Breaking News

ଅଷ୍ଟମଙ୍ଗଳା ରେ ବାପ ଘରକୁ ବୁଲିବାକୁ ଆସିଲେ ହିରୋଇନ୍ ନିହାରିକା (Niharika) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ।

ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ କରି ନିଜ ଶଶୁର ଘରେ ବେଶ୍ ଖୁସି ରେ ଅଛନ୍ତି । ଶଶୁର ଘରେ ଥିଲେ ମଧ୍ୟ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ବେଶ୍ ସକ୍ରିୟ ରହିବା ସହ ଚର୍ଚ୍ଚା ରେ ରହୁଛନ୍ତି । ଅତି ନିକଟ ରେ କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଛନ୍ତି ।

ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ନିହାରିକା ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ସେହି ବିଷୟ ରେ ଜାଣିବା । ଆପଣ ମାନେ ଅଭିନେତ୍ରୀ ନିହାରିକା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତ୍ରୀ ଭାବେ ସେ ବେଶ୍ ପରିଚିତ ଓ ଲୋକ ପ୍ରିୟ ମଧ୍ୟ ।ନିଜ ଅଭିନୟ ପାଇଁ ସେ ଆଜି ଓଡ଼ିଶା ଘର ଘରେ ପରିଚିତ ହୋଇ ପାରିଛନ୍ତି ।

ଆପଣ ମାନେ ଅଭିନେତ୍ରୀ ନିହାରିକା ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ,କିଛି ଚଳଚ୍ଚିତ୍ର ଓ ଧାରାବାହିକ ରେ ।ସେ ମାତ୍ର କିଛି ହାତ ଗଣତି ଧାରାବାହିକ ଓ ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି । ନିଜ ଅଭିନୟ ପାଇଁ ପରିଚିତ ହେବା ସହ ଅନେକ ନାମ ଅର୍ଜନ କରିଛନ୍ତି ।

ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ନିଜ ଶଶୁର ଘରେ ଅଛନ୍ତି ଓ ନିହାରୀକା ଙ୍କ ବିବାହ ଘର ଟି ଅତି ନିକଟ ରେ ବେଶ୍ ଧୁମ୍ ଧାମରେ ହୋଇଥିଲା ହୋଇଥିଲା । ଏହି ବିବାହ ଘର ଦୃଶ୍ୟ ଆପଣ ମାନେ ନିଶ୍ଚିନ୍ତ ଦେଖିଥିବେ ସୋସିଆଲ ମିଡ଼ିଆ ରେ । ଏହି ବିବାହ ଘର ରେ କିଛି ଲୋକ ପ୍ରିୟ ଅଭିନେ୍ତା ଓ ଅଭିନେତ୍ରୀ ମାନେ ନଜର ଆସୁଥିଲେ ।

ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ନିହାରିକା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ନିହାରିକ ନିଜ ସ୍ବାମୀ ଙ୍କ ସହ ନିଜ ବାପ ଘର କୁ ଆସିଛନ୍ତି । ଉଭୟ ବିବାହ କରିବା ର ୮ ଦିନ ହୋଇଯାଇଛି । ଅଷ୍ଟମଙ୍ଗଲ ପାଇଁ ନିହା ରୀକ ନିଜ ସ୍ବାମୀ ଙ୍କ ସହ ନିଜ ବାପ ଘର କୁ ଆସିଛନ୍ତି ଓ କେକ ମଧ୍ୟ କାଟି ଛନ୍ତି ଯାହାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *