Breaking News

ଆଗରୁ ଶାଶୂଘର ଲୋକେ ବିଦ୍ୟୁତ କାଟିଦେଇଥିବା ବେଳେ ,ଏବେ ତପସ୍ବିନୀଙ୍କ ବିଲ ଭରିବେ ସୁମିତ …

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବ୍ରହ୍ମପୁର ର ତପସ୍ଵିନୀ ଓ ସୁମିତ ବୈବାହିକ ବିବାଦ କୁ ନେଇ ବର୍ତ୍ତମାନ ସମୟ ରେ ଏକ ବଡ ଆସି ଯାଇଛି , ପୂର୍ବ ଏହି ବିବାଦ ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହିଥିଲା ଓ ସମସ୍ତ ଖବର ଚ୍ୟାନେଲ ମାନ ଙ୍କ ରେ ଏହି ବିବାଦ କୁ ନେଇ ଆସୁଥିଲା ବଡ ଖବର , ପରେ ଉଭୟ ଙ୍କ ବିବାଦ ଟି ସମାଧାନ ହୋଇ ନାହିଁ କିନ୍ତୁ ବର୍ତ୍ତମାନ ସମୟ ରେ ସୁମିତ ଙ୍କ ଘରେ ରହୁଛନ୍ତି ତପସ୍ଵିନୀ ।

 

 

ବର୍ତ୍ତମାନ ସମୟ ରେ ଉଭୟ ଙ୍କ ବୈବାହିକ ବିବାଦ ପୁଣି ହାଇକୋର୍ଟ କୁ ଯାଇଛି । ଏହାର କାରଣ ହେଲା ଯେ ତପସ୍ଵିନୀ ରହିଥିବା ଘରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ କିନ୍ତୁ ସୁମିତ ଙ୍କ ପରିବାର ଲୋକ ବିଦ୍ୟୁତ୍ କାଟି ଦେଇଥିଲେ ଓ ତାଙ୍କୁ ହଇରାଣ କରୁଥିଲେ ।

 

 

ଏହା ଫଳ ରେ ତପସ୍ଵିନୀ ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିଲେ , ବର୍ତ୍ତମାନ ସମୟ ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ବିଦ୍ୟୁତ୍ ସଂଯୋଗ ଦେବା ପାଇଁ । ସୁମିତ ଙ୍କ ପ୍ରଥମ ମହଲା ରେ ତପସ୍ଵିନୀ ରହୁଛନ୍ତି । ଘର କୁ ବିଦ୍ୟୁତ୍ ସଂଯୋଗ ଦିଆ ଯାଇଥିଲା । ତପସ୍ଵିନୀ ରହୁଥିବା ଘର ର ବିଦ୍ୟୁତ୍ ର ଭଡ଼ା ନ ଦେବା ରୁ ବିଦ୍ୟୁତ୍ ସଂଯୋଗ କଟା ଯାଇଥିଲା ।

 

ତପସ୍ଵିନୀ କୋର୍ଟ ଦ୍ବାରସ୍ଥ ହୋଇଥିବା ସମୟ ରେ ବର୍ତ୍ତମାନ ତାଙ୍କୁ ନ୍ୟାୟ ମିଳିଛି ଓ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ୨୪ ଘଣ୍ଟା ସମୟ ଦେଇଛନ୍ତି । ତପସ୍ଵିନୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସମୟ ରେ ବାରମ୍ବାର ସୁମିତ ଙ୍କ ପରିବାର ଲୋକ ହଇରାଣ କରୁ ଥିବା ର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି । ସୁମିତ ଓ ତପସ୍ଵିନୀ ଙ୍କ ବିବାଦ ଚର୍ଚ୍ଚା କୁ ଆସିଥିଲା ।

 

 

ଏହା ପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସୁମିତ ଙ୍କ ଘରେ ରହିବା କୁ ନିର୍ଦ୍ଦେଶ ଦେଇଥିଲେ ଓ ପରେ ସୁମିତ ତପସ୍ଵିନୀ ଙ୍କୁ ଏକ ଘର୍ ଦେଇଥିଲେ । ବର୍ତ୍ତମାନ ସମୟରେ ତପସ୍ଵିନୀ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ସମୟ ରେ ତାଙ୍କ ପ୍ରଥମ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଫାଇନାଲ ପରୀକ୍ଷା ଉତ୍ତୀର୍ଣ୍ଣ ହେଉଛନ୍ତି । ବକେୟା ଥିବା ବିଲ୍ କୁ ପୈଠ କରିବାକୁ ସୁମିତ ଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ।

 

 

 

 

ଏହି କଥା ଟି ସମସ୍ତ ଙ୍କ ସ୍ବାମୀ ସ୍ତ୍ରୀ ପାଇଁ ବର୍ତ୍ତମାନ ସମୟ ରେ ସ୍ବାମୀ ପାଇଁ ସ୍ତ୍ରୀ ଗୁରୁତ୍ଵ ଓ ସ୍ତ୍ରୀ ପାଇଁ ସ୍ବାମୀ ଗୁରୁତ୍ଵ । ଉଭୟ ଙ୍କ ବୈବାହିକ ଜୀବନ ବେଶ୍ ସୁଖମୟ ହେବ ଯେବେ ଉଭୟ ଙ୍କ ମଧ୍ୟ ରେ ଉଚିତ୍ ବୁଝାମଣା ରହିବ । ଠିକ୍ ବୁଝାମଣା ରହିଲେ ସଂସାର ଯେତେ କୁ ପ୍ରଭାବ ପଡ଼ିଥିଲେ କିଛି ହେବ ନାହିଁ ।।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *