Breaking News

ଅର୍ଚ୍ଚିତା (Archita) ନିଜ ପିଲା ଦିନେ ପଢୁଥିବା ସ୍କୁଲକୁ ଯାଇ ପିଲା ମାନଙ୍କୁ ପାଠ ପଢେଇଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଏହି ଅଭିନୟ ଦୁନିଆ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅନେକ ଚଳଚିତ୍ର ନିର୍ମିତ ହୋଇଥାଏ । ଦର୍ଶକ ମାନ ଙ୍କ ସବୁଦିନ ମନୋରଂଜନ କରାଇବା ପାଇଁ ସବୁଦିନ ଧାରାବାହିକ ମଧ୍ଯ ପ୍ରସାରିତ ହେଉଥାଏ । ଚଳଚ୍ଚିତ୍ର ମାନ ଙ୍କ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଚଳଚ୍ଚିତ୍ର ରେ ଅନେକ କିଛି ଥାଏ ।

ହସ୍ ଖୁସି, କାନ୍ଦ ଲୁହ , ରୋମାନ୍ସ ଏବଂ କମେଡି ଭଳି ଅନେକ ଦୃଶ୍ୟ ଥାଏ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତି ବର୍ଷ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚିତ୍ର ନିର୍ମିତ ହୋଇଥାଏ । ଏହି ଚଳଚ୍ଚିତ୍ର ମାନ ଙ୍କ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସି ଥାଆନ୍ତି । ବନ୍ଧୁଗଣ ଆଜି ଆମେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।


ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ କିଛି କାର୍ଯ୍ୟ କୁ ନେଇ । ବର୍ତ୍ତମାନ୍ ଠିକ୍ ସେହିଭଳି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।


ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଅର୍ଚ୍ଚିତା ସାହୁ , ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଭାବେ ବେଶ୍ ପରିଚିତ । ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ , ସମସ୍ତ ଚଳଚ୍ଚିତ୍ର ରେ ସେ ମୂଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିଲେ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅର୍ଚ୍ଚିତା ଙ୍କୁ ନେଇ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର ଟି ତରଙ୍ଗ ଚ୍ୟାନେଲ ନେଇ ଆସୁଛି । ଆପଣ ମାନେ ଖୁବ୍ ଶିଘ୍ର ଅର୍ଚ୍ଚିତା ଙ୍କୁ ଏକ ଭିନ୍ନ ଚରିତ୍ର ରେ ଦେଖିବାକୁ ପାଇବେ । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ସ୍କୁଲ୍ କୁ ଯାଇ ସେଠାରେ ପିଲା ମାନ ଙ୍କୁ କିଛି କହିବା ସହ ବହୁ ସାରା ମଜା ମସ୍ତି କରିଛନ୍ତି ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *