ଆପଣ ମାନେ ଯାତ୍ରା ଦୁନିଆ ର ରାଣୀ ରାନୀ ପଣ୍ଡା କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ଓଡିଶା ର ଯାତ୍ରା ଦୁନିଆ ର ବହୁତ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ସେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଆପଣ ମାନେ ଜାଣିଥିବେ ସବୁ ବେଳେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି ରାନୀ ପଣ୍ଡା ଙ୍କ ର ।
ତେବେ ଏହି କିଛି ଦିନ ହେଲାଣି ରାନୀ ପଣ୍ଡା ଙ୍କ ର ସବୁ ଭିଡିଓ ଆଗ ଅପେକ୍ଷା ଏବେ ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି । ତେବେ ଯେତେବେଳେ ବି ଦେଖ ସୋସିଆଲ୍ ମିଡ଼ିଆ ଦେଖି ପାରିବେ ରାନୀ ପଣ୍ଡା ଙ୍କ ଭିଡିଓ ହିଁ ଭାଇରାଲ ହେଉଛି ଯାହା କି ଅଧିକ ନଜର ରେ ମଧ୍ୟ ଆସନ୍ତି । ଏହା ମଧ୍ୟ ଆପଣ ମାନେ ଜାଣିଥିବେ ରାନୀ ପଣ୍ଡା ଯାହା କୁହନ୍ତି ସେ ମୁହାଁ ମୁହିଁ । ସେ କାହା କୁ ଡରନ୍ତି ନାହିଁ ।
ତାଙ୍କୁ ଗୋଟିଏ ସାହସୀ ଝିଅ କହିଲେ ଖରାପ ହେବ ନାହିଁ । କାରଣ ତାଙ୍କ ର ଯେଉଁ ଭଳି ସାହସ ଥାଏ ଲାଗେ ଏମିତି ଆଉ କାଉ ଝିଅ ପାଖ ରେ ଏତିକି ସାହସ ନଥିବ । ସେ ବହୁତ ସମୟ ବହୁତ ଭାଇରାଲ ହୁଏ ତାଙ୍କ ର ପ୍ରତ୍ୟେକ ଟି ଭିଡିଓ । ତେବେ ବର୍ତ୍ତମାନ ସମୟରେ ଫୁଣିଥରେ ନଜର ଆସିଛନ୍ତି ରାନୀ ପଣ୍ଡା । ତାଙ୍କୁ କୁଆଡେ କିଏ ବହୁତ ମା-ଡ଼ ମା-ରି-ଚି ଯାହା ଦ୍ବାରା ତାଙ୍କ ଆଖି ଲାଲ ଦେଖା ଯାଉଛି ଆଉ ତାଙ୍କ ଅବସ୍ଥା ବହୁତ ଖରାପ ହୋଇ ଯାଇଛି
କିନ୍ତୁ ରାନୀ ପଣ୍ଡା ଙ୍କ ଏ ବିଷୟ ରେ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ଆମେ ଦେଇଥିବା ବିବରଣୀ କୁ ବୁଝି ପାରିବେ ବା ବିବରଣୀ ବିଷୟ ରେ ସମ୍ପୁର୍ଣ୍ଣ ଜାଣି ପାରିବେ । ତାହେଲେ ଆପଣ ମାନେ ଜାଣିଥିବେ କି ରାନୀ ପଣ୍ଡା ଜଣେ ଯାତ୍ରା ର ଅଭିନେତ୍ରୀ । ସେ ବହୁତ ଗୁଡ଼ିଏ ନାଟକ ରେ ଅଭିନୟ କରିଛନ୍ତି । ତାଙ୍କ ଏକ ନାଟକ ର ରିୟଲସଲ୍ ହୋଇ ଥିଲା ଯେଉଁ ଥି ରେ ତାଙ୍କ ଅଭିନୟ ଥିଲା ସେ ଜଣକ ଠାରୁ ବହୁତ ମା-ଡ଼ ଖାଉଛନ୍ତି ।
ଆଉ ଏହି ନାଟକ୍ ର କିଛି ଅଭିନୟ ପାଇଁ ସେ ଆଖି ରେ ଗ୍ଲେସରିନ୍ ବ୍ୟବହାର କରିଛନ୍ତି ଆଉ ବହୁତ କାନ୍ଦିବା ଦ୍ବାରା ତାଙ୍କ ଆଖି ଲାଲ ହୋଇ ଯାଇଛି ଆଉ ଫୁଲି ଯାଇଛି । ତେବେ ତାଙ୍କ ର ଏହି ନାଟକ୍ ଟି ବହୁତ ଭଲ ହେଇଥିବ ଆଉ ଆପଣ ମାନେ ଜାଣିଛନ୍ତି ରାନୀ ପଣ୍ଡା ଯାତ୍ରା ରେ ବହୁତ ସୁନ୍ଦର ଅଭିନୟ କରନ୍ତି । ତାପରେ ପୁଣି ତାଙ୍କ ର ଏକ ନୂଆ ନାଟକ ଆସୁଛି ଯାହା ପାଇଁ କି ତାଙ୍କ ଦର୍ଶକ ମାନେ ବହୁତ ଉତ୍ସାହିତ ଅଛନ୍ତି ତାଙ୍କ ର ଏହି ନୂଆ ନାଟକ ଟିକୁ ଦେଖିବା ପାଇଁ । ଏହି ନାଟକର ନାମ ହେଲା ଶହେ ହାତୀ କୁ ଶହେ ଘୋଢା ରାନୀ ପଣ୍ଡା ଲଢିବ ଏକା ଏକା ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।