Breaking News

ଅଭିନୟ ଛାଡିବା ପରେ ସ୍ଵାମୀ ରାକେଶ (Rakesh Dhala) ଓ ପୁଅ ସହ କିପରି ସମୟ ବିତାଉଛନ୍ତି ଅଭିନେତ୍ରୀ ଯାଜ୍ଞସେନୀ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଏହି ଅଭିନୟ ଦୁନିଆ ହେଉଛି ଏମିତି ଏକ ଦୁନିଆ ଯେଉଁ ଦୁନିଆ ଅନେକ ବ୍ୟକ୍ତି ନିଜ କଳା କୁ ଦେଖାଇ ଏହି ଦୁନିଆ ରେ ପରିଚିତ ହୋଇ ପାରିଛନ୍ତି । ଥର ଟିଏ ଯିଏ ଏହି ଦୁନିଆ ରେ ପାଦ ଦେଇ ଅଭିନୟ କରିଛି ତାକୁ ଦର୍ଶକ ମାନେ ସଦା ସର୍ବଦା ମନେ ରଖି ଥାଆନ୍ତି , ଅଭିନୟ ଦୁନିଆ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ଅଭିନୟ କରି ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପରେ ସେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଛନ୍ତି ।

ପ୍ରାୟତ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହି ଥାଆନ୍ତି । ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ ଏହି ଅଭିନୟ ଦୁନିଆ ରେ ବେଶ୍ ଲୋକ ପରିଚିତ ହେବା ପରେ ବିବାହ ବନ୍ଧନ ହେବା ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି ।

ଏହି ଅଭିନେତ୍ରୀ ଜଣକ ମଧ୍ୟ ନିଜ ଜୀବନ ସାଥି ଏହି ଅଭିନୟ ଦୁନିଆ ରୁ ପାଇଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଓଡ଼ିଆ ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଜାଜ୍ଞସେନି । ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।

ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ରେ ଭିନ୍ନ ଚରିତ୍ର ରେ ନଜର ଆସିଛନ୍ତି । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ଓ ଏହି ଅଭିନେତ୍ରୀ ଜଣକ ଏହି ଧାରାବାହିକ ଜଗତ ର ଜଣେ ଲୋକ ପ୍ରିୟ ଅଭିନେତା ଙ୍କୁ ନିଜ ଜୀଵନ ସାଥୀ ଭାବେ ବାଛି ନେଇଥିଲେ ଓ ଏହି ଅଭିନେତା ଜଣକ ହେଉଛନ୍ତି ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତା ସିମ୍ବା ।

ଉଭୟ ପରଷ୍ପର କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ବର୍ତ୍ତମାନ୍ ସମୟ ରେ ବେଶ୍ ଖୁସି ରେ ଅଛନ୍ତି । ଉଭୟ ବାପା ମା ମଧ୍ୟ ହୋଇଛନ୍ତି , ଉଭୟ ଏକ ପୁତ୍ର ସନ୍ତାନ ଅଛି । ଯାଜ୍ଞସେନି ବର୍ତ୍ତମାନ୍ ସମୟ ରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି ଓ ନିଜ ପୁଅ କୁ ସମୟ ଦେଉଛନ୍ତି ଓ ନିଜ ସମୟ କୁ ଅତି ବାହିତ କରୁଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ଜାଜ୍ଞସେନି ନିଜ ପୁଅ ସହ ମିଶି ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଆପଣ ମାନେ ଏହି ଦୃଶ୍ୟ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *