ହ୍ୟୁମାନ ରାଇଟସ କମିସନ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତାପରେ ଫୁଣି ଅନୁଭବ ମହାନ୍ତି ଙ୍କୁ ତାଗିଦ କଲେ ବର୍ଷା । ବର୍ଷା ପ୍ରିୟଦର୍ଶିନୀ କହିଲେ ଅନୁଭବ ଙ୍କୁ କଥା ମାନୁନ ପସ୍ତେଇବ । ଆପଣ ମାନେ ଜାଣିଛନ୍ତି ଓଲିଓଡ ଏବେ ବିବାଦ ଓ କ-ଳ-ହ ରୋକିବାର୍ ନାଁ ଧରୁନି । ବାବୁଶାନ୍ ମହାନ୍ତି , ବାବୁଶାନ୍ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଓ ପ୍ରକୃତି ମିଶ୍ର ଙ୍କ ବିବାଦ ଥମିବାକୁ ମାତ୍ର କିଛି ସମୟ ହେଇଚି ଆଉ ଏହାରି ଭୀତ ରେ ବଢିଛି ବର୍ଷା ଓ ଅନୁଭବ ଙ୍କ କ-ଳ-ହ ।
ବର୍ଷା ଅନୁଭବ ଙ୍କ ବିବାଦ ଧିରେ ଧୀରେ ବଢ଼ି ବାକୁ ଲାଗିଲାଣି । କାରଣ ଅନୁଭବ ଙ୍କୁ ତଗିଦ୍ କରିବା ପାଇଁ ବର୍ଷା ଯାଇ ହ୍ୟୁମାନ ରାଇଟସ କମିସନ ପହଂଚିଛନ୍ତି । ବୋଧଏ ହ୍ୟୁମାନ ରାଇଟସ କମିସନ କୁ ଯାଇ ଅନୁଭବ ଙ୍କୁ ତାଗିଦ କରିଛନ୍ତି ବର୍ଷା । ସୁଚନା ମୁତାବିକ କିଛି ଦିନ ପୂର୍ବ ରୁ ଘରୋଇ ବିବାଦ କୁ ନେଇ ଅନୁଭବ ନିଜ ର ସୋସିଆଲ୍ ମିଡ଼ିଆ ଆକଉଣ୍ଡ ମାଧ୍ୟମ ରେ ବର୍ଷା ଙ୍କୁ ଟାର୍ଗେଟ କରି ଅନେକ ସମୟ ରେ ଭିଡିଓ ସବୁ ପୋଷ୍ଟ କରୁଥିଲେ ।
ଯାହାକୁ ନେଇ ମର୍ଯ୍ୟାଦା କ୍ଷତି ହେଉଛି ବୋଲି କୋର୍ଟ ରେ ଫୁଲଫିଲ୍ କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଙ୍କ ଏହି ଆପିଲ୍ ପରେ ଅନୁଭବ ଙ୍କୁ ତାଗିଦ କରି କହିଥିଲେ ଯେ ସୋସିଆଲ୍ ମିଡ଼ିଆ ରେ ତାଙ୍କ ର ବ୍ୟକ୍ତିଗତ ବିବାଦ କୁ ନେଇ କିଛି ବି ଭିଡିଓ ବା ଅନ୍ୟ କିଛି ବର୍ଷା ଙ୍କ ବାବଦ୍ ରେ ପୋଷ୍ଟ୍ କରିବେ ନାହିଁ । କିନ୍ତୁ ଗତ କାଲି ବହୁତ ଦିନ ର ବ୍ୟବଧାନ ରେ ତାଙ୍କ ର ସୋସିଆଲ୍ ମିଡ଼ିଆ ଆକଉଣ୍ଡ୍ ରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି ।
ଯାହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ହ୍ୟୁମାନ ରାଇଟସ କମିସନ ଯାଇଥିବା ଚର୍ଚ୍ଚା ହେଉଛି । ତେବେ ଯଦି ଏହି ସବୁ କଥା ସତ ହୋଇ ଥିବ ତାହେଲେ ହାଇ କୋର୍ଟ ଫୁଣି ଥରେ କୋର୍ଟ ଙ୍କ ରାଏ ଅମାନ୍ୟ କରିଥିବା କାରଣ ରୁ ଅନ୍ୟ କିଛି ରାଏ ଶୁଣାଇବେ । ତେବେ ଅନୁଭବ ଓ ବର୍ଷା ଙ୍କ ପାରିବାରିକ ବିବାଦ ଓ କ-ଳ-ହ ଯାହା ଘର ର ଚାରି କାନ୍ଥ ଭୀତ ରେ ରହିବା କଥା ତାହା ଦାଣ୍ଡ ରେ ହାଟ୍ ରେ ପଡ଼ିଲାଣି । କେବେ ଏହା ସମାପ୍ତ ହେବ ଏହା ସମସ୍ତ ଙ୍କ ର ଅପେକ୍ଷା ।
କାରଣ ସେଲିବ୍ରିଟି ଘରୋଇ କଳହ ପାଇଁ ବହୁଵ୍ୟ ଦର୍ଶକ ମାନଙ୍କ ଓଡ଼ିଆ ଇଣ୍ଡଷ୍ଟ୍ରି ପ୍ରତି ଭରସା ଉଠି ଗଲାଣି । ଆପଣ ମାନେ ଜାଣନ୍ତି ଅନୁଭବ ମହାନ୍ତି , ବର୍ଷା ପ୍ରିୟଦର୍ଶିନୀ, ବାବୁଶାନ୍ ମହାନ୍ତି ଏମାନଂକୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି । ଏମାନଙ୍କ ପାରିବାର କଳହ ପାଇଁ ଲୋକ ନଜର କୁ ଆସୁଛନ୍ତି ଆଉ ଆପଣ ମାନେ ଜାଣନ୍ତି ଏବେ ସ୍ମାଟ୍ ଦୁନିଆ ହୋଇ ସାରିଲାଣି ।
ଯଦି କୌଣସି ସାଧାରଣ ଲୋକ ର ଭିଡିଓ ଆସେ ତାହା ବହୁତ ଶୀଘ୍ର ଭାଇରାଲ୍ ହେଉଛି ସୋସିଆଲ୍ ମିଡ଼ିଆ ରେ ତାପରେ ଯଦି ସେଲିବ୍ରିଟି ମାନଙ୍କ ର ଭିଡିଓ ଏମିତି ଆସେ ତାହେଲେ କେତେ ଶୀଘ୍ର ତାହା ଭାଇରାଲ ହେଉ ନଥିବ । ତେଣୁ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ସବୁ କ-ଳ-ହ ଓ ବିବାଦ ଯେତେ ଶୀଘ୍ର ବନ୍ଦ ହୋଇ ଯିବ ସେତେ ଭଲ ରହିବ ତାଙ୍କ ପାଇଁ ଓ ତାଙ୍କ ଇଏ ଫ୍ୟାନ୍ ମାନଙ୍କ ପାଇଁ ଏଇ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।