ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ଆଉ ସେ ତାଙ୍କ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ମାନଂକୁ ବାନ୍ଧି ରଖିଛନ୍ତି । ଆଉ ଓଡ଼ିଆ ଇଣ୍ଡଷ୍ଟ୍ରି ଏତେ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ନାଁ ନେଲେ ବି ସରିବନି ଆଉ ସମସ୍ତେ ତାଙ୍କ ର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି ।
ତେବେ ଆଜି ଆମେ ଆପଣ ମାନଂକୁ ଏମିତି ଏକ ଅଭିନେତା ଓ ଅଭିନେତ୍ରୀ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି । ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ସେ ତାଙ୍କ ର ଚୁଲବୁଲ ଅନ୍ଦାଜ ରେ ଅଭିନୟ କରି ସବୁ ଦର୍ଶକ ମାନଙ୍କ ର ପ୍ରିୟ ହୋଇ ସାରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ନଜର ରେ ଆସିଛନ୍ତି ଗାର୍ଲ ହାଇ ସ୍କ୍ମୁଲ୍ ରେ । ସେଠାରେ ସେ ସାନିଟାରୀ ପ୍ୟାଡ୍ ବାଣ୍ଟୀ ଛନ୍ତି ।
ଆସୁ ସେଠାରେ ସବୁ ପିଲା ମାନେ ବହୁତ ଖୁସି ହେଇ ଯାଇଥିଲେ ଅର୍ଚ୍ଚିତା ଙ୍କୁ ଦେଖି କାହିଁକି ନା ଯାହାକୁ ଏ ପର୍ଯ୍ୟନ୍ତ ଟିଭି ଦେଖୁ ଆସୁଥିଲେ ତାକୁ ଯଦି ସାମ୍ନା ରେ ଦେଖିବ ତାହେଲେ ଆଶ୍ଚର୍ୟ୍ଯ ହେବା ତ ନିଶ୍ଚିତ । ଆଗକୁ ଅର୍ଚ୍ଚିତା ଙ୍କ ର ନୂଆ ସିନେମା ଆସୁଛି ଯାହା କି ଭିନ୍ନ ଚରିତ୍ର୍ ଓ ଭିନ୍ନ କାହାଣୀ କୁ ନେଇ ଆସୁଛି ସେଥିରେ ସେଥିରେ ସେ ମୁସଲିମ୍ ରୋଲ କରିଛନ୍ତି ।
ଆଉ ଏହି ସିନେମା ଟି ବହୁତ ଦମଦାର୍ ମଧ୍ୟ ହେବ ବୋଲି ଆଶା ରହିଛି ସମସ୍ତ ଙ୍କ ର । ଅର୍ଚ୍ଚିତା ତାଙ୍କ ସ୍ବାମି ଙ୍କ ର ବହୁତ କେୟାର ନିଅନ୍ତି । ସବ୍ୟସାଚ୍ଚୀ ସବୁବେଳେ ସମାଜ ସେବା ଆଉ କାମ ରେ ଲାଗି ରହି ଥାନ୍ତି ସେ ବହୁତ ବ୍ୟସ୍ତ ରେ ଥାଆନ୍ତି ଆଉ ସେଇଠି ପାଇଁ ଅର୍ଚ୍ଚିତା ତାଙ୍କ ର ବହୁତ କେୟାର୍ ନିଆନ୍ତି ।
ଆଉ ବର୍ତ୍ତମାନ ସମୟରେ ମଧ୍ୟ ସବ୍ୟସାଚ୍ଚୀ ବାହାରେ ଅଛନ୍ତି ସେ ଓଡିଶା ରେ ନାହାନ୍ତି । ଆଉ ଦଶହରା ପୂର୍ବ ରୁ ଅର୍ଚ୍ଚିତା ଙ୍କ ସିନେମା ବି ସରିଯିବ। ଆଉ ସେ ଦଶହରା ବହୁତ ମଜ୍ଜା ମସ୍ତି କରିବେ ବୋଲି ଭାବିଛନ୍ତି । ଆଉ ସେ ଚାହାନ୍ତି ଦଶହରା ରେ ମାଆ ଙ୍କ ର ପୂଜା ସେଥି ପାଇଁ ସେ ଚାହାନ୍ତି ଯେ ସବୁ ନାରୀ ମାନେ ବହୁତ ଖୁସି ରେ ରୁହନ୍ତି ଆଉ ତାଙ୍କ ଦ୍ବାରା ଯେତିକି ସମ୍ଭବ ସେ କରି ପାରିବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।