Breaking News

ଅଭିନୟ ଛାଡିବା ପରେ କୁନି ପୁଅ ସହ କିପରି ସମୟ ବିତାଉଛନ୍ତି ରାନୁ କର (Ranu kar) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ଯେଉଁ ମାନେ କି ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବର୍ତ୍ତମାନ୍ ସମୟ ରେ ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଅଭିନୟ ଦୁନିଆ ରୁ ଦୂରେଇ ହୋଇଯିବା ପରେ ଭାରତ ବାହାର୍ ଦେଶ ରେ ରହୁଛନ୍ତି ।

ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ଭାରତ ଭାରର ବାହାର୍ ଦେଶ ରେ ରହୁଥିଲେ ମଧ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯିଏ ବି ଅଭିନୟ କରୁ ନା କାହିଁକି ଯଦି ସେମାନ ଙ୍କ ଅଭିନୟ ଦର୍ଶକ ମାନ ଙ୍କ ପଶନ୍ଦ ଆସିଥାଏ ତେବେ ସେ ସଦା ସର୍ବଦା ପର୍ଯ୍ୟନ୍ତ ଦର୍ଶକ ମାନ ଙ୍କ ହୃଦୟ ରେ ରହି ଥାଆନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଦେଖିଥିବେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ସିନ୍ଦୂର ବିନ୍ଦୁ ରେ ରଙ୍ଗବତୀ ଚରିତ୍ରରେ ଅଭିନୟ କରୁ ଥିବା ରାନୁ କର , ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ଜଗତ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ । ସିନ୍ଦୂର ବିନ୍ଦୁ ଧାରାବାହିକ ଟି ହେଉଛି ତାଙ୍କ ଅଭିନୟ ଦୁନିଆ ର ଶେଷ ଧାରାବାହିକ । ଏହି ଧାରାବାହିକ ଟି ରେ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।

ଏହି ଅଭିନେତ୍ରୀ ଜନକ ନିଜ ଅଭିନୟ ପାଇଁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ୱତନ୍ତ୍ର ପରିଚୟ ପାଇବା ସହ ଓଡ଼ିଶା ର ଘର୍ ଘରେ ପରିଚିତ । ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ସେ ସାଇଟ ହିରୋଇନ୍ ଚରିତ୍ର ରେ ସେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଥିଲେ । ଏହି ଅଭିନେତ୍ରୀ ଜନକ ସିନ୍ଦୂର ବିନ୍ଦୁ ଧାରାବାହିକ ରେ ଅଭିନୟ କରୁଥିବା ସମୟ ରେ ତାଙ୍କ ବିବାହ ଘର୍ ହୋଇଯାଇଥିଲା ।

ଯାହା ଫଳ ରେ ସେ ଏହି ଧାରାବାହିକ ଟି ଛାଡ଼ି ଦେଇଥିଲେ , ତାଙ୍କ୍ ସ୍ବାମୀ ଦୁବାଇ ରେ ଚାକିରୀ କରୁ ଥିବାରୁ ସେ ବିବାହ ପରେ ଓଡ଼ିଶା ଛାଡ଼ି ଭାରତ ବାହାର୍ ଦେଶ କୁ ଚାଲି ଯାଇଥିଲେ ଓ ସେଠାରେ ରହି ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ରାନୁ କର ନିଜ ପୁଅ ସହିତ ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ୍ ସମୟ ରେ ନିଜ ଶଶୁର ଘର କୁ ଫେରି ଆସୁଛନ୍ତି ଓ ଓଡ଼ିଶା ରେ ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *