Breaking News

ଅଭିନେତ୍ରୀ ଲିପ୍ସା (Lipsa) ନିଜ ବାହାଘର ରେ ନିଜ ଗୀତରେ ନାଚିଲେ – ଦେଖନ୍ତୁ ଭିଡିଓ

ର୍ଶକ ବନ୍ଧୁ ବିବାହ ଘର୍ ହେଉଛି ଏମିତି ଏକ କାର୍ଯ୍ୟ , ଏହି ବିବାହ ଘର ର କାର୍ଯ୍ୟ ରେ ପରିବାର ଲୋକ ବେଶ୍ ହା ଖୁସି ରେ ରହି ଥାଆନ୍ତି । ବିବାହ ଘର ରେ ଗୋଟିଏ ପୁଅ ଘର ବହୁତ୍ ଖୁସି ହୋଇ ଥାଆନ୍ତି ଓ ଝିଅ ଘର ଲୋକ ଯେତିକି ଖୁସୀ ହୋଇ ଥାଆନ୍ତି ଅଧିକ ଦୁଃଖ କରି ଥାଆନ୍ତି । ଏହି ଦୁଃଖ ର କାରଣ କଣ ତାହା ଆପଣ ମାନେ ନିଶ୍ଚିନ୍ତ ଜାଣିଥିବେ ।

ଗୋଟିଏ ଝିଅ ତାର ଜୀବନ ରେ ନିଜ ବାପ ଘରେ କିଛି ସମୟ ବିତାଇ ଥାଏ ଓ ପରେ ଶାଶୁ ଘରେ ନିଜ ଜୀବନ ବିତାଇ ଥାଏ। ଜନ୍ମ ଗୋଟିଏ ଜାଗା ରେ ଓ ଜୀବନ ଶେଷ ପର୍ଯ୍ୟନ୍ତ ନିଜ ଶଶୁର ଘରେ । ଆପଣ ମାନେ ଜାଣିଥିବେ ଯେ ବିବାହ ଘର ସମ୍ପୂର୍ଣ ହୋଇବ ପରେ ଝିଅ ନିଜ ଅତୀତ ର କଥା କୁ ମନେ ପକାଇ ମନ୍ ଦୁଃଖ କରି ଥାଆନ୍ତି ।

ଅତୀତ ରେ ଅତୀ ବାହିତ କରିଥିବା ନିଜ ବାପ ଘରେ କଥା ମନେ ପକାଇ ବେଶ୍ କାନ୍ଦି ଥାଏ । ବିଶେଷ କରି ନିଜ ସାଙ୍ଗ ସାଥୀ ନିଜ ଘର ଲୋକ , ଭାଇ, ବାପା ମାଆ ମାନ ଙ୍କୁ ମନେ ପକାଇ । ଝିଅ କାନ୍ଦିବା ସାଧାରଣ କଥା । ବର୍ତ୍ତମାନ ସମୟ ରେ ଠିକ୍ ସେହିଭଳି ଭାବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଦର୍ଶକ ମାନ ଙ୍କ ଭଲ ପାଇବା କାରଣ ରୁ ଆଜି ଏହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ଅନେକ କିଛି ପାଇଛନ୍ତି । ନିଜ ଜବରଦସ୍ତ ଅଭିନୟ ପାଇଁ ଅନେକ ନାମ ଅର୍ଜନ କରିବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଗତକାଲି ଏହି ଅଭିନେତ୍ରୀ ବିବାହ ଘର ସରି ଯାଇଛି ।

ବିବାହ ଘର ଟି ବେଶ୍ ଧୁମ୍ ଧାମରେ ହୋଇଥିଲା ଓ ବିବାହ ଘର ଟି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଲିପ୍ସା ମିଶ୍ର ଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଛନ୍ତି ଓ ବହୁତ୍ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି ଓ ଆପଣ ମାନେ ନିଶ୍ଚିନ୍ତ ଭାବ ରେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉ ଥିବେ ଲିପ୍ସା ମିଶ୍ର ଙ୍କ ବାହାଘର ଭିଡିଓ ।

ବର୍ତ୍ତମାନ ସମୟ ରେ ଲିପ୍ସା ମିଶ୍ର ଙ୍କ ବିଦାୟ ବେଲ ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବକୁ ମିଳିଛି ଓ ଲିପ୍ସା ମିଶ୍ର ଭୋ ଭୋ ହୋଇ କାନ୍ଦୁ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *