Breaking News

ଅର୍ଚ୍ଚନା ନାଗ ର ଆଉ ଏକ ବଡ ଖୁଲାସା – ବରିଷ୍ଠ ଅକ୍ଷୟ ପରିଜାଙ୍କୁ କହିଥିଲା ୩ କୋଟି ଦିଅ ନହେଲେ… ଦେଖନ୍ତୁ ଭିଡିଓ

ଅର୍ଚ୍ଚାନର ହେଲା ବଡ ଖୁଲାସା । ପ୍ରଜୋଜକ ବଖାଣିଲେ ସମସ୍ତ କଥା । କେମିତି ଚାଲିଥିଲା ହନିଟ୍ରାପ ଓ ବ୍ଲା-କ-ମେ-ଲିଂ । ଫିଲ୍ମ ପ୍ରଜୋଜକ୍ ଅକ୍ଷୟ ପରିଜା ଏତଲାର ଅର୍ଚ୍ଚନା ବିରୋଦ୍ଧ ର ଏକ୍ସକ୍ଲୁସିଭ୍ କପି । ହ-ନି ଟ୍ରା-ପ ରେ ଫସାଇ ମାଗି ଥିଲା 3 କୋଟି ଟଙ୍କା । ପୁରା ଘଟଣା ପଛରେ ଥିଲା ରହସ୍ୟମୟି । ଅର୍ଚ୍ଚନାଙ୍କ ଏହି କାମରେ ତାଙ୍କ ସାଥିରେ ଥିଲେ ଆଉ ଜଣେ ମହିଳା । ଟଙ୍କା ଦିଅ ନହେଲେ ପି-ସ୍ ପି-ସ୍ କରିଦେବି ।

ଜୀବନ ରୁ ମା-ରି ଦେବାକୁ ଧ-ମ-କ ଦେଉଥିଲେ ତାହା ସହ ପୁରା ବରବାଦ କରି ଦେବାର ପୁରା ଧ-ମ-କ ବି ମିଳୁ ଥିଲା । ନିଜେ ଅର୍ଚ୍ଚନା କୁଆଡେ ସାମ୍ନା ସାମ୍ନି କହୁଥିଲେ । ଏଭଳି କହି ଥିଲେ ବୋଲି ନିଜେ ଅକ୍ଷୟ ପରିଜା କହୁଥିଲେ । ଥାନା ରେ ଦେଉଥିବା ଏତଲା ସାଥିରେ ପ୍ରଥମେ ନିଜକୁ ଆଇନଜିବି ଭାବରେ ପରିଚୟ ଦେଇ ଥିଲେ ଅର୍ଚ୍ଚନା ନାଗ ।

ଆଉ ଅର୍ଚ୍ଚନା ଜଣେ ଯୁବତୀ ସହ ପ୍ରଜୋଜକ୍ ଙ୍କ ଅ-ନ୍ତ-ର-ଙ୍ଗ୍ ମୁହୂର୍ତ୍ତ ର ଭିଡିଓ ଥିବା କହି ଥିଲେ । ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣକ ତାଙ୍କ ବିରୋଦ୍ଧ ରେ ଥାନା କୁ ଯିବେ ବୋଲି ଧ-ମ-କା-ଇ ଥିଲା । ନହେଲେ ମାନ ହାନି ସହ ତାଙ୍କର କ୍ୟାରିଅର ବରବାଦି କରିଦେବ ବୋଲି ଧ-ମ-କା-ଇ ଥିଲା ।

ସମ୍ମାନ ହାନି ଭୟ ରେ ବୁଝାବଣା କରିବାକୁ ରାଜି ହୋଇ ଥିଲା ଅକ୍ଷୟ ପରିଜା । ଏଠି ପାଇଁ ଭୁବନେଶ୍ଵର ର ସ୍ୟାଣ୍ଡି ଟ୍ୟାୱାର ସହ ଅର୍ଚ୍ଚନା ସହ ଭେଟି ଆଲୋଚନା ମଧ୍ୟ କାରି ଥିଲେ । ହେଲେ ସେଠାରେ କୁଆଡେ ମାମଲା ରଫା ଦଫା କରିବା ପାଇଁ 3 କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା ନାଗ । ଟଙ୍କା ନଦେଲେ ଖ-ଣ୍ଡ ଖ-ଣ୍ଡ କରି କାଟି ଦେବି ବୋଲି କହି ଥିଲା ଅର୍ଚ୍ଚନା ନାଗ ।

ଏମିତି କି ଭୁବନେଶ୍ଵର ବାହାର କୁ ଯାଇ ପାରିବେ ନାହିଁ ବୋଲି ଧ-ମ-କ ଦେଇ ଥିଲା ଅର୍ଚ୍ଚନା ନାଗ । ତେବେ ଅର୍ଚ୍ଚନା କଥା ରେ ସଂନ୍ଦେହ ହେବାରୁ ତାଙ୍କୁ ଫସେଇବା ରେ ସେହି ଯୁବତୀ କୁ ବ୍ୟବହାର କରୁଥିଲା ବୋଲି ଜାଣିବାକୁ ପାଇଥିବା ବୋଲି କହିଛନ୍ତି । ଯଦି ଏହି ଘଟଣା ସତ ହୋଇ ଥାଏ ତେବେ ଏହା ସାଙ୍ଘାତିକ । ହେଲେ ଏଠାରେ ପ୍ରଶ୍ନ କି ଏହି ଅଭିଯୋଗ କୁ କେତେ ଗୁରୁତ୍ବର ସହ ନେଉଛି କମିସେନରେଟ୍ ପୋଲିସ । ଏହି କପି ଆଧାର ରେ ତଦନ୍ତ ହେଉଛି ତ ପ୍ରଜୋଜକ୍ କୁ ଡାକି ଅଲୋଚନା କଲାଣି କି ନାହଁ ପୋଲିସ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *