Breaking News

ଅର୍ଚ୍ଚିତା (Archita) କରିଲେ କାକରା ପିଠା ସବୁ ଚୋରି କରି ଖାଇଲେ ସବ୍ୟ (Sabyasachi) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଯୋଡି ରହିଛନ୍ତି । ଏହି ଯୋଡି ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଯୋଡି ରହିଛନ୍ତି ଯେଉଁ ମାନେ କି ବାସ୍ତବ ଜୀବନ ରେ ଜୀଵନ ସାଥି ହୋଇଛନ୍ତି ।

ଚଳଚ୍ଚିତ୍ର ଦୁନିଆ ରେ ଲୋକ ପ୍ରିୟ ହେବା ପରେ ବାସ୍ତବ ଜୀବନରେ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଆଜି ଆମେ ସେହିଭଳି ଏକ ଯୋଡି ଙ୍କ ବିଷୟ ରେ ଜାଣିବା ଯିଏ କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି , ଏହି ଯୋଡି ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ସବ୍ୟସଚି ଓ ଅଭିନେତ୍ରୀ ଅର୍ଚ୍ଚିତା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ସବ୍ୟ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଭାବେ ସେ ବେଶ୍ ପରିଚିତ , ଆପଣ ମାନେ ଜାଣିଥିବେ ଅଭିନେତା ସବ୍ୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ସହ ବହୁ ସାରା ଚଳଚ୍ଚିତ୍ର ଅଭିନୟ କରିଛନ୍ତି । ପରେ ଉଭୟ ସୁଟିଂ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଉଭୟ ବେଶ୍ ଖୁସି ରେ ଅଛନ୍ତି ।

ଠିକ ସେହିପରି ଭାବେ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସବ୍ୟ ଙ୍କୁ ବିବାହ କରିବା ପରେ ବେଶ୍ ଖୁସି ରେ ରହିବା ସହ ନିଜ ଅଭିନୟ ଜାରି ରଖିଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତା ଉଭୟ ବିବାହ ପରେ ସୋସିଆଲ ମିଡ଼ିଆ ରେ ନଜର ଆସୁଛନ୍ତି ଓ ବେଳେ ବେଳେ କିଛି ଦୃଶ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ବର୍ତ୍ତମାନ ସମୟ ରେ ମଧ୍ୟ ଠିକ ସେହିଭଳି ଭାବେ ଉଭୟ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ବନ୍ଧୁଗଣ ଏହି ଦଶହରା ଉପଳକ୍ଷେ ସବ୍ୟ ଙ୍କ ପରିବାର ବେଶ୍ ଖୁସି ଅଛନ୍ତି । ବର୍ତ୍ତମାନ୍ ସମୟ ରେ ତାଙ୍କ ପରିବାର ସମସ୍ତ ଲୋକ ଏକାଠି ଦଶହରା କୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି , ସବ୍ୟ , ଅର୍ଚ୍ଚିତା , ସବ୍ୟ ଙ୍କ ବାପା, ମାଆ, ଭାଇ , ଭାଉଜ ସମସ୍ତେ ଏକାଠି ହୋଇଛନ୍ତି ବେଶ୍ ଖୁସି ମଧ୍ୟ ଅଛନ୍ତି ।

ତାହେଲେ ବନ୍ଧୁଗଣ ଅର୍ଚ୍ଚିତା ନିଜ ପରିବାର ଲୋକ ଙ୍କ ପାଇଁ କକେରା ଛାଣି ଛନ୍ତି । ପରିବାର ଲୋକ ଖାଇବା ସହ ବାବୁଶାନ୍ କାକରା ପିଠା ଖାଇ ତାର ମଜା ଉଠାଉଛନ୍ତି । ବନ୍ଧୁଗଣ ଅର୍ଚ୍ଚିତା ଙ୍କୁ ନେଇ ଆଗାମୀ ଦିନ ମାନ ଙ୍କ ରେ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର ନାମ ହେଉଛି ମହିଷାସୁର ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *