ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ୍ ସମୟ ରେ ନିଜ ଜୀବନ ବହୁତ୍ ଖୁସି ରେ କଟାଉ ଛନ୍ତି । ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଅଭିନୟ ପାଇଁ ଅଭିନେତା ମାନେ ଅନେକ କିଛି ପାଇଛନ୍ତି ଓ ଯାହା ଫଳ ରେ କାର ରେ ବୁଲୁଛନ୍ତି ଓ ଲାଇଫ କୁ ଏଞ୍ଜୟ କରୁଛନ୍ତି ।
ତାହେଲେ ବର୍ତ୍ତମାନ୍ ସମୟ ରେ ଅଭିନେତା ଓ ଅଭିନେତ୍ରୀ ମାନେ କାର ଧରି ବୁଲିବା ଏକ ସାଧାରଣ କଥା ହୋଈ ଗଲାଣି କିନ୍ତୁ ସେତେବେଳେ ମାନେ କିଛି ବର୍ଷ ପୂର୍ବେ ସାଇକେଲ ଧରି କି ଅଭିନେତା ମାନେ ବୁଲୁଥିଲେ ଗାଡି ନ ଥିଲା । ସେତେବେଳେ ସାଇକେଲ ଧରି କି ବୁଲୁଥିବା ଅଭିନେତା ବର୍ତ୍ତମାନ୍ ସମୟ ରେ ଗାଡି ଧରି ବୁଲୁଛନ୍ତି କାରଣ ସେମାନେ ତାଙ୍କ ଜୀବନ ରେ ଅନେକ ଷ୍ଟ୍ରଗଲ ଆଜି ସେ ସଫଳ ହୋଇଛନ୍ତି ।
ବର୍ତ୍ତମାନ୍ ସମୟ ରେ ଜଣେ ବ୍ୟକ୍ତି ଯିଏ ଅଭିନେତା ଅନୁଭବ ମହାନ୍ତି ଙ୍କୁ ୨୦୦୦ ମସିହା ରୁ ଫଲୋ କରି ଆସୁଛନ୍ତି । ସେତେବେଳେ ଅନୁଭବ ମହାନ୍ତି ସାଇକେଲ ଧରି କଟକ ରେ ବୁଲନ୍ତି । ସାଇକେଲ ଧରି ଯିମ ଯାଇ ଥାଆନ୍ତି ବାଇକ୍ ତାଙ୍କ ପାଖ ରେ ନ ଥିଲା ସାଇକେଲ ଧରି ବୁଲୁଛନ୍ତି ସେ ବହୁତ୍ ଷ୍ଟ୍ରଗଲ କରିଛନ୍ତି ।
ସେ ମାର୍କେଟ କୁ ଆସିଲେ ୨୦୦୪ ମସିହା ରେ ଆଇ ଲଭ୍ ୟୁ ଚଳଚ୍ଚିତ୍ର ରେ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ଅନୁଭବ ଙ୍କୁ ନେଇ ଯେଉଁ ଚଳଚ୍ଚିତ୍ର ଟି ଆସିବ ରାବଣ ତାହା ବର୍ତ୍ତମାନ୍ ସମୟ ରେ ଆସିବ ନାହିଁ । ତାହା ରଜ କୁ ଆସିବା ର ସମ୍ଭାବନା ରହିଛି । ଏହି ଭଳି ଅନୁଭବ ଙ୍କ ଜଣେ ପ୍ରଶଂସକ ଏହି ଭଳି କହିଛନ୍ତି ।
ଭାଇ ଆମର ଭଲ ମଣିଷ , ମୁଁ ତାଙ୍କ ସହ ଅନେକ ଚକଚିତ୍ର ରେ ଛୋଟ ଛୋଟ ଚରିତ୍ର ରେ ନଜର ଆସିଛି । ଏହି ଭଳି ଭାବେ କିଛି କହିବା ପରେ ସେ ଏକ ଭଲ କଥା କହିଛନ୍ତି ଯେ ସୁଟିଂ ସେଟ ରେ ସାମାନ୍ୟ ଦୁର୍ଘଟଣା ହେବା ରୁ ମୁଁ ଗୋଡ ମାଡ ହୋଇଗଲା ମୁଁ ଆଉ ସୁଟିଂ କରି ପାରିଲି ନାହିଁ । ସଙ୍ଗେ ଅନୁଭବ ଭାଇ ମୋତେ ଏକ କାର ମାଧ୍ୟମ ରେ ମେଡିକାଲ ପହଞ୍ଚାଇ ଥିଲେ ।
ପରେ ମୋତେ ୧୦ ହଜାର ଟଙ୍କା ଦେଇଥିଲେ ଗୋଡ ମାଡ ହେଇ ଯାଇ ଥିବାରୁ ପରୀକ୍ଷା କରାଇବା ପାଇଁ ।ଏହି ଭଳି ଭାବେ ଅନେକ କିଛି କହିଛନ୍ତି ଏହି ବ୍ୟକ୍ତି ଜଣକ , ଆପଣ ମାନେ ଏହି ଦୃଶ୍ୟ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।