ଓଲିଉଡ଼ ସିନେମା ଜଗତର ଅଭିନେତା ଅମ୍ଳାନ ଦାସ୍ ବର୍ତ୍ତମାନ ତାଙ୍କ କୁନି ଝିଅ ଓ ସ୍ତ୍ରୀ ଭୂମିକା ଙ୍କ ସହିତ ସମୟ ବିତାଉ ଛନ୍ତି।ଅଭିନେତା ଅମ୍ଳାନ ଦାସ୍ ଙ୍କ ଝିଅ ଦେଖିବାକୁ ଅବିକଳ ମିହିର ଦାସ୍ ଙ୍କ ଭଳି ।ଝିଅ ର ମୁହଁ କୁ ଦେଖି ଅଭିନେତା ଅମ୍ଳାନ ଓ ତାଙ୍କ ସ୍ତ୍ରୀ ଭୂମିକା ଖୁସିରେ ବଞ୍ଚି ଯାଉଛନ୍ତି। ଅଭିନେତା ଅମ୍ଳାନ ଦାସ୍ ଙ୍କ ପରିବାର କହିଲେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଓ କୁନି ଝିଅ।କିଛି ବର୍ଷ ପୂର୍ବରୁ ଅମ୍ଳାନ ଙ୍କ ବାପା ଓଲିଉଡ଼ ର ବରିଷ୍ଟ ଅଭିନେତା ସ୍ୱର୍ଗତ ମିହିର ଦାସ୍ ଙ୍କ ର ଦେହାନ୍ତ ହୋଇ ଥିଲା। ସେ ଦୁଃଖ ଯାଇନି ତାଙ୍କର ସନ ଭାଇ ଙ୍କ ର ମୃତ୍ୟୁ ହୋଇଥିଲା ।
ଅଭିନେତା ଅମ୍ଳାନ ଦାସ୍ ବହୁତ୍ ଭାଙ୍ଗି ପଡ଼ିଥିଲେ ।ତାଙ୍କ ଜୀବନ ର ସବୁ ହସ ଖୁସି ଚାଲି ଯାଇଥିଲା ।ଆଉ ଏବେ ସେ ତାଙ୍କ ଝିଅ ମୁହଁ କୁ ଚାହିଁ ବଞ୍ଚି ଯାଉଛନ୍ତି ।ସେ ତାଙ୍କ ସ୍ତ୍ରୀ ଭୂମିକା ଙ୍କୁ ବହୁତ୍ ଭଲ ପାଆନ୍ତି। ଏବଂ ତାଙ୍କ ଝିଅ କୁ ମଧ୍ୟ ନିଜ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି।ଅମ୍ଳାନ ଦାସ୍ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ତାଙ୍କ ଅଭିନୟ କୁ ଓଡ଼ିଆ ଦର୍ଶକ ମାନେ ବହୁତ୍ ପସନ୍ଦ କରିଛନ୍ତି।ଅଭିନେତା ଅମ୍ଳାନ ଦାସ୍ ଟାର୍ଗେଟ ସିନେମା ଜରିଆରେ ଓଲିଉଡ଼ ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ।
ତାଙ୍କ ଅଭିନୟ କୁ ଓଡ଼ିଆ ଦର୍ଶକ ମାନେ ବେସ୍ ପସନ୍ଦ କରିଥିଲେ। ଏବଂ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଥିଲେ ।ସେ ତାଙ୍କ ବାପା ଙ୍କ ଭଳି ଜଣେ ପ୍ରତିଷ୍ଠିତ କଳାକାର ହୋଇ ପାରିନାହାନ୍ତି ସତ କିନ୍ତୁ ଯାହା ବି ସେ ଅଭିନୟ କରିଛନ୍ତି ସେ ସବୁ ଓଡ଼ିଆ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଛି।ଜଣେ ସୁନ୍ଦର୍ ଅଭିନେତା ଭାବରେ ଓଡ଼ିଆ ଦର୍ଶକ ମାନେ ତାଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି।କିଛି ଦିନ ପୂର୍ବରୁ ତାଙ୍କ ଜୀବନରେ ଅନେକ ଦୁଃଖ ଆସିଥିଲା ।ତାଙ୍କ ବାପା ସ୍ବର୍ଗତ ମିହିର ଦାସ ଙ୍କ ଦେହାନ୍ତ ପରେ ତାଙ୍କର ଏକମାତ୍ର ସହ ଭରସା ତାଙ୍କର ସାନ ଭାଇ ଥିଲେ।
ଆଉ ତାଙ୍କ ସାନ ଭାଇ ଙ୍କ ର ମଧ୍ୟ ମୃତ୍ୟୁ ହୋଇଗଲା ।ଅଭିନେତା ଅମ୍ଳାନ ଦାସ୍ ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲେ।ତାଙ୍କର ଶେଷ ସାହାରା ତାଙ୍କୁ ଛାଡି ଚାଲି ଯାଇଥିଲା।ଆଉ ବର୍ତ୍ତମାନ ସେ ତାଙ୍କ ଛୋଟ ଝିଅ ର ମୁହଁ କୁ ଚାହିଁ ଦିନ କାଟି ଦେଉଛନ୍ତି।ସେ ତାଙ୍କ ଝିଅ କୁ ନେଇ ବର୍ତ୍ତମାନ ବହୁତ୍ ଖୁସୀ ଥିବାର ନଜର ଆସିଛନ୍ତି। ଏବଂ ତାଙ୍କ ସ୍ତ୍ରୀ ଓ ଝିଅ ସହିତ ଅନେକ ଫୋଟୋ ମଧ୍ୟ ଉଠେଇ ଛନ୍ତି। ଏବଂ ଫୋଟୋ ଗୁଡ଼ିକ ସେ ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଛନ୍ତି। ଯେଉଁ ଫୋଟୋ ଗୁଡ଼ିକ ଏବେ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।