Breaking News

” ଅର୍ଚ୍ଚନା ନାଗ ଗଙ୍ଗାରେ ବହୁତ୍ ନେତା ଗାଧୋଇଛନ୍ତି ” : ଚାଞ୍ଚଲ୍ୟକର ଖୁଲସା ବିଧାୟକ ତାରା ପ୍ରସାଦ ବାହିନୀପତି … ଦେଖନ୍ତୁ ଭିଡିଓ

ବହୁର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ରାଜ୍ୟ ଉଠୁଥିବା, ପଡ଼ୁଥିବା ବେଳେ ତାଙ୍କୁ ବାନ୍ଧି ଦେଇ ଚୁପ୍‌ ବସିରହିଛି ପୁଲିସ୍‌। ଅର୍ଚ୍ଚନାଙ୍କ ଗିରଫଦାରୀଙ୍କୁ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ତାଙ୍କୁ ରିମାଣ୍ଡରେ ଆଣିବା ନାଁ ଧରୁନି ପୁଲିସ୍‌। ଏହି ମାମଲାରେ ବହୁ ବଡ଼ବଡ଼ିଆ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ପଛଘୁଞ୍ଚା ଦେଉଛି ପୁଲିସ୍‌।

ନେତା ପ୍ରଯୋଜକଙ୍କୁ ବ୍ଲା-କ-ମେ-ଲ କରି ଗି-ର-ଫ ହେଇଥିବା ଅର୍ଚନାଙ୍କ ଘର ଦେଖିଲେ ଆପଣ ତାଯୁବ ହେଇଯିବେ,ଘର ଏମିତି ହେଇଛି ଯେ ନେତା ମନ୍ତ୍ରୀଙ୍କ ଘର ମଧ୍ୟ ଯୁବତୀଙ୍କ ଘର ଆଗରେ ଫିକା ପଡି ଯିବ।ବିଶାଳ ଅଟ୍ଟାଳିକା,ଦାମୀ ଆସବାବପତ୍ର,ଦେଖିଲେ ଲୋକର ଆଖି ଝଲସି ଯିବ।ଘରର ସାଜ ସଜରେ ଅଭିଯାତ୍ୟ ଦେଖିବାକୁ ମିଳିଛି। ମହିଳାଙ୍କ ଘର ଦେଖିଲେ ଆପଣ ତାଯୁବ ହେଇଯିବେ,ଘର ଏମିତି ହେଇଛି ଯେ ନେତା ମନ୍ତ୍ରୀଙ୍କ ଘର ମଧ୍ୟ ଯୁବତୀଙ୍କ ଘର ଆଗରେ ଫିକା ପଡି ଯିବ।ବିଶାଳ ଅଟ୍ଟାଳିକା,ଦାମୀ ଆସବାବପତ୍ର,ଦେଖିଲେ ଲୋକର ଆଖି ଝଲସି ଯିବ।ଘରର ସାଜ ସଜରେ ଅଭିଯାତ୍ୟ ଦେଖିବାକୁ ମିଳିଛି।

ଅର୍ଚ୍ଚନା ନାଗ ଗଙ୍ଗାରେ ବହୁତ୍ ନେତା ଗାଧୋଇଛନ୍ତି। ଏମିତି ଚାଞ୍ଚଲ୍ୟକର ଖୁଲସା କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି | ବିଜେପି ଓ ବିଜେଡିର ନେତା ବହୁତ୍ ଗଧୋଇଛନ୍ତି। ବହୁ ଅର୍ଥ ଦେଇଛନ୍ତି। ଅନେକ ଲୋକଙ୍କ ସମ୍ପୃତି ଆସୁଛି। ବର୍ତ୍ତମାନ ମନ୍ତ୍ରୀ,ବିଧାୟକ ଓ ପ୍ରାଶାସନିକ ଅଧିକାରୀଙ୍କ ସଂପୃକ୍ତି ଆସୁଥିବାରୁ ପୋଲିସ ସ୍ଥାଣୁ ହୋଇ ଯାଇଛି। ଛୋଟ ଛୋଟ ପ୍ରସଙ୍ଗରେ ପୋଲିସ ସାମ୍ବାଦିକ ସମ୍ମିଲନି କରୁଛି।

କିନ୍ତୁ ଏହି ପ୍ରସଙ୍ଗରେ ଏବେ ପୋଲିସ କିଛି କହୁନୀ। ଅର୍ଚ୍ଚନା ଘଟଣାରେ ୭୦ କୋଟି ଟଙ୍କାର କାରବାର ହୋଇଥିଲେ ବି ପୋଲିସ ଗୋଟେ ବି ତଥ୍ୟ ରଖୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।ଏ ସବୁ ଭିତରେ ଅର୍ଚନା ଜାମିନ ଆବେଦନ କରିଥିବା ବେଳେ ଭୁବନେଶ୍ୱର /ଲେଡି ବ୍ଲା-କ-ମେ-ଲ-ର -ଅର୍ଚନା ନାଗ ଙ୍କ ଜାମିନ ଆବେଦନ କୁ ଖାରଜ କଲେ ଭୁବନେଶ୍ୱର ଏସ ଡି ଜେ ଏମ କୋର୍ଟ ।

ତେବେ ଯାହା ପାଖରେ ବଡ଼ ବଡ଼ ଲୋକ ମାନଙ୍କର ଧାଡ଼ି ଲାଗୁଥିଲା ଅର୍ଚ୍ଚନା ଙ୍କୁ ଭେଟିବା ପାଇଁ, ଆଜି ଅର୍ଚ୍ଚନା ଜେଲ ଭିତରେ ଅଛି।ଆଉ ଅନେକ ବଡ଼ ବଡ଼ିଆ ଠକ ଅର୍ଚ୍ଚନା ଙ୍କୁ ଭେଟ ମଧ୍ୟ ଯାଇ ପାରୁ ନାହାଁନ୍ତି କାରଣ ସମସ୍ତଙ୍କୁ ପୋଲିସ ଆଉ ଅର୍ଚ୍ଚନା ର ଭୟ ରହିଛି।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *