Breaking News

ଆକାଶଙ୍କ ହାତ ଧରିଲେ ହିରୋଇନ ଲିପ୍ସା (Lipsa) ବାହାଘରର ଫୁଲ ଭିଡିଓ ଦେଖନ୍ତୁ

ନିକଟରେ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବଂ ବଧୂ ବେଶରେ ସଜେଇ ହୋଇ ଶାଶୂଘର ଚାଲି ଯାଇଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ଆକାଶ ଙ୍କ ର ହାତ ଧରିଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର । ଅଭିନୟ ଅନେକ ଥର ବିବାହ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ଏବେ ରିଅଲ୍ ଲାଇଫ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଅଭିନେତ୍ରୀ ଲିପ୍ସା ମିଶ୍ର ତାଙ୍କ ବିବାହ ରେ ବେସ୍ ଖୁସି ଥିବାର ନଜର ଆସିଛନ୍ତି। ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ବିବାହ ରେ ଓଲିଉଡ଼ ର ଅନେକ କଳାକାର ଯୋଗ ଦେଇଥିଲେ। ପୂର୍ବରୁ ତାଙ୍କର ସଙ୍ଗୀତ୍ ସେରୀମନି ରେ ମଧ୍ୟ ଓଲିଉଡ଼ ର ହିରୋ ଏବଂ ହିରୋଇନ୍ ମାନେ ମିଶି ଜବରଦସ୍ତ ଡାନ୍ସ କରି ଥିଲେ । ଆଉ ସେ ସବୁ ଭିଡ଼ିଓ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି।

ଏବେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ର ବିବାହ ସରି ଯାଇଛି । ରିଅଲ ଲାଇଫ ରେ ଆକାଶ ଙ୍କ ର ପତ୍ନୀ ହୋଇଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ବିବାହ ବହୁତ୍ ଧୁମ୍ ଧାମ ରେ ହୋଇଛି ।ଏବଂ ଅଭିନେତ୍ରୀ ପୁନମ୍ ମିଶ୍ର , ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ , ଜିନା ସାମଲ ଏବଂ ତାଙ୍କ ସ୍ଵାମୀ ରୁଦ୍ର ,ପିହୁ ଆଦି କଳାକାର ମାନେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ବିବାହ ରେ ଯୋଗ ଦେଇଥିଲେ ।

ସମସ୍ତେ ତାଙ୍କ ବିବାହ ରେ ବହୁତ୍ ମସ୍ତି କରିଛନ୍ତି ।ଆଉ ଅଭିନେତ୍ରୀ ଲିପ୍ସା ମିଶ୍ର ରେଡ୍ କଲର୍ ଲେହେଂଗା ରେ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି। ତାଙ୍କ ସ୍ଵାମୀ ଆକାଶ ଙ୍କ ସହିତ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ଯୋଡ଼ି ବହୁତ୍ ସୁନ୍ଦର ଦିଶୁଛି। ଆଉ ଅଭିନେତ୍ରୀ ଲିପ୍ସା ମିଶ୍ର କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କର ବହୁତ୍ କେୟାର ନିଅନ୍ତି ଏବଂ ତାଙ୍କୁ ବହୁତ୍ ଭଲ ପାଆନ୍ତି।

ନିଜ ମନ ପସନ୍ଦ ର ଜୀବନ ସାଥି ପାଇ ଅଭିନେତ୍ରୀ ଲିପ୍ସା ମିଶ୍ର ବହୁତ୍ ଖୁସୀ ଅଛନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ବହୁତ୍ ସୁନ୍ଦର ସୁନ୍ଦର୍ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି। ଏବଂ ବିବାହ ପରେ ମଧ୍ୟ ସେ ଅଭିନୟ ଜାରି ରଖିବେ । ଏବଂ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଏବଂ ସେ ସୁନ୍ଦର୍ ଭାବରେ ନିଜର ସଂସାର କରନ୍ତୁ ଏହା ଭଗବାନ୍ ଙ୍କ ନିକଟରେ ଆମେ ତାଙ୍କ ପାଇଁ ଶୁଭ କାମନା ଜଣାଉଛୁ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *