ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ରାଜଧାନୀ ରେ ବଡ ବଡ଼ିଆ ଙ୍କୁ ପ୍ରେମ ଜା-ଲ୍ ରେ ଫସାଇ କୋଟି କୋଟି ଟଙ୍କା ରୋଜଗାର କରି ଥିଲେ ଅର୍ଚ୍ଚନା ନାଗ ଯାହା କି ଏବେ ପୋଲିସ ହାତ ରେ ଧରା ପଡିଲା ପରେ ସବୁ ଘଟଣା ଏବେ ସାମ୍ନା କୁ ଆସୁଛି । ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ଏକ ରାଜ ପ୍ରସାଦ ଭଳି ଘର ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ ହେବାକୁ ଲାଗୁଚି ।
ତାହା ହେଉଛି ଅର୍ଚ୍ଚନା ଙ୍କ ଭୁବନେଶ୍ଵର ରେ ଥିବା ଘର । ଅର୍ଚ୍ଚନା ଙ୍କ ଶାଶୁ ଘର ହେଉଛି ଭଙ୍ଗା ଆଜେବେଷ୍ଟ ଘର ଯେଉଁଥି ପାଇଁ ମନା କରି ଦେଇଥିଲେ ଆଉ ଭୁବନେଶ୍ଵର ରେ ତାଙ୍କ ଲୀଳା ଆରମ୍ଭ କରି ଦେଇ ଥିଲେ । ତେବେ ଅର୍ଚ୍ଚନା କୁ ତାଙ୍କ କାମ ରେ ସାହାଯ୍ୟ କରୁଥିବା ତାଙ୍କ ସ୍ବାମି ଜଗବନ୍ଧୁ ଚାନ୍ଦ ଫେରାର ଅଛନ୍ତି ।
ଏ ନେଇ ବହୁତ କଥା ଆସୁଛି ଅର୍ଚ୍ଚନା ନାଗ ଙ୍କ ବିଷୟ ରେ । ଯାହା ଆପଣ ମାନେ ବି ଜାଣିଥିବେ ସେ ସବୁ ବଡ଼ ବଡ଼ିଆ ବ୍ୟକ୍ତି ଙ୍କୁ ନିଜ ପ୍ରେମ ରେ ଫସେଇ ବହୁତ ସାରା ଧନ ଲୁଟିଛନ୍ତି । ଏ ନେଇ ସୁର ରାଓତରାୟ ତାଙ୍କ ର କଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା । ବନ୍ଧୁଗଣ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ଯାଇ ଆମ ର ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।
ସୁର ରାଓତରାୟ କହିଛନ୍ତି ଏମିତି ସବୁ କରିବା ଦ୍ବାରା ଓଡିଶା ବଦନାମ ହେଇ ଯାଉଛି । ଆଗରୁ ବହୁତ 50 ବର୍ଷ ର ମଧ୍ୟ ବିଧାୟକ ଅଛନ୍ତି ଏତେ କଳଙ୍କିତ ସମାଜ କରିବା ଠିକ ନୁହଁ । ଅର୍ଚ୍ଚନା ନାଗ ଯେଉଁ ପରି ଜାଲ ବିଛେଇ ଛନ୍ତି ବହୁତ ନେତା ବହୁତ ଅଫିସର ଙ୍କ ନାଁ ଆସୁଛି ସେ କଂଗ୍ରେସ ନାଁ ଆସୁ କି ସୁର ରାଓତରାୟ ଙ୍କ ପୁଅ ନାଁ ଆସୁ କି ବିଜେପି କି ବିଜେଡି ନାଁ ଆସୁ କିମ୍ବା ସେ କଉ ବଡ଼ ଅଫିସର ଙ୍କ ନାଁ ଆସୁ ଏଠି ପାଇଁ ଏକ ବିହିତ କାର୍ଯ୍ୟାନୁଷ୍ଠାନ୍ କରା ଯାଉ ।
ଏଥିରେ କ୍ରା-ଇ-ମ୍ ଇନକ୍ୟୁଆରି କରା ଯାଉ ଏଥିରେ ଯିଏ ବି ମିଶି ଥିବା ତାକୁ ଆରେଷ୍ଟ୍ କରା ଯାଉ ଏଥିରେ ସେ ଯିଏ ବି ହେଉ ଯେମିତି କି ସୁର ରାଓତରାୟ ନିଜେ ହୁଅନ୍ତୁ କି ତାଙ୍କ ପୁଅ କିମ୍ବା କେଉଁ ବରିଷ୍ଠ ଲୋକ ହେଉ ବାସ ତାଙ୍କୁ ଦଣ୍ଡ ମିଳିବା ଦରକାର ।
ଏମିତି ନକଲେ ଓଡିଶା ତା ପୁରା ନିନ୍ଦିତ୍ ବା କଳଙ୍କିତ ହେଇ ଯାଉଛି । ତେଣୁ ଓଡିଶା କୁ ଆଉ ବାଦ ନକରାଜାଉ ଆଉ ଏମିତି ସବୁ କାମ କରା ଯାଉ ଯେମିତି ସମସ୍ତେ ଗର୍ବ ସହ ରାସ୍ତା ରେ ଚାଲିବେ ଆଉ ଯେଉଁ ମାନେ ଭୁଲ କରୁଛନ୍ତି ତାଙ୍କୁ ଉଚିତ ଦଣ୍ଡ ଦିଆ ଯାଉ । ଏମିତି କିଛି କହିଥିବାର ନଜର ରେ ଆସିଛନ୍ତି ସୁର ରାଓତରାୟ ଯାହା ଏବେ ବହୁତ ଭାଇରାଲ୍ ହେବାକୁ ଲାଗୁଛି ସୋସିଆଲ୍ ମିଡ଼ିଆ ରେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।