Breaking News

ଆଦିତ୍ୟ ଭାଇଙ୍କୁ କିଏ ମା-ରିବାକୁ କିଏ ଯୋଜନା କରିଛି ସେକଥା ସମସ୍ତଙ୍କୁ ଜଣାଅଛି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଆମ ସମାଜ ସେବୀ ସ୍ବର୍ଗତ ଆଦିତ୍ୟ ଙ୍କୁ ନେଇ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଅନେକ କିଛି କଥା କହିଛନ୍ତି ଓ ଆଦିତ୍ୟ ଙ୍କ ମୃତ୍ୟୁ ପଛ ରେ ତାଙ୍କ ସାଙ୍ଗ ବିକାଶ ର ହାତ ରହିଛି ବୋଲି କହିଥିଲେ କାରଣ ଆଦିତ୍ୟ ମୃତ୍ୟୁ ବରଣ କରିବା ପରେ ବୃଦ୍ଧା ଆଶ୍ରମ କୁ ବିକାଶ ନିଜ ହାତ ମୁଠାକୁ ନେବା ପାଇଁ ଷ-ଡ଼ଯନ୍ତ୍ର କରୁଥିଲା ।

ଅନେକ କଥା ବିଦ୍ୟା ଭାରତୀ କହିବା ପରେ ବର୍ତ୍ତମାନ ସମୟ ରେ ବିକାଶ ନିଜ ମୁହଁ ଖୋଲିଛନ୍ତି । ବିକାସ କହିଛନ୍ତି ମୋ ସତ୍ କହିବା ପୂର୍ବ ରୁ ଯାଇ ଆଶ୍ରମ କୁ ଯାଇ ସମସ୍ତ ଙ୍କ ଠାରୁ ବୁଝି ନୁହଁ । ସେ କହିଛନ୍ତି ଯେ ସେ ମାଉସୀ ସେହି ଆଶ୍ରମ ରେ ୬ ବର୍ଷ ହେବ ରହି ଆସୁଛନ୍ତି ଓ ପରେ ଯାଇ ମୋ ପାଖ ରେ ରହିଲେ , ମୋ ଅଜଣା ରେ ମାଉସୀ ଯାଇ ପର ଘରେ କାମ କରୁଥିଲେ କିଛି ଟଙ୍କା ପାଇଁ ।

ମାଉସୀ ଙ୍କ ଟଙ୍କା ଦରକାର , ଆଶ୍ରମ ହୋଇଛି ଅସହାୟ ଲୋକ ମାନ ଙ୍କ ପାଇଁ ତମେ ଯଦି ରୋଜଗାର କରୁଛ ତାହାଲେ ଆଶ୍ରମ ରେ ରହିବା ଦରକାର ନାହିଁ । ମାଉସୀ ଆଶ୍ରମ ରୁ ବାହାରିବା ପରେ କହିଥିଲେ ସେ ଅନ୍ୟ କେଉଁଠି କାମ କରିବେ ବୋଲି । ଏହି ଆଶ୍ରମ ରେ ସେହି ମାଉସୀ ଜଣକ ଅନ୍ୟ ଜଣେ ମାଉସୀ ଙ୍କ ଉପର କୁ ହାତ ଉଠାଇ ଥିଲେ ଯାହାର ପ୍ରମାଣ ମଧ୍ୟ ରହୁଛି ।

ବିକାସ କହିଛନ୍ତି ଯେ ମୁଁ କିଛି କହିବି ନାହିଁ ବରଂ ତମେ ଆଶ୍ରମ ରେ ଥିବା ମଉସା ମାଉସୀ ଙ୍କୁ ପଚାର । ଆଦିତ୍ୟ ଭାଇ ଙ୍କୁ କିଏ ମରିବା ପାଇଁ ଯୋଜନା କରିଥିଲା ତାହା ଓଡ଼ିଶା ବାସି ବେଶ୍ ଭଲ ଭାବରେ ଜାଣି ଛନ୍ତି । ସବୁଠାରୁ ବଡ କଥା ହେଲା ଯେ ଆଦିତ୍ୟ ଙ୍କ ଏହି ଘଟଣା ଘଟିବା ପରେ ସେ ପାରାଦ୍ଵୀପ ରେ ଥିଲେ ।

ସେ ଦିନ ବିଦ୍ୟାଶ୍ରୀ ଘରୁ ବାହାରିଲେ ୬ ଟା ରୁ । କିନ୍ତୁ ବିଦ୍ୟାଶ୍ରୀ ବିକାସ ଙ୍କୁ ୮:୩୦ ରେ ଫୋନ୍ କଲେ , ଘରୁ ୬:୩୦ ରେ ଯାଇକି ବିକାସ ଙ୍କୁ ୮:୩୦ ରେ ଫୋନ୍ କଲେ ଓ ଆଦିତ୍ୟ ଙ୍କ ପୋଷ୍ଟ ମର୍ଟମ ଆସିଲା ୮:୨୦ ରେ । ତାହେଲେ କଣ ପାଇଁ ବିଦ୍ୟାଶ୍ରୀ ବିକାସ ଙ୍କୁ ୮:୩୦ ରେ ଫୋନ୍ କରିଥିଲେ ।

ଆଦିତ୍ୟ ଭାଇ ପାଖ ରେ ମୁଁ ଦୀର୍ଘ ବର୍ଷ ହେଲା ରହିଛି କିନ୍ତୁ କିଛି ହୋଇ ନ ଥିଲା କିନ୍ତୁ ଆଦିତ୍ୟ ଭାଇ ଙ୍କ ପାଖ ରେ ତମେ ୨୭ ଦିନ ରହି ନ ଆଦିତ୍ୟ ଭାଇ ଚାଲିଗଲେ । କୌ ସ୍ତ୍ରୀ ଓ ଝିଅ ରାତି ଅଧ୍ ରେ ଘରୁ ବାହାରି ଯାଏ ଭଲ ସଂସ୍କାର ବିଦ୍ୟାଶ୍ରୀ ଙ୍କ ।ଏହି ଭଳି ଅନେକ କଥା କହିଛନ୍ତି ବିକାସ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

ମୋ ସ୍ତ୍ରୀ ସହ ଶୋଇଲା, ମୋତେ ଭିଡିଓ ପଠେଇ 20,000 ଟଙ୍କା ମାଗୁଛି ସରପଞ୍ଚର ଭାଇ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏମିତି ଏକ ଲଜ୍ୟା ଜଣକ ଖବର ଆସିଛି ଯାହା ଆପଣ ମାନେ ଜାଣିଲେ …

Leave a Reply

Your email address will not be published. Required fields are marked *