ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଜୀନା ଙ୍କ ବିଷୟ ରେ ଆଉ ତାଙ୍କ ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଉଛନ୍ତି । ସେ ବହୁତ ସାରା ଓଡ଼ିଆ ଆଲବମ , ସିନେମା ଆଉ ସିରିଏଲ ରେ ସୁନ୍ଦର ଅଭିନୟ କରି ଥିବାର ନଜର ରେ ଆସିଛନ୍ତି ।
ତେବେ ବର୍ତ୍ତମାନ ସମୟରେ ଜୀନା ଆଉ ତାଙ୍କ ସ୍ବାମି ରୁଦ୍ର ଯୋଗ ଦେଇ ଛନ୍ତି ଲିପ୍ସା ଙ୍କ ବାହାଘର ରେ । ତେବେ ଆସନ୍ତୁ ଜାଣିବା ଏ ନେଉ କଣ କହିଛନ୍ତି ଲିପ୍ସା ଆଉ ରୁଦ୍ର କଣ ପ୍ରତିକ୍ରିୟା ରଖି ଛନ୍ତି ଲିପ୍ସା ଓ ଆକାଶ ଙ୍କ ବୈବାହିକ ଜୀବନ କୁ ନେଇ । ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁ ଥିଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ଆପଣ ମାନେ ଜାଣିଥିବେ ଲିପ୍ସା ତାଙ୍କ ମନ ର ମଣିଷ ଆକାଶ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆଉ ସେ ଆକାଶ ଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି । ସେ ବହୁତ ଦିନ ଧରି ଦୁହେଁ ଦୁହିଁ ଙ୍କୁ ଭଲ ପାଇ ଆସୁଥିଲେ ଆଉ ଏବେ ତାଙ୍କୁ ହିଁ ମ୍ୟାରେଜ୍ କରିଛନ୍ତି । ଏହି ମ୍ୟାରେଜ୍ ରେ ଲିପ୍ସା ବହୁତ ଖୁସି ଅଛନ୍ତି ।
ସେଇଠି ପାଇଁ ସେ ତାଙ୍କ ନିଜ ବାହାଘର ରେ ନାଚିଛନ୍ତି ଆଉ ଗୀତ ଗାଇ ଛନ୍ତି ମଧ୍ୟ । ଆଉ ବନମାଳା ପିନ୍ଧିବା ସମୟ ରେ ବହୁତ ମସ୍ତି ମଧ୍ୟ କରି ଥିବାର ନଜର ରେ ଆସିଛନ୍ତି । ତେବେ ଏହି ବାହାଘର ରେ ଜୀନା ଆଉ ରୁଦ୍ର ସାମିଲ ହୋଇ ଛନ୍ତି । ଜୀନା କହିଛନ୍ତି କି ଲିପ୍ସା ଆଗରୁ ଭୁବନେଶ୍ଵର ରେ ରହୁ ଥିଲେ ଆଉ ଏବେ ବି ସେ ଭୁବନେଶ୍ଵର ରେ ହିଁ ରହିବେ ।
ଆଉ ଆକାଶ ଙ୍କୁ ସେ ବହୁତ ଭଲ ଭାବରେ ଜାଣି ଛନ୍ତି । ଜୀନା ଆକାଶ ଙ୍କୁ ତାଙ୍କ ସାନ ଭାଇ ଭଳିଆ । ଆଉ ଆକାଶ ଙ୍କ ହୃଦୟ ବହୁତ ଭଲ ପିଲା ଆଉ ଭଲ ସ୍ବଭାବ ର ଲିପ୍ସା ତାଙ୍କୁ ବାହା ହୋଇ ବହୁତ ଖୁସି ରେ ରହି ପାରିବ ବୋଲି କହିଛନ୍ତି ଜୀନା ଓ ରୁଦ୍ର ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।