Breaking News

ଅର୍ଚ୍ଚନା ନାଗ (Archana Nag) ଙ୍କ ଫାଶରେ ମାଳ ମାଳ ନେତା, ପ୍ରତିଦିନ ଆସୁଛି ନୂଆ ନୂଆ ନେତା ଫଟୋ- ଦେଖନ୍ତୁ ଭିଡିଓ

ଲେଡି ବ୍ଲା-କ ମେଲର ଅର୍ଚ୍ଚନା ନାଗ ଫାଶ ରେ ମାଳ ମାଳ ନେତା । ପ୍ରତିଦିନ ସାମ୍ନା କୁ ଆସୁଛି ପାୱାରଫୁଲ୍ ଙ୍କ ସହ ନୂଆ ନୂଆ ଫଟୋ । କିଏ ରାଣୀ ମହୁ ମାଛି କଡ ରେ ଛିଡା ହୋଇ ହୋସ୍ ଦେଇଛି ତ କିଏ ଅର୍ଚ୍ଚନା ନାଗ ଙ୍କ ସ୍ବାମି ଜଗବନ୍ଧୁ ଚାନ୍ଦ ଙ୍କୁ ଜାବୁଡି ଧରିଛି । ସୋସିଆଲ୍ ମିଡ଼ିଆ ରେ ଘୋରି ବୋଲୁଥିବା ଏହି ଫଟୋ ସବୁ କୁ ଆପଣ ମାନେ ବହୁତ ଭଲ ଭାବରେ ଦେଖି ପାରୁଥିବେ ଗୋଟିଏ ଫ୍ରେମ୍ ରେ ଅଛନ୍ତି ବ୍ଲାକମେଲର ଦମ୍ପତି ଙ୍କ ସହ ବରିଷ୍ଠ ବିଜେଡି ର ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଓତରାୟ ଙ୍କ ପୁଅ ମନ୍ମଥ ରାଓତରାୟ ।

ସେମିତି ଆଉ ଏକ ଫଟୋ ରେ କେବଳ ଜଗବନ୍ଧୁ ଚାନ୍ଦ ସହ ଅଛନ୍ତି ସୂର୍ଯ୍ୟ ପାତ୍ର ଏବଂ ମନ୍ମଥ ରାଓତରାୟ । ଲେଡି ବ୍ଲାକମେଲର ଏବଂ ସ୍ବାମି ଙ୍କ ସହ ବିଜେଡି ନେତା ଙ୍କ ଫଟୋ ଆସିବା ପରେ ଏବେ ଆଉ ଏକ ଫଟୋ ମଧ୍ୟ ଅଛି ଖୁଦ୍ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଲକ୍ଷ୍ମୀ ପୁର ର ପୂର୍ବତନ ବିଧାୟକ ତଥା ବିଜେଡି ନେତା କୈଳାସ କୁଲେସିକା ଜଗବନ୍ଧୁ ଚାନ୍ଦ ଙ୍କ ସହ ଫଟୋ ରେ ଥିଲା ବେଳେ ରେମୁଣା ର ବିଧାୟକ ସୁଧାଂଶୁ ପରିଡା ବି ତାଙ୍କ ସହ ଉଠେଇ ଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି ।

ଖାଲି ସେତିକି ନୁହେଁ ସୁନ୍ଦରଗଡ଼ ର ସାଂସଦ ଜୁଏଲ ଓରାମ୍ ଙ୍କ ର ଫଟୋ ବି ସାମାଜିକ ଗଣ ମାଧ୍ୟମ ରେ ଭାଇରାଲ୍ ହେଉଛି । ଯେଉଁ ଥିରେ କିଛି ଲୋକ ଙ୍କ ଭିଡ଼ ଭିତ ରେ ଅଛି ରହସ୍ୟମୟୀ ଅର୍ଚ୍ଚନା । ୟାଙ୍କୁ ନେଇ ସୃଷ୍ଟି ହେଉଛି ହାଇଚଇ । ଭାଇରାଲ୍ ଫଟୋ କୁ ନେଇ ମନ୍ତ୍ରୀ ସାରକା କହିଛନ୍ତି ଉକ୍ତ୍ ମହିଳା କି ତାଙ୍କ ସ୍ବାମି ଙ୍କୁ ବିଲକୁଲ୍ ଚିହ୍ନିନାହାନ୍ତି ।

ସେହି ପରି ଜୁଏଲ କହିଛନ୍ତି ଆମେ ପବ୍ଲିକ ଲୋକ ଆମ ସହ ଅନେକ ଲୋକ ଫଟୋ ଉଠାନ୍ତି ତେଣେ ବିଜେପି ନେତା ବାବୁ ସିଂ ଦାବି କରିଛନ୍ତି କେବଳ ଏତିକି ନୁହନ୍ତି ବିଜେଡି ର 25 ରୁ ଅଧିକ ନେତା ଲେଡି ବ୍ଲାକମେଲର ଘର କୁ ଯାଆସ ପ୍ରମାଣ ରହିଛି । ସେହି ପରି କଂଗ୍ରେସ ବିଧାୟକ୍ ସୁର ରାଉତରାୟ କହିଛନ୍ତି ଏ ମାମଲା ରେ ଯାହାର ନାଁ ଆସୁଛି ତଦନ୍ତ ପରିସର କୁ ଅଣା ଯାଉ ।

ନେତା ଙ୍କ ସହ ମାଳ ମାଳ ଫଟୋ ଆଉ ଆଲିସାନ ବଙ୍ଗଳା ଆଭିଜାତ୍ୟ ଜୀବନ ଓ ବ୍ଲା-କ ମେଲିଂ ର ଅଭିଯୋଗ ତେବେ ଜଣେ ରହସ୍ୟମୟୀ ଓ ତାଙ୍କ ସ୍ବାମି ଙ୍କୁ ନେଇ ସାରା ରାଜ୍ୟ ରେ କିଛି ଦିନ ଧରି ହଇଚଇ ସୃଷ୍ଟି ହୋଇ ଥିବା ବେଳେ ପ୍ରଥମ ଥର ପାଇଁ ଆଜି ମୁହଁ ଖୋଲିଚି କମିସେନରେଟ୍ ପୋଲିସ । ଭୁବନେଶ୍ଵର ର ଡିଶିପ୍ କହିଛନ୍ତି ଅର୍ଚ୍ଚନା ନାଗଙ୍କ ବିରୋଧ ରେ ଅକ୍ଟୋବର 2 ରେ ଖଣ୍ଡଗିରି ଥାନା ରେ ଜଣେ ଯୁବତୀ କରିଥିଲେ କି ବ୍ୟକ୍ତିଗତ ଫଟୋ କୁ ରଖି ଅର୍ଚ୍ଚନା ବ୍ଲା-କ-ମେ-ଲ୍ କରୁଥିବା ଅଭିଯୋଗ ପରେ ଅର୍ଚ୍ଚନା ଙ୍କ ନାଁ ରେ ଧାରା 387 , 420 , 506 ଓ ଆଇଟି ଆକଟ୍ ରେ ମାମଲା ରୁଜୁ ହୋଇଛି ।

ବନ୍ଧୁତ୍ୱ ବଢାଇବା ପରେ ବ୍ୟ-କ୍ତି-ଗ-ତ ଫଟୋ ଉଠାଇ ଥିଲେ ମହିଳା ଆଉ ଯାହାକୁ ନେଇ ପରେ ତାକୁ ନେଇ ବ୍ଲା-କ-ମେ-ଲ୍ କରୁଥିଲେ ଏହି ମାମଲା ରେ ଅର୍ଚ୍ଚନା ଙ୍କ ଘରୁ ପେନ ଡ୍ରାଇଭ୍ , ଲାପଟପ୍, ବ୍ୟାଙ୍କ୍ ପାସବୁକ୍ ଜବତ ହୋଇଛି । କେଉଁ ମାନେ ସବୁ ବ୍ଲା-କ ମେଲର ଶିକାର ହୋଇଛନ୍ତି ତଦନ୍ତ୍ ଚାଲିଛି ଓ ଅର୍ଚ୍ଚନା ଙ୍କ ସ୍ବାମି ଙ୍କୁ ହାଜର ହେବାକୁ ନୋଟିସ ହୋଇଛି । ଦରକାର ପଡିଲେ ଅର୍ଚ୍ଚନା ଙ୍କୁ ରିମାଣ୍ଡ ରେ ଅଣା ଯିବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *