Breaking News

ଅଭିନେତ୍ରୀ ରାକ୍ଷୀ ଦାସ (Rakhi Das) କହିଲେ ବାବୁଶାନ ତା ଫ୍ରିଜ ଖୋଲି ଶୁ-ଶୁ କରେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି କିଛି ଦୃଶ୍ୟ କୁ ନେଇ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବାବୁଶାନ୍ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ବାବୁଶାନ୍ ଙ୍କୁ ନେଇ ପ୍ରତିଦିନ ସୋସିଆଲ ମିଡ଼ିଆ ରେ ଅନେକ ଖବର ଆସୁଛି ଓ ଏହି ଖବର ଗୁଡ଼ିକୁ ଆପଣ ମାନେ ନିଶ୍ଚୟ ଦେଖି ପାରୁଥିବେ । ବାବୁଶାନ୍ ଙ୍କୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ରାକ୍ଷୀ ଦାସ କହିଛନ୍ତି ଯେ

ଯଦି ଏହି ଘଟଣା ମୁମ୍ବାଇ ରେ ହୋଇ ଥାଆନ୍ତା ହୁଏ ତ୍ କେହି ଜାଣି ପାରି ନ ଥାଆନ୍ତେ । ଯେହେତୁ ଆମ ଓଡିଆ ଇଣ୍ଡଷ୍ଟ୍ରି ସଂସ୍କୃତି ଓ ପରମ୍ପରା ଇଣ୍ଡଷ୍ଟ୍ରି ସେଥିପାଇଁ କଥା ଟି ଏତେ ହାଇ ଲାଇଟ୍ କଲା , ସର୍ବ ପ୍ରଥମେ ଦୋଷ ଦେବୀ ମିଡ଼ିଆ ବାଲା ଙ୍କୁ , ସମସ୍ତେ ବହୁତ୍ ଜଣ କୁ ଭଲ ପାଇ ଛନ୍ତି ମୁଁ ତ୍ ବହୁତ୍ ଭଲ ପାଇଛି ଅନେକ ଲୋକ କୁ , ତା ବୋଲି ଏହି ଖବର ଜାଣିବା ପରେ ଆପଣ କାଲି ଆସି ଠିଆ ହୋଇବେ ମୋ ଘର ସାମ୍ନା ରେ ।

ପ୍ରକୃତି ଯଦି ବମ୍ୱେ ଚାଲିଗଲେ ତାହା ଭଲ କଥା ସେ ଆଗ କୁ ଯାଆନ୍ତୁ , ଏବଂ ବାବୁଶାନ୍ ଓ ତୃପ୍ତି ସେ କେବେ ବି ଅଲଗା ହୋଇ ନାହାଁନ୍ତି ଏକାଠି ଅଛନ୍ତି ଓ ବାବୁ ଜଣେ ଭଲ ମଣିଷ , ସେ ଛୋଟ ବେଳୁ ଦୁଷ୍ଟ । ସେ ବାଥ୍ ରୁମ୍ ରେ ସୁସୁ ନ କରି ଫ୍ରିଜ୍ ଖୋଲି ଶୁସୁ କରିବା ପିଲା ସିଏ । ମୁଁ ତାର ମାଉସୀ ହିସାବ ରେ ତାକୁ କହିବି ଯେ

ପ୍ରକୃତି କୁ ଛାଡ଼ି ଖରାପ୍ ପ୍ରକୃତି ଛାଡ଼ି ଉତ୍ତମ ବୃଦ୍ଧି କର ଦେଖିବ ଜୀବନ ରେ ଅପରାଜିତ ରହିବ ଓ ବହୁତ୍ ତୃପ୍ତି ମିଳିବ । ବର୍ତ୍ତମାନ ସମୟ ରେ ଘର୍ ର ସବୁ କିଛି ଠିକ୍ ହୋଇ ସାରିଛି , ମିଡ଼ିଆ ମାନେ ତାଙ୍କ ପରିବାର କୁ ଏକୁଟିଆ ଛାଡି ଦେବା କଥା ମାନସିକ ସ୍ଥିତି ସମସ୍ତ ଙ୍କ ର ସମ୍ମାନ ନୁହେଁ । ମିଡ଼ିଆ ଭାଇ ମାନେ ଆମ କଳାକାର କଥା ଭାବି ଦୂରେଇ ହୋଇ ଯାଆନ୍ତୁ , ଆମ କୁ ପ୍ରୋଗ୍ରାମ କରିବାକୁ ଦିଅନ୍ତୁ , ଏହି ଭଳି ଅନେକ କଥା କହିଛନ୍ତି ରାକ୍ଷୀ ଦାସ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *