ବେସ୍ ଜଣା ସୁଣା ଜଣେ ହିରୋଇନ ହେଲେ ଆଉ ଜଣେ ସାଇଟ୍ ହିରୋଇନ ହେବା ସହିତ ନେଗେଟିଭ୍ କ୍ୟାରକ୍ଟର ଭାବରେ ଅଭିନୟ କରୁ ଥିବାର ନଜର ରେ ଆସୁଛନ୍ତି । ଦୁଇ ଝିଅ ଙ୍କ ର ଦେଖା ଶୁଣା କରିବା ପାଇଁ ବାପା ଙ୍କ ପାଖ ରେ ଏମିତି କିଛି ଅଳି ରଖି ଚାଲି ଯାଇଛନ୍ତି ମାଆ ।

ଏବେ ମାଆ କୁ ଝୁରି ହେଉଛନ୍ତି ଦୁଇ ଝିଅ। ତେବେ ସୋସିଆଲ୍ ମିଡ଼ିଆ ରେ କିଛି ଏମିତି ଫଟୋ ଦେଖିବାକୁ ମିଳିଛି ଯାହା କୁ ଦେଖି ଯିଏ ନାହିଁ ସେ ଭାବ ବିହୋଳ୍ ହୋଇ ଯିବ। ଯେଉଁ ଭିଡିଓ ଓ ଫଟୋ କୁ ଦେଖିଲେ ଜାଣିବେ କି ସେ କେତେ ମାଆ କୁ ମିସ୍ କରୁଛନ୍ତି । ଅରୁନ୍ଧତି ପୋଷ୍ଟ୍ କରି ଲେଖି ଛନ୍ତି ମାଆ ତୁ ଯେଉଁ ଥି ଥା ଖୁସି ରେ ଥା ।

ମାଆ ତାଙ୍କ ପାଖ ରେ ନଥିଲେ ବି ତାଙ୍କ ମାଆ ତାଙ୍କ ପାଖ ରେ ଅଛନ୍ତି ବୋଲି ଭାବୁଛନ୍ତି ଦୁହେଁ । ସ୍ବାମି ଙ୍କ ହାତ ରେ ଦୁଇ ଝିଅ ଙ୍କ ର ହାତ ଦେଇ ସବୁ ଦିନ ପାଇଁ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି ତିଳୋତ୍ତମା ଖୁଣ୍ଟିଆ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *