ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ଆଉ ସେ ତାଙ୍କ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ମାନଂକୁ ବାନ୍ଧି ରଖିଛନ୍ତି । ଆଉ ଓଡ଼ିଆ ଇଣ୍ଡଷ୍ଟ୍ରି ଏତେ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ନାଁ ନେଲେ ବି ସରିବନି ଆଉ ସମସ୍ତେ ତାଙ୍କ ର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି ।
ତେବେ ଆଜି ଆମେ ଆପଣ ମାନଂକୁ ଏମିତି ଏକ ଅଭିନେତ୍ରୀ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି । ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ସେ ତାଙ୍କ ର ଚୁଲବୁଲ ଅନ୍ଦାଜ ରେ ଅଭିନୟ କରି ସବୁ ଦର୍ଶକ ମାନଙ୍କ ର ପ୍ରିୟ ହୋଇ ସାରିଛନ୍ତି ।
ତେବେ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ନଜର ରେ ଆସିଛନ୍ତି ଏକ ଭିଡିଓ ରେ ଯେଉଁ ଥିରେ ବହୁତ ସାରା ମଜ୍ଜା ଓ ମସ୍ତି କରି ଥିବାର ନଜର ରେ ଆସିଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଗତ ଦିନ ମାନଙ୍କ ରେ ଅର୍ଚ୍ଚିତା ଙ୍କ ର ବିବାହ ସବ୍ୟସାଚ୍ଚୀ ଙ୍କ ସହ ହେଇ ସାରିଛି । ଆଉ ଦୁହେଁ ବହୁତ ଖୁସି ଥିବାର ମଧ୍ୟ ନଜର ରେ ଆସିଛନ୍ତି ।
ଦୁହେଁ ବହୁତ ସାରା ଓଡ଼ିଆ ସିନେମ କରିଛନ୍ତି ଆଉ ତାଙ୍କ ର ସବୁ ସିନେମା ସୁପରହିଟ୍ ମଧ୍ୟ ହୋଇ ସାରିଛି । ଦୁହେଁ ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇ ଥିଲେ ଆଉ ପରେ ଦୁହେଁ ରାଜସ୍ଥାନି ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ତେବେ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁ ଭିଡିଓ ରେ ଅର୍ଚ୍ଚିତା ବହୁତ ଖୁସି ଥିବାର ଜଣା ପଡୁଛି ।
ସେ ଏବେ ତାଙ୍କ ପରିବାର କୁ ଖୁସି ଦେବାରେ ବ୍ୟସ୍ତ ଅଛନ୍ତି । ସେ ସାରା ପରିବାର ପାଇଁ ବହୁତ ଭଲ ପାଇବା ସହିତ ଦହିବରା ତିଆରି କରିଛନ୍ତି ଆଉ ସାରା ପରିବାର କୁ ସେ ନିଜେ ବନେଇ ଖାଇ ବାକୁ ଦେଇଛନ୍ତି ଦହିବରା । ସମସ୍ତେ ଏକାଠି ଖାଇ ବସିଛନ୍ତି ଆଉ ପରିବାର ଲୋକ ମିଶି ବହୁତ ମଜ୍ଜା ଓ ମସ୍ତି କରି ଏଞ୍ଜଏ କରୁଛନ୍ତି ଯାହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି ।
ତାହା ସହିତ ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ଓ ତାଙ୍କ ସହ ତାଙ୍କ ପରିବାର କିପରି ଦୀପାବଳୀ ପାଳନ କରିଛନ୍ତି ତାହା ନେଇ ବହୁତ ଭିଡିଓ ଭାଇରାଲ ହେଉଛି । ଦୁହେଁ ମିଶି ଏ ପୂଜା ରେ ବହୁତ ମସ୍ତି କରୁଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।