ଖାଲି ଅର୍ଚ୍ଚନା ନୁହନ୍ତି ତାଙ୍କ ପାଖ ରେ ଥିଲେ ଅନେକ ସୁନ୍ଦରୀ ଆଉ କମ ବୟସ୍କ ସୁନ୍ଦରୀ ସୁନ୍ଦରୀ ଝି-ଅ । ଆପଣ ମାନେ ଅନୁ ମାନ କରି ପାରୁ ଥିବେ କି କୋଟିପତି ଓ ବଡ଼ ବଡ଼ିଆ ଦେଖିଲେ ମନ ଲାଖି ଯିବ। ଆଉ ଆଖି ହଟିବ ନାହିଁ । ଅର୍ଚ୍ଚନା ମୁଣ୍ଡ ରେ ସିନ୍ଦୁର ଲଗାଇ ଅନ୍ୟ ମାନଂକୁ ଫସେଇ ପାରୁ ଥିବେ । ଅର୍ଚ୍ଚନା ଦେଖିବାକୁ ସୁନ୍ଦର ଥିଲେ । ଆଉ ନିଜ କୁ ପୁରା ମେଣ୍ଟନ୍ କରି ରଖୁ ଥିଲେ । କିନ୍ତୁ ବଡ଼ ବଡ଼ିଆ କୁ ଫସେଇବା ପାଇଁ ଆହୁରି ସୁନ୍ଦରୀ ସୁନ୍ଦରୀ ଝିଅ ଙ୍କୁ ମଧ୍ୟ ତାଙ୍କ ଗେମ ରେ ସାମିଲ କରୁ ଥିଲେ । ସେମାନଙ୍କୁ ଅର୍ଚ୍ଚନା ବ୍ୟବହାର କରି କମାଉ ଥିଲେ କୋଟି କୋଟି ଟଙ୍କା ।
ଯେଉଁ ଟଙ୍କା ରେ ତିଆରି କରିଛନ୍ତି ଏହି ସୁନ୍ଦର ରାଜ ପ୍ରସାଦ ଭଳି ଘର । ତେବେ ଅର୍ଚ୍ଚନା କଣ୍ଟାକ୍ଟ ରେ ଥିବା ସୁନ୍ଦରୀ ସୁନ୍ଦରୀ ଝିଅ କିଛି କମ ନଥିଲେ । ସେମାନେ ବି ଦେଖିବାକୁ ବହୁ ସୁନ୍ଦର । ଆପଣ ମାନେ ଏହି ଭିଡିଓ ମଧ୍ୟ ରେ ଦେଖି ପାରୁଥିବେ ସୁନ୍ଦରୀ ଅର୍ଚ୍ଚନା ଙ୍କ ସହ ଆଉ ଜଣେ ସୁନ୍ଦରୀ ମଧ୍ୟ ଅଛନ୍ତି ଆଉ କଥା ହେଉଛନ୍ତି ରାତି ର ସାଥି ବିଷୟ ର କଥା । ତେବେ ଆପଣ ମାନେ ଦେଖି ପାରୁଥିବେ ଏ ହୋଟେଲ ଏମିତି ସେମିତି ହୋଟେଲ ନୁହଁ ଏ ହୋଟେଲ ବହୁତ ନାମି ଦାମି ଅଟେ ।
ସବୁ କିଛି ଅର୍ଚ୍ଚନା ଙ୍କ ର ନାମି ଦାମି । ଯାହାକି ଏବେ ଝାରପଡା ଜେଲ ଭୀତ ରେ ମଉଳି ଯାଉଛି । କାରଣ ଝାରପଡା ଜେଲ ଭିତ ରେ କମଳ ପାରି କି ଶୋଉ ଛନ୍ତି ଅର୍ଚ୍ଚନା । ଗତ ରାତି ରେ ହିଁ ମନେ ପଡି ଯାଇ ଥିବ ପାପ ସମ୍ରାଜ୍ୟ କିପରି ଗୋଟିଏ କ୍ଷଣ ରେ ଧୂଳି ସାତ ହେଇ ଯିବ । ଏଠାରେ କହି ବାକୁ ଚାହୁଁଛୁ ଅର୍ଚ୍ଚନା ଯେତିକି ସୁନ୍ଦରୀ ତାଙ୍କ ର କଣ୍ଟାକ୍ଟ ରେ ଅନ୍ୟ ଝିଅ ମାନେ ଆହୁରି ସୁନ୍ଦରୀ ଥିଲେ ।
ସେ ସୁନ୍ଦରୀ ଝିଅ ମାନଂକୁ ନେଇ କରୁଥିଲେ ଏମିତି ଡ୍ରିଲ ଆଉ ରାତି ର ସାଥି ସହିତ କମାଉ ଥିଲେ କୋଟି କୋଟି ଟଙ୍କା । ସେମାନଙ୍କ ସହିତ ଅର୍ଚ୍ଚନା ଶା-ରୀ-ରି-କ ସମ୍ପର୍କ ନରଖି ଲେ ମଧ୍ୟ ଅନ୍ୟ ସୁନ୍ଦରୀ ଝିଅ ମାନଂକୁ ସାମ୍ନା କୁ ଆଣି ଦେଉ ଥିଲେ ଯାହା କୁ ଦେଖି ଆଖି ଲାଖି ଯାଉଥିଲା ବଡ଼ ବଡ଼ିଆ ଲୋକ ଙ୍କ ର । ଆଉ ସିଧା ବେଡ ରୋମ କୁ ଚାଲୁ ଆସୁଥିଲେ । ଘଟଣା କିଛି ଏମିତି ଯେତେବେଳେ ଅର୍ଚ୍ଚନା ଚାହାନ୍ତି କିଛି ବଡ ବଡ଼ିଆ କୁ ଫସେଇବା କୁ ସେତେବେଳେ ସେ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାନ୍ତି ।
ତାପରେ ବନ୍ଧୁତ୍ବ ସ୍ଥାପନ କରନ୍ତି ଆଉ ତା ପରେ ନିଜ ର ଦୁଃଖ ର କାହାଣୀ ମଧ୍ୟ କୁହନ୍ତି ଏମିତି କି ତାଙ୍କ ସ୍ବାମି ହସ୍ପିଟାଲରେ ପଡିଛନ୍ତି ତା ସହିତ ଶା-ରୀ-ରି-କ୍ ସମ୍ପର୍କ ଲୋଭ୍ ଦେଖନ୍ତି ବଡ଼ ବଡ଼ିଆ କୁ ଆଉ ସେ ଲୋଭ ରେ ଦୌଡ଼ି ଆସନ୍ତି ସିଧା ବେଡ଼ ରୋମ କୁ ଆଉ ସେଇଠି ହୁଏ ଶା-ରୀ-ରି-କ୍ ସମ୍ପର୍କ ଆଉ ତାର ସମ୍ପୁର୍ଣ୍ଣ ଭିଡିଓ ଲାଗି ଥିବା ସିସି ଟିଭି ରେ କଏଦ୍ ହୁଏ । ଯାହାକୁ ନେଇ ସିଧା ବ୍ଲାକମେଲ କରନ୍ତି ଅର୍ଚ୍ଚନା ଆଉ କମେଇ ନିଆନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏଥର ବିଫଳ ହୋଇ ଗଲେ ଅର୍ଚ୍ଚନା ।
ଧରା ପଡି ଗଲା ତାଙ୍କ ର ସବୁ ଚାଲାକ । ଯେଉଁ ଥିରେ ସାମିଲ୍ ଥିଲେ ସେହି ସ୍ବାମି ମଧ୍ୟ । ଆଉ ଏବେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ କଥା ଖାଲି ଅର୍ଚ୍ଚନା ଙ୍କ ପାଖ ରେ ନାହିଁ କାରଣ ବହୁତ ସୁନ୍ଦର ଝିଅ କୁ ମଧ୍ୟ ଏଠି ରେ ବ୍ୟବହାର କରୁଥିଲେ ଅର୍ଚ୍ଚନା । ସେମାନଙ୍କ ଜରିଆରେ ଏମିତି ଟଙ୍କା ରୋଜଗାର କରୁଥିଲେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।