Breaking News

ଆଜି ପିଣ୍ଟୁ ନନ୍ଦଙ୍କ ୧୧ ରେ କାନ୍ଦ ବୋବାଳି ରେ ଫାଟିଲା ଗାଁ ଓ ଘର…. ଦେଖନ୍ତୁ

ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦେହାନ୍ତ କୁ ଆଜି ହୋଇଛି 11 ର ଦିନ । ଗତ କାଲି ତାଙ୍କର ଦଶାହ କର୍ମ କରା ଯାଇଥିଲା। ଆଉ ତାଙ୍କର ଏକାଦଶ କାମ କରା ଯାଇଛି। ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଘର କାନ୍ଦ ବୋବାଳି ରେ ଫାଟି ପଡ଼ିଛି। ଘର ର ସମସ୍ତ ସଦସ୍ୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଝୁରି ହୋଇ ବହୁତ୍ କାନ୍ଦୁଛନ୍ତି । ଆଉ ତାଙ୍କର ଦୁଇ ପୁଅ ମଧ୍ୟ ଲଣ୍ଡା ହୋଇ ଛନ୍ତି । ବାପା ଙ୍କୁ ଝୁରି ଝୁରି ବହୁତ୍ କାନ୍ଦୁଛନ୍ତି ।

ଅଭିନେତା ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଲିଭର ସିରୋସିସ୍ ରୋଗ ରେ ପୀଡିତ ଥିଲେ। ତାଙ୍କର ଲିଭର ନଷ୍ଟ ହୋଇ ଯାଇଥିଲା l ତାଙ୍କୁ ପ୍ରଥମେ ଭୁବନେଶ୍ଵର କିମ୍ସ୍ ହସ୍ପିଟାଲ୍ ରେ ଚିକିତ୍ସା କରା ଯାଇଥିଲା ତା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରା ଯାଇଥିଲା। ଆଉ ପରେ ତାଙ୍କର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରିବା ପାଇଁ ତାଙ୍କୁ ହାଇଦ୍ରାବାଦ୍ ନିଆ ଯାଇଥିଲା।

ତାଙ୍କ ଅପରେସନ ପାଇଁ ପଚାଶ ଲକ୍ଷ ରୁ ଅଧିକ ଟଙ୍କା ଦରକାର ହୋଇ ଥିଲା । ଏବଂ ଓଲିଉଡ଼ ର କଳାକାର ମାନେ ମିଶି ତାଙ୍କୁ ସାହାଯ୍ୟ ର ହାତ ବଢ଼ାଇ ଥିଲେ । ଓଡ଼ିଶା ର କିଛି ସ ହୃଦୟ ବ୍ୟକ୍ତି ମଧ୍ୟ ସାହାଯ୍ୟ କରିଥିଲେ । ହେଲେ ସଠିକ୍ ସମୟରେ ତାଙ୍କୁ ଲିଭର ଡୋନର୍ ମିଳି ନଥିଲେ । ଯାହା ଫଳରେ ହାଇଦ୍ରାବାଦ୍ ଯଶୋଦା ହସ୍ପିଟାଲ୍ ରେ ଅଭିନେତା ପିଣ୍ଟୁ ନନ୍ଦ ମୃତ୍ୟୁ ବରଣ କରିଥିଲେ।

ଆଉ ଆଜି କୁ ତାଙ୍କ ମୃତ୍ୟୁ କୁ ଏଗାର ଦିନ ପୁରିଛି । ତାଙ୍କ ପରିବାର ସଦସ୍ୟ ମିଶି ତାଙ୍କର ଦଶାହ ଏବଂ ଏକାଦଶାହ କର୍ମ କରିଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଆତ୍ମା ର ଶାନ୍ତି ପାଇଁ ପୂଜା କରିଛନ୍ତି । କାନ୍ଦ ବୋବାଳି ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଘର ଫାଟି ପଡ଼ିଛି। ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ସ୍ମୃତି ରେ ଲୁହ ଢ଼ାଲୁଛନ୍ତି। ଓଲିଉଡ଼ ରେ ସବୁଦିନ ପାଇଁ ଏକ ଶୂନ୍ୟ ସ୍ଥାନ ରହିଗଲା ଯାହାକୁ ଆଉ କେହି ପୂରଣ କରି ପାରିବେ ନାହିଁ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *