ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ଅର୍ଚ୍ଚନା ନାଗ ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛନ୍ତି । ବଡ ବଡ଼ିଆ ଙ୍କୁ ପ୍ରେମ ଜାଲ୍ ରେ ଫସାଇ କେମିତି କୋଟି କୋଟି ଟଙ୍କା ରୋଜଗାର କରି ଥିଲେ ଅର୍ଚ୍ଚନା ନାଗ । ଗିରଫ ହେବା ପରେ ତାଙ୍କ ର ସବୁ ଗୁମର ଖୋଲିବାରେ ଲାଗୁଚି । ମାୟାବିନୀ ଥିଲା ସେ ଅର୍ଚ୍ଚନା । ଅର୍ଚ୍ଚନା ବିଷୟ ରର ବହୁତ କିଛି କଥା ସାମ୍ନା କୁ ଆସୁଛି ଯାହା ଦିନ କୁ ଦିନ ଆହୁରି ସକ୍ ଦେଉଛି ।
ଅର୍ଚ୍ଚନା ନାଗ 4 ରୁ 5 ବର୍ଷ ଭୀତ ରେ କୋଟି କୋଟି ସମ୍ପତି ର ମାଲିକିଆଣି ହେଲେ କେମିତି ଏହା ଜଣେ ସାଧାରଣ ଲୋକ ପାଇଁ ଜମା ବି ସମ୍ଭବକର ନୁହଁ । କାରଣ ଆଜି ର ଜୀବନ ରେ ଲୋକ ମାନେ ଆଗକୁ ଯିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ତଥାପି ଏତେ ସ୍ପିଡ଼ ରେ କେହି ଆଗକୁ ଯାଇ ପାରି ନାହାନ୍ତି ଯେମିତି ଅର୍ଚ୍ଚନା ନାଗ ସଫଳତା ପାଇଲେ କୋଟି କୋଟି ସମ୍ପତି ର ମାଲିକିଆଣି ହେବା ପାଇଁ ।
ଏ ନେଇ ପ୍ରମିଳା ମାଡାମ୍ ମଧ୍ୟ କିଛି ପ୍ରତିକ୍ରିୟା ରଖିଛନ୍ତି ତେବେ ବନ୍ଧୁଗଣ ଏ ସବୁ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର୍ ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ସମସ୍ତେ ନିଜ ନିଜ ର ପ୍ରତିକ୍ରିୟା ରଖୁଛନ୍ତି ଅର୍ଚ୍ଚନା ନାଗ ଙ୍କ ବିଷୟ ରେ ।
ତେବେ ଏ ନେଇ ପ୍ରମିଳା କଣ କହୁଛନ୍ତି ଆସନ୍ତୁ ଜାଣିବା । ଅର୍ଚ୍ଚନା ନାଗ ଜଣେ ମାଷ୍ଟର ମାଇଣ୍ଡ ର ଝିଅ ତାର ଯଦି ବୁଦ୍ଧି ନଥାନ୍ତା ତାହେଲେ ସେ ଏତେ ବଡ଼ ଖେଳ କରି ନଥାନ୍ତା । ଅର୍ଚ୍ଚନା ନାଗ ର ଯଦି ଦୋଷ ନଥାନ୍ତା ତାହେଲେ ପୋଲିସ ତାକୁ ଅରେଷ୍ଟ କଲା କେମିତି , ଆଉ ଏତେ ଧନ ସମ୍ପତି ଆଣିଲା କେଉଁଠୁ । ଆଉ ଏତେ ଧନ ସମ୍ପତି ଏତେ କମ ଦିନ୍ ରେ ଇନକମ୍ କରିବା ଜମା ନି ସହଜ ନୁହଁ ।
ଯେଉଁ ରାସ୍ତା ରେ ଅର୍ଚ୍ଚନା ଇନକମ୍ କରିଛି ସେ ରାସ୍ତା ଜମା ବି ଠିକ ନୁହଁ ଆଉ ଯାହା କରିଛି ତାହା ଠିକ ନୁହଁ ତେଣୁ ସେ ଦଣ୍ଡ ପାଇବା ଦରକାର । ସାଧାରଣ ଘରେ ଗୋଟିଏ ଇନଭେକ୍ଟର୍ କିଣିବାକୁ ବହୁତ କଷ୍ଟ ହେଉଛି ଏମିତି ରାତାରାତି କୋଟିପତି ହେବା ବହୁତ କଷ୍ଟ କିନ୍ତୁ ତାହା ପାଇଁ କେମିତି ସହଜ ହେବ।
ଆଉ ଯଦି ଅର୍ଚ୍ଚନା ର ଦୋଷ ନାହିଁ ତାହେଲେ କିପରି ପୋଲିସ ପ୍ରସାସନିକ୍ ଧରିଲା କେମିତି ଆଉ ରାତାରାତି କୋଟିପତି ହେଲା କେମିତି ଏ ନେଇ ତଦନ୍ତ ପୁରା କରା ଯାଉ ଆଉ ଅର୍ଚ୍ଚନା କୁ ଦଣ୍ଡ ଦିଆ ଯାଉ ବୋଲି ପ୍ରମିଳା ତାଙ୍କ ମତ ରଖି କହିଛନ୍ତି ।