Breaking News

ଆଗାମୀ ଆଲବମ ଗୀତ ପାଇଁ ଡ୍ୟାନ୍ସ ଶିଖୁଥିବା ସମୟରେ ନାଚୁ ନାଚୁ ପଡିଗଲେ ହିରୋଇନ ରୂପା (Rupa) – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ରୁପା ଓ ପିଣ୍ଟୁ ଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ସେ ଏବେ ଓଡିଶା ବାସୀ ଙ୍କ ଖୁବ ପରିଚିତ୍ । ସେ ପରିଚିତ୍ ହେବା ସହ ସେ ଲୋକପ୍ରିୟତା ମଧ୍ୟ ହାସଲ କରି ସାରିଛନ୍ତି । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ବହୁତ ୟ୍ୟୁଟୁବର ମାନେ ଅଛନ୍ତି ସମସ୍ତେ ଚେଷ୍ଟା କରୁଛନ୍ତି ନିଜ ଭିଡିଓ କିଛି ଅଲଗା କରି କରିବା ପାଇଁ ।

କାରଣ ଏବେ ଲୋକ ମାନେ ଟିଭି ଦେଖିବା ଅପେକ୍ଷା ସମସ୍ତେ ଅଧିକ ରୁ ଅଧିକ ସ୍ମାଟ୍ ଫୋନ ବ୍ୟବହାର କରୁଛନ୍ତି । ଯେହେତୁ ସ୍ମାଟ୍ ଫୋନ ବ୍ୟବହାର କରୁଛନ୍ତି ସେ ତ ନିଶ୍ଚିତ ଭାବରେ ୟ୍ୟୁଟବ ଭିଡିଓ ଗୁଡିକ ଦେଖୁ ଥିବେ ନିଶ୍ଚିତ ଭାବରେ । ୟ୍ୟୁଟବ ରେ ବହୁତ ପ୍ରକାର ର ଭିଡିଓ ଆସୁଛି ଯାହା ର ଯେଉଁ ଭିଡିଓ ଇଚ୍ଛା ସେ ସେହି ଭିଡିଓ କୁ ଦେଖି ପାରିବେ । ତେବେ ଆପଣ୍ ମାନେ ଜାଣିଥିବେ ।

ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ ତେବେ ଏହି ନାଁ ଟି ଏବେ ବହୁତ ଚର୍ଚ୍ଚା ରେ ରହିଛି । ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି। ଆପଣ ଅନେକ ଗୁଡ଼ିଏ ଭିଡିଓ ଏହି ଚ୍ୟାନେଲ୍ ରେ ଦେଖିବାକୁ ପାଇଥିବେ। ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି। ସେ ତାଙ୍କ ର ପ୍ରତ୍ୟେକ ବ୍ଲଗ୍ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ଖୁବ ପାଖ କୁ ଯାଇ ପାରନ୍ତି ।

ସମସ୍ତ ଦର୍ଶକ ମାନଙ୍କ ର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି। ଆପଣ ମାନେ ଜାଣିଛନ୍ତି ରୁପା ଓ ପିଣ୍ଟୁ ଙ୍କ ଭିଡିଓ ଦେଖିବାକୁ ସମସ୍ତେ ଭଲ ପାଆନ୍ତି । ସେମାନେ ବହୁତ ମ୍ୟୁଜିକ ଭିଡିଓ ରେ କାମ କରିସାରିଛନ୍ତି ।


ତେବେ ସେମାନଙ୍କ ର ଆଉ ଏକ ଭିଡିଓ ଆସୁଛି ଯେଉଁ ଥି ପାଇଁ କି ରୁପା ଓ ପିଣ୍ଟୁ ରିୟଲସେଲ୍ କରୁଛନ୍ତି ଡ୍ୟାନ୍ସ୍ ର । ଯାହା ପାଇଁ କି ସେମାନେ ଦିନ ରାତି ଚେଷ୍ଟା କରୁଛନ୍ତି ଡ୍ୟାନ୍ସ୍ ଶିଖିବା ପାଇଁ । ସେମାନେ ବହୁତ ସୁନ୍ଦର ଡ୍ୟାନ୍ସ୍ ପ୍ରାଟିସ୍ ମଧ୍ୟ କରୁଛନ୍ତି । ଏହି ଭିଡିଓ ଟି ବହୁତ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ତାଙ୍କ ସହ ତାଙ୍କ ଝିଅ ଖୁସି ମଧ୍ୟ ଯାଇଛନ୍ତି । ତାଙ୍କ ଝିଅ ଖୁସି ସେଠାରେ ବହୁତ ମଜ୍ଜା କରୁଛନ୍ତି । ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେଉଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *