ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ରାନୀ ପଣ୍ଡା ଙ୍କ ବିଷୟ ରେ । ସେ ସବୁ ବେଳେ କୌଣସି ନା କୌଣସି କାରଣ ରୁ ସେ ଚର୍ଚ୍ଚା ର ବିଷୟ ପାଲଟି ଜାଆନ୍ତି । ସେ ଯାହା ବି କୁହନ୍ତି ମୁହଁ ରେ କୁହନ୍ତି । ଏହି କାରଣ ରୁ ବହୁତ ବାଦ ବିବାଦ ର ସାମ୍ନା ମଧ୍ୟ କରିଛନ୍ତି ରାନୀ ପଣ୍ଡା । ବହୁ ବାଦ ବିବାଦ ପରେ ବି କେବେ ବି ସେ ବିବାଦ କୁ ଖାତିରି କରି ନାହାନ୍ତି ।
ସବୁବେଳେ ସାହାଯ୍ୟ ର ମନବୁର୍ତି ନେଇ ଛନ୍ତି ଆଉ କିଛି ଖାତିରି ନ କରି ଆଗେଇ ଆସୁଛନ୍ତି ଅସହାୟ ଲୋକ ଙ୍କ ପାଖ ରେ ପହଞ୍ଚି ଯାଇଛନ୍ତି ଆଉ ସବୁବେଳେ ତାଙ୍କ ର ସାହାଯ୍ୟ ହାତ ବଢ଼ାଇଛନ୍ତି ଆଉ ସାହାଯ୍ୟ କରି ତାଙ୍କ ମୁହଁ ରେ ଟିକେ ହସ ଭରି ଦେବା ପାଇଁ ସବୁ ବେଳେ ଚେଷ୍ଟା ମଧ୍ୟ କରି ଆସୁଛନ୍ତି ରାନୀ ପଣ୍ଡା ।
ସେ ଜଣେ ଯାତ୍ରା ଅଭିନେତ୍ରୀ ତାଙ୍କ କଳା କୁ ଲୋକ ନଜର କୁ ଆଣନ୍ତି ଆଉ ତାଙ୍କ ଅଭିନୟ ର ପଦେ ପଦେ ଶବ୍ଦ ରେ ଲୋକ ମାନଂକୁ ନିଜର କରି ରଖି ଥାନ୍ତି । ଓଡିଶା ର ଯାତ୍ରା ଦୁନିଆ ର ବହୁତ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ସେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ରାନୀ ପଣ୍ଡା ଙ୍କ ର ଏକ ଭିଡିଓ ଭାଇରାଲ୍ ହେଉଛି ତେବେ ଏ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ ।
ରାନୀ ପଣ୍ଡା ଏହି ଭିଡିଓ ରେ ନିଜ ବିଷୟ ରେ ସୁଚନା ଦେଇଥିବାର ନଜର ରେ ଆସିଛନ୍ତି । ବନ୍ଧୁଗଣ ଆପଣ ମାନେ ଆମେ ସମସ୍ତେ ଜାଣିଛେ କି ରାନୀ ପଣ୍ଡା ସବୁ ବେଳେ କିଛି ନା କିଛି ଭିଡିଓ ରେ ଭାଇରାଲ୍ ହୋଇ ଥାନ୍ତି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ତାଙ୍କ ର ଏକ ଭିଡିଓ ଆସିଛି ଯେଉଁଥି ରେ ସେ କହିବାର ନଜର ଆସିଛନ୍ତି କି ସେ ଜଣେ କଳାକାର ତେଣୁ ସେ ଯେଉଁଥି ପ୍ରଫୋମ୍ କରନ୍ତି ସେଇଠି ସେ କିଛି ମାଗଣା କରନ୍ତି ନାହିଁ ତାର ସଠିକ ପାରିଶ୍ରାମିକ ଟଙ୍କା ମଧ୍ୟ ନିଅନ୍ତୁ ।
ସେ ଏହି କଳା କୁ ଲୋକ ନଜର କୁ ଆଣିବାର କାରଣ ସେ ଟଙ୍କା ରୋଜଗାର କରିବାର ଲକ୍ଷ । ଆଉ ଏହି କାମ କରି ସେ ନିଜ ର ବ୍ୟକ୍ତିଗତ ଏବଂ ଅନ୍ୟ ମାନଂକୁ ସାହାଯ୍ୟ କରୁଛନ୍ତି । ଟଙ୍କା ସମସ୍ତ ଙ୍କ ର ଦରକାର ତେଣୁ କରି ସମସ୍ତେ କାମ କରନ୍ତି ଆଉ ନିଜ ରୋଜଗାର ରେ ଘର ର ଦାୟିତ୍ବ ନିଅନ୍ତି ଠିକ ସେମିତି ରାନୀ ପଣ୍ଡା ମଧ୍ୟ କରୁ ଛନ୍ତି ।
ଆଉ କିଛି ଲୋକ ଅଛନ୍ତି ସେ ତାଙ୍କ ପପୁଲାର ପାଇଁ ରାନୀ ପଣ୍ଡା ଙ୍କୁ ଦାକୁଛନ୍ତି ବିନା ଟଙ୍କା ରେ ମାନେ ମାଗଣା ରେ କାମ କରିବା ପାଇଁ ତେଣୁ କରି ଏହି ଭିଡିଓ ମାଧ୍ୟମ୍ ରର ସେହି ଲୋକ ମାନଂକୁ କହିଛନ୍ତି କି ରାନୀ ପଣ୍ଡା କାହାର ମାଗଣା କାମ କରିବେ ନାହିଁ ତାଙ୍କ ଉପରେ ବି ତାଙ୍କ ର ଘର ର ଦାୟିତ୍ବ ଅଛି । ତେଣୁ କରି ଯିଏ ତାଙ୍କୁ ଡାକୁଛି ଷ୍ଟେଜ୍ ରେ ପ୍ରଫୋମ୍ କରିବାକୁ ଡାକୁଛନ୍ତି ସେ ତାଙ୍କ ର ସଠିକ ପାରିଶ୍ରାମିକ ଦେବେ ଯଦି ତାହେଲେ ସେ ଷ୍ଟେଜ୍ ରେ ପ୍ରଫୋମ୍ କରିବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।